ସ୍ୱାମୀଙ୍କ ଆଗରୁ ଭୋଜନ କରୁଥିବା ମହିଳା ଏହି ଆର୍ଟିକିଲ ନିଶ୍ଚିନ୍ତ ପଢନ୍ତୁ, ଶ୍ରୀକୃଷ୍ଣ କ’ଣ କୁହନ୍ତି?

ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ବହୁତ ମଜବୁତ ହୋଇଥାଏ। ଏହା ସହିତ ଏହା ସଂସାର ସବୁଠାରୁ ବହୁତ କମଜୋର ସମ୍ପର୍କ ମଧ୍ୟ ଏହି ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀଙ୍କର ମନ, ବିଚାର, କର୍ମ, ବଚନ ଏବଂ ସଂସ୍କାର ପରସ୍ପର ସହିତ ମିଶିଥାଏ ତାହେଲେ ଏହି ସମ୍ପର୍କ ବହୁତ ସୁଖଦ ଏବଂ ମଜବୁତ ହୋଇଥାଏ। ଯଦି ଏହାର ବିପରୀତ ହୋଇଥାଏ ପରସ୍ପର ମନ ମିଶି ନଥାଏ ତେବେ ତାଙ୍କ ଭିତରେ ଦୁଃଖ ଏବଂ କ୍ଲେସ ଦେଖିବାକୁ ମିଳିଥାଏ।

ସ୍ୱାମୀ ସ୍ତ୍ରୀ ବୈବାହିକ ଜୀବନର ପ୍ରତ୍ୟକ ପରସ୍ପରାକୁ ପାଳନ କରିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ କେତେକ କାରଣରୁ ଝଗଡା ହୋଇଥାଏ। ଯେତେ ବଡ ଝଗଡା ହେଉଥାଉ ପଛେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି ସେହି ଝଗଡା ବା ସମସ୍ୟାର ସମାଧାନ କରନ୍ତୁ, କୌଣସି ଅନ୍ୟ ବ୍ୟକ୍ତିଙ୍କୁ ନିଜ ଭିତରେ ଆସିବାକୁ ଦିଅନ୍ତୁ ନାହିଁ। ସେ ଯେତେ ନିଜର ହୁଅନ୍ତୁ ନା କହିଁ ଏମିତି ବାହାର ଲୋକମାନଙ୍କୁ ମଝିରେ ପୁରେଇଲେ ଝଗଡା ବଢିଥାଏ। କାରଣ ଆପଣ ସାତ ଜନମ ପାଇଁ ଏକ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଏବଂ ପରସ୍ପରକୁ ଆପଣେଇ ନେଇଛନ୍ତି। ଏଥିପାଇଁ ତାଙ୍କର ଖରପ ଅଭ୍ୟାସ ଏବଂ ଆବଶ୍ୟକତାକୁ ମଧ୍ୟ ଆପଣେଇବା ଆବଶ୍ୟକ।

ମହାଭାରତ ଅନୁସାରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଯେତେବେଳେ ଦକ୍ଷ କିଛି ପ୍ରଶ୍ନ ପଚାରି ଥିଲେ, ସେହି ପ୍ରଶ୍ନ ମଧ୍ୟରୁ ଏହି ପ୍ରଶ୍ନ ଗୋଟିଏ ଥିଲା – ଈଶ୍ବର ପୁରୁଷଙ୍କ ପାଇଁ ବନେଇଥିବା ସବୁଠାରୁ ଉତ୍ତମ ମିତ୍ର କିଏ ଅଟେ? ଯୁଧିଷ୍ଠିର ତୁରନ୍ତ ଉତ୍ତରରେ କହିଥିଲେ କି ତା ସ୍ତ୍ରୀ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ମିତ୍ରତା ରହିବା ଆବଶ୍ୟକ, ଯେପରି ଜଣେ ସାଙ୍ଗ ଉପରେ ରାଗିଯାନ୍ତି ଏବଂ ପୁଣି ମିଶିଯାନ୍ତି କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ସେମାନେ ପରସ୍ପର ଠାରୁଅଲଗା ହେବାକୁ ଚାହାଁନ୍ତି ନାହିଁ। ପରସ୍ପର ପରସ୍ପରର ଭଲ ଗୁଣ ଏବଂ ଖରାପ ଗୁଣକୁ ସିଉକାର କରି ନିଅନ୍ତି। ସେହି ପରି ସ୍ୱାମୀ ଏବଂ ସ୍ତ୍ରୀକୁ ପରସ୍ପରର ସାଙ୍ଗ ହୋଇ ରହିବା ଆବଶ୍ୟକ।

କେତେକ ସ୍ଥାନରେ ଦେଖିଥିବେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ସହିତ ଝଗଡା କରି ଭଲ ମନ୍ଦ କହିଥାନ୍ତିଶ, ଯେଉଁଟା କି ବାହର ଯାଗାରେ କରିବା ଉଚିତ ନୁହେଁ ପରସ୍ପରର ସମ୍ମାନ କରିବା ଆବଶ୍ୟକ। ମନରୃ ବହୁତ ରାଗ ଥିଲେ ବି ଏପରି କହିବା ଆବଶ୍ୟକ ନୁହେଁ କାରଣ ଏପରି କହିବା ଦ୍ବାରା ପରସ୍ପର ପରସ୍ପର ଠାରୁ ଦୂରେଇ ଯାନ୍ତି। ଏହା ସହିତ ଏପରି କରୁଥିବା ଲୋକମାନଙ୍କ ଜୀବନରେ କ୍ଲେସ , ଦାରିଦ୍ରତା ଏବଂ ନାକରତ୍ମକତା ଉତ୍ପନ ହୋଇଥାଏ। କାରଣ ଯେଉଁ ଘରେ ଏପରି ହୋଇଥାଏ ସେଠାରେ ମା ଅଲକ୍ଷ୍ମୀ ବାସ କରିଥାନ୍ତି।

ଏହାପରେ ଯେଉଁ ସ୍ତ୍ରୀ ସ୍ୱାମୀର ପଛରେ ତାକୁ ଗାଳି ଦେଇଥାଏ ସେ ପରି ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି, ସେଥିପାଇଁ ମହିଳା ମନଙ୍କୁ ଏହି କଥାର ଧ୍ୟାନ ରଖିବା ଆବଶ୍ୟକ। ସ୍ୱାମୀ ସ୍ତ୍ରୀ ଉଭୟ ନିଷ୍ଠାପର ହେବା ହୋଇଥାଏ, କାରଣ ଚରିତ୍ର ଏବଂ ସ୍ବଭାବ କାଚ ଖଣ୍ଡ ପରି ଯତ୍ନରେ ରଖିବା ଆବଶ୍ୟକ। ଯେପରି କାଚ ଖଣ୍ଡ ଥରେ ବାଜିଲେ ଖଣ୍ଡିଆ ହୋଇଯାଏ ସେପରି ଯଦି ଥରେ ଆମ ଚରିତ୍ରରେ ଦାଗ ଲାଗେ ତେବେ ସମ୍ପର୍କ ଭାଙ୍ଗି ଯାଇଥାଏ। ଏଥିପାଇଁ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ପରସ୍ପରର ଚରିତ୍ରକୁ ଯଗି ରହିବା ଆବଶ୍ୟକ। ଧୋକ ଶବ୍ଦ ସ୍ବାମୀ ଏବଂ ସ୍ତ୍ରୀ ସମ୍ପର୍କ ମଧ୍ୟରେ ନ ଆସିବା ଦରକାର। ଧୋକା ଶବ୍ଦ ଆସିବା ମାତ୍ରେ ସମ୍ପର୍କ ଭାଙ୍ଗି ଯାଇ, ପରିବାର ମଧ୍ୟ ନଷ୍ଟ ହୋଇ ଯାଇଥାଏ। ସ୍ୱାମୀ ସ୍ତ୍ରୀ ପରସ୍ପରକୁ ବିଶ୍ବାସ ଏବଂ ଭରଷା କରିବା ଆବଶ୍ୟକ। ପରସ୍ପରର ପାଦରେ ପାଦ ମିଶାଇ ଚାଲିବା ସହିତ ସୁଖ, ଦୁଃଖ ରେ ମଧ୍ୟ ପରସ୍ପରକୁ ବୁଝି ପରସ୍ପରର ସାଥ ଦେବା ଆବଶ୍ୟକ। ଏହା ପରେ ଯାଇ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସୁଖଦ ହୋଇଥାଏ।

ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଜଣେ କେହି ଭୁଲ କରି ଦେଉଛନ୍ତି ତେବେ ତାଙ୍କୁ କ୍ଷମା କରି ଦିଅନ୍ତୁ, କ୍ଷମା କରି ଦେଲେ କିମ୍ବା କ୍ଷମା ମାଗିଲେ କେହି ଛୋଟ କିମ୍ବା ବଡ ହୋଇ ନଥାଏ। ସ୍ତ୍ରୀଙ୍କୁ ନିଜ ସ୍ବାମୀ ଛଡା ଅନ୍ୟ କୌଣସି ପୁରୁଷ ପାଖରେ ବସିବା ଉଚିତ ନୁହେଁ , ସେ ଗାଡି ହେଉ ଅବା ଆସନ। ଏପରି କରିବା ଦ୍ବାରା ସେହି ସ୍ତ୍ରୀର ଚରିତ୍ର ନଷ୍ଟ ହୋଇଯାଇ ଥାଏ। ଯେଉଁ କାରଣରୁ ଘରେ କ୍ଲେସ ଏବଂ ଦରିଦ୍ରତା ବଢିଥାଏ। ଏଥିପାଇଁ ଏହି କଥାର ଧ୍ୟାନ ନିଶ୍ଚିତ ରଖନ୍ତୁ। ଏଥିପାଇଁ ସ୍ବାମୀ ଅନ୍ୟ ସ୍ତ୍ରୀ ସହିତ କିମ୍ବା ସ୍ତ୍ରୀ ଅନ୍ୟ ପୁରୁଷ ସହିତ ବସିବା ଉଚିତ ନୁହେଁ।

ସ୍ବାମୀଙ୍କ ଖାଇବା ପରେ ହିଁ ସ୍ତ୍ରୀକୁ ଖାଇବା ଆବଶ୍ୟକ। ସ୍ୱାମୀଙ୍କ ପୂର୍ବରୁ ଖାଦ୍ୟ ଖାଉଥିବା ସ୍ତ୍ରୀର ପତ୍ତିର୍ବତା ଧର୍ମ ନାଶ ହୋଇଯାଇ ଥାଏ ଏବଂ ଯେଉଁ କାରଣରୁ ଘରେ ନକାରତ୍ମକତା ବଢିଥାଏ। ଏଥିରେ ମା ଲକ୍ଷ୍ମୀ ଘର ଛାଡି ପଳାଇ ଥାନ୍ତି ଏଥିପାଇଁ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମାନ କରିବା ଆବଶ୍ୟକ। ଯେଉଁ ମହିଳା ନିଜ ସ୍ୱାମୀର ଖାଦ୍ୟ ଖାଇବା ପରେ ଖାଇଥାଏ ସହି ମହିଳାଙ୍କ ଉପରେ ମା ଅନ୍ନପୂର୍ଣାଙ୍କର କୃପା ରହିଥାଏ। ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରକୁ ସନ୍ଧେହ ନ କରିବା ଉଚିତ ସନ୍ଧେହ କରିବା ଦ୍ବାରା ସଂସାର ଭାଙ୍ଗି ଯାଇଥାଏ। ଏହି କଥାକୁ ସ୍ୱାମୀ ଏବଂ ସ୍ତ୍ରୀ ଧ୍ୟାନ ରଖିବା ଆବଶ୍ୟକ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *