ହାୱାଲା ପରି ଅପରେସନ ଚଲେଇଲା ବାଲା ଏଣ୍ଟ୍ରି ଅପୋରେଟର ସଞ୍ଜୟ ଜୈନ ପାଖରେ ଏତେ ସମ୍ପତି ଅଛି ଯେ ସେ ନିଜର ଆଲମାରି ରେ କପଡା ପରି ଟଙ୍କା ର ବିଡା ରଖିଛି। ଏହି ଘଟଣା ବିଷୟ ରେ ସେତେବେଳେ ଜଣା ପଡିଲା ଯେତେବେଳେ ଇନକମ ଟ୍ୟାକ୍ସ ବାଲା ଘର ର ତଲାସ ନେଲେ।
ଏହି ତଲାସ ରେ କେବଳ ଗୋଟିଏ ଜାଗାରେ ନୁହେଁ ବଂର ଅଲଗା ଅଲଗା ରାଜ୍ୟ ର ୪୨ଟି ଠିକଣା ରେ କରାଯାଇଥିଲା। ଏହା ଦ୍ବାରା ଏଣ୍ଟ୍ରି ଅପୋରେଟର ସଞ୍ଜୟ ଜୈନ ଏବଂ ତାଙ୍କର ସହଯୋଗୀ ଙ୍କ ଘରୁ ୫ କୋଟି ରୁ ଅଧିକ ସମ୍ପତି ମଳିଛିି।
ଇନକମ ଟ୍ୟାକ୍ସ ବିଭାଗରୁ ଦିଆଯାଇଥିବା ଖବର ଅନୁସାରେ ଦିଲ୍ଲୀ ଏନ୍ସିଆର , ଉତ୍ତରାଖଣ୍ଡ , ହରିଆଣା, ପଞ୍ଜାବ ଏବଂ ଗୋଆ ରେ ଏଣ୍ଟ୍ରି ଅପୋରେଟର ସଂଯୟ ଜୈନ ଏବଂ ତାଙ୍କର ହିତାଧିକାରୀ ଙ୍କର ୪୨ ଟି ପରିସର ରେ ତଲାସ କରାଯାଇ ଥିଲା। ଏହି ତଲାସ ରେ ଏ ପର୍ଯ୍ୟନ୍ତ ୨.୩୭ କୋଟି ଟଙ୍କା କ୍ୟାସ ଏବଂ ୨.୮୯ କୋଟି ଟଙ୍କାର ଆଭୂଷଣ ମିଳିଛି।
CBDT ଏକ ବୟାନ ରେ କହିଛନ୍ତି କି ଏଣ୍ଟ୍ରି ଅପୋରେଟର ମାନେ, ମଧ୍ୟସ୍ତି ମାନେ , ନଗଦ ନିୟନ୍ତ୍ରକ ମାନେ , ହିତାଧିକାରୀ ମାନେ , ଏବଂ କମ୍ପାନୀ ଗୁଡିକ , କମ୍ପାନୀ ର ନେଟଓ୍ବାରକ କୁ ପ୍ରକାଶିତ କରୁଥିବାର ପ୍ରମାଣ ମିଳିଛି।
CBDT ଅନୁସାରେ ଏ ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ର ମୂଲ୍ୟ ଠାରୁ ଅଧିକ ସମ୍ପତି ଥିବାର ପ୍ରମାଣ ପାଇଲା ପରେ ସବୁ ସମ୍ପତି ଜବତ କରାଯାଇଛି। ଆଗକୁ ଅନୁସନ୍ଧାନ ଚାଲିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।