ଫ୍ଲାଇଟରେ ଯୁବକଙ୍କ ପାଦ ଉପରେ ପଡ଼ି ଯାଇଥିଲା ଚାହା, ବର୍ତ୍ତମାନ କ୍ଷ-ତି-ପୂ-ର-ଣ ଭାବରେ ମିଳିଲା ୫୮ଲକ୍ଷ ଟଙ୍କା

ଆୟରଲ୍ୟାଣ୍ଡରେ ରହୁଥିବା ଜଣେ କିଶୋର ଯୁବକଙ୍କ ସହିତ ଚାରି ବର୍ଷ ପୂର୍ବରୁ ଗୋଟିଏ ଫ୍ଲାଇଟରେ ଦୁ-ର୍ଘ-ଟ-ଣା ହୋଇ ଯାଇଥିଲା ଯାହାପରେ ଏହି ପୁଅଙ୍କ ମାଆ ଏୟାରଲାଇନ୍ସ ଉପରେ କେ-ସ କରି ଦେଇଥିଲେ। ବର୍ତମାନ ଏହି ମା-ମ-ଲା-ରେ କୋ-ର୍ଟ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି ଏବଂ ଏୟାରଲାଇନ୍ସକୁ ଆଦେଶ ଦିଆଯାଇଛି କି ସେ ଏହି ଯୁବକଙ୍କ କ୍ଷ-ତି ଯୋଗୁଁ ତାଙ୍କୁ ବହୁ ପରିମାଣର ଟଙ୍କା ପ୍ରଦାନ କରିବେ।

ଆୟରଲ୍ୟାଣ୍ଡରେ ରହୁଥିବା ଏମରେ କରାକ୍ୟାଙ୍କ ସହିତ ଡୁବଲିନରୁ ଇସ୍ତାନବୁଲ ଯାଉଥିବା ଫ୍ଲାଇଟରେ ଏହି ଦୁ-ର୍ଘ-ଟ-ଣା ହୋଇଥିଲା। ଓ୍ବାଟରଫୋର୍ଡ ସହରରେ ରହୁଥିବା ଏମରେ ଦାବି କରିଛନ୍ତି ତାଙ୍କ ଡାହାଣ ପାଦରେ କ୍ୟାବିନ କ୍ରୁର ଜଣେ ସଦସ୍ୟ ଖୋଲିବା ସମୟରେ ଚାହା ଢାଳି ଦେଇଥିଲେ ଯାହା ପରଠାରୁ ତାଙ୍କ ପାଦରେ ଦାଗ ହୋଇ ଯାଇଛି।

ଚାରିବର୍ଷ ପୂର୍ବରୁ ହୋଇଥିବା ଏହି ଘଟଣା ସମୟରେ ଏମରେ ଖରାପ ଭାବରେ କ୍ଷତିଗ୍ରସ୍ତ ହୋଇ ଯାଇଥିଲେ ଏବଂ ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ କଷ୍ଟ ହୋଇଥିଲା। ସେହି ଘ-ଟ-ଣା ସମୟରେ ଏମରେଙ୍କ ବୟସ କେବଳ ୧୩ବର୍ଷ ଥିଲା। ଯେତେବେଳେ ଏହି ପୁଅଙ୍କ ମାଆଙ୍କୁ ଏହି ବିଷୟରେ ଜଣା ପଡିଥିଲା ତ ସେ ଟର୍କିଶ ଏୟାରଲାଇନ୍ସ ଉପରେ କେ-ସ କରି ଦେଇଥିଲେ।

ଏମରେଙ୍କ ମାଆଙ୍କର କହିବାର ଥିଲା କି ତାଙ୍କ ପୁଅଙ୍କୁ ଏହି ଦୁ-ର୍ଘ-ଟ-ଣା-ରେ ଅନେକ ଗମ୍ଭୀର ମାନସିକ ଏବଂ ଶାରିରୀକ ଅସୁସ୍ଥତା ଦେଇ ଗତି କରିବାକୁ ପଡ଼ିଥିଲା। ସେ କୋ-ର୍ଟରେ କହିଥିଲେ କି ଏମରେଙ୍କ ପାଦ ଚାହା ଯୋଗୁଁ ଖ-ରା-ପ ଭାବରେ ଜଳି ଯାଇଥିଲା ଏବଂ ତାଙ୍କ ପୁଅର କ୍ଷ-ତ ଠିକ ହେବାରେ ହିଁ ତିନିରୁ ଚାରି ସପ୍ତାହର ସମୟ ଲାଗିଥିଲା। ହେଲେ ଏହାପରେ ମଧ୍ୟ ତା ପାଦରେ ଦାଗ ଦେଖା ଯାଉଛି।

ଏମରେଙ୍କ ମାଆ କୋ-ର୍ଟରେ ଜଣାଇଛନ୍ତି କି ‘ତାଙ୍କ ଅବସ୍ଥା ଏତେ ଗମ୍ଭୀର ହୋଇ ଯାଇଥିଲା କି ମୋତେ ମୋ ପୁଅକୁ ପ୍ଲାଷ୍ଟିକ ଏବଂ ରିକନଷ୍ଟ୍ରକ୍ଟିଭ ସର୍ଜନଙ୍କ ପାଖକୁ ନେଇ ଯିବାକୁ ପଡ଼ିଥିଲା। ଡାକ୍ତର ତାଙ୍କୁ କହିଥିଲେ କି ଏମରେଙ୍କ ପାଦ ଉପରେ ପରମାନେଣ୍ଟ ଦାଗର ଆଶଙ୍କା କରାଯାଉଛି। ଏହି କେ-ସ ଉପରେ ପ୍ରତି-କ୍ରିୟା ଦେବା ସମୟରେ ହା-ଇକୋ-ର୍ଟ ଜଜ ଏୟାରଲାଇନ୍ସକୁ ଆଦେଶ ଦେଇଛନ୍ତି କି ଟର୍କିଶ ଏୟାରଲାଇନ୍ସ ଏମରେଙ୍କ କ୍ଷ-ତ ଯୋଗୁଁ ତାଙ୍କୁ ୫୬ହଜାର ପାଉଣ୍ଡ ବା ପାଖାପାଖି ୫୮ଲକ୍ଷ ଟଙ୍କା ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *