ନିର୍ବନ୍ଧରେ କନିଆଁଙ୍କ ମାଆଙ୍କୁ ମିଳିଲା ନାହିଁ ବ୍ରାଣ୍ଡେଡ ସିନ୍ଦୂର ତ ଭାଙ୍ଗିଦେଲେ ବା‌ହାଘର, ଥା-ନାରେ ପହଁଞ୍ଚିଲା ଘ-ଟଣା

‘ଏକ ଚୁଟକୀ ସିନ୍ଦୂରକା ମୂଲ୍ୟ ତୁମ କ୍ୟା ଜାନଗେ ରମେଶ ବାବୁ….’ଶାରୁଖାନଙ୍କ ସିନେମାର ଏହି ଡାଇଲଗ ତ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି ଗୋଟାଏ ଚୁଟକୀ ସିନ୍ଦୂର କାରଣରୁ କାହାର ବାହାଘର ବି ଭାଙ୍ଗି ଯାଇପାରେ? ଆଜ୍ଞା ହଁ, ଏମିତି ହିଁ ଗୋଟିଏ ଘ-ଟଣା ମହାରାଷ୍ଟ୍ରର ପାଳଘର ଜିଲ୍ଲାରୁ ସାମ୍ନାକୁ ଆସିଛି।

ବାସ୍ତବରେ, ମହାରାଷ୍ଟ୍ରର ଭିମ୍ବଡୀରେ ରହୁଥିବା ବିଠ୍ଠଲ ପାଟିଲ ଏବଂ ପାଳଘରେ ରହୁଥିବା ଦିଲିପ ପାଟିଲଙ୍କ ଝିଅ ସହିତ ନିଜ ପୁଅଙ୍କ ବାହାଘର ସ୍ଥିର କରିଥିଲେ। କିଛିଦିନ ପୂର୍ବରୁ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧରେ ପୁଅ ଏବଂ ଝିଅ ଘର ତରଫରୁ ୩୦-୪୦ ଜଣଲୋକ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମଟି ବହୁତ ଧୁମଧାମରେ ଶେଷ ହୋଇ ଯାଇଥିଲା। ଦୁହିଁଙ୍କ ପରିବାର ଲୋକେ ବହୁତ ଖୁସି ଥିଲେ। କିନ୍ତୁ ଗୋଟିଏ ଦିନ ପୁଅଙ୍କ ବାପା ଝିଅର ବାପାଙ୍କୁ ଫୋନ କରିଥିଲେ ଏବଂ କହିଲେ କି ସେ ଏହି ବାହାଘର କରି ପାରିବେନାହିଁ। ବାହାଘର ଭାଙ୍ଗିବାର କାରଣରେ ସେ କହିଥିଲେ କି ପୁଅର ମାଆଙ୍କୁ ଝିଅଘର ବାଲା ନିର୍ବନ୍ଧରେ ବ୍ରାଣ୍ଡେଡ କୁମକୁମ (ସିନ୍ଦୂର)ଦେଇ ନଥିଲେ। ଏଥିପାଇଁ ସେ ଏହି ବାହାଘର ଭାଙ୍ଗୁଛନ୍ତି।

ଝିଅଙ୍କ ବାପା ଲଗାଇଥିଲେ ଏହି ଅଭି-ଯୋଗ

ଝିଅର ବାପା ଦିଲିପ ପାଟିଲଙ୍କ କହିବା କଥା ହେଉଛି କି ବରର ମାଆ-ବାପ ଆସିଥିଲେ। ଆମେ ଆମର ସ୍ଥିତି ଠାରୁ ଅଧିକ ମାତ୍ରାରେ ତାଙ୍କର ସ୍ବାଗତ କରିଥିଲୁ। ତାଙ୍କୁ ପୋଷାକ ଏବଂ ଅନ୍ୟ ଜିନିଷପତ୍ର ଦେଇଥିଲୁ ଏବଂ ସଂପୂର୍ଣ୍ଣ ଭାବରେ ସତ୍କାର କରିଥିଲୁ । କିନ୍ତୁ ସେମାନେ ଫେରି ଯାଇଥିଲେ ଏବଂ ଫୋନ କରି କହିଥିଲେ କି ଆମେ ବାହାଘର ଭାଙ୍ଗି ଦେଉଛୁ କାରଣ ଆପଣ ଯେଉଁ ସିନ୍ଦୂର ଦେଇଥିଲେ ତାହା ବ୍ରାଣ୍ଡେଡ ନଥିଲା।

ପ୍ରଥମେ ତ ଝିଅ ଘର ତରଫରୁ ଚେଷ୍ଟା କରାଯାଇଥିଲା କି କୌଣସି ପ୍ରକାରରେ କଥା ହୋଇଯିବ, କିନ୍ତୁ ଯେତେବେଳେ ଘଟ-ଣାଟିର ସମାଧାନ ହୋଇନଥିଲା ତ ଝିଅ ଘର ଲୋକ ପୋଲି-ସଙ୍କ ନିକଟରେ ଘଟ-ଣାଟିକୁ ଜମା କରିଥିଲେ।

ଘଟ-ଣାର ତଦ-ନ୍ତରେ ପହଁଞ୍ଚିଥିଲେ ପୋ-ଲିସ

ସବ ଇନ୍ସପେକ୍ଟର ରୂପାଲି ଗୁଣ୍ଡ କହିଥିଲେ କି ଝିଅଘର ଲୋକଙ୍କ ଅଭି-ଯୋଗ ଅନୁସାରେ ଆମେ IPSର ଧାରା ୪୨୦,୪୧୭, ଏବଂ ୫୦୦ରେ ଘଟଣାକୁ ଜମା କରିଦେଇଛୁ। ଝିଅଙ୍କର ହେବାକୁ ଥିବା ଶାଶୁଙ୍କୁ ବ୍ରାଣ୍ଡେଡ ସିନ୍ଦୂର ଦିଆ ଯାଇନଥିଲା ଏଥିପାଇଁ ସେ ବାହାଘର ଭାଙ୍ଗି ଦେଉଛନ୍ତି। ପୋ-ଲିସ ଏହି ଘ-ଟଣାର ତ-ଦନ୍ତ କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *