ବନ୍ଧୁଗଣ ଆଜି କାଲି ପ୍ରତେକ ଲୋକ ଧନୀ ହେବାକୁ ଚାହିଁ ଥାଏ । ସେହି ଅନୁସାରେ ଲୋକ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ରାଶି ଉପରେ ଗ୍ରହଙ୍କ ର ଉପରେ ଭିନ୍ନ ଭିନ୍ନ ପ୍ରଭାବ ମଧ୍ୟ ପଡିଥାଏ । ଗଣେଶ ପୂଜା ଦିନ ଠାରୁ ଏହି ଚାରି ଗୋଟି ରାଶି ରେ ହେବ ଧନ ର ବର୍ଷା ଏହି ୪ ଗୋଟି ରାଶି ଉପରେ ଭଗବାନ ଗଣେଶଙ୍କ ବିଶେଷ କୃପା ଦୃଷ୍ଟି ରହିବ । ତେବେ ଚାଲନ୍ତୁ ଜାଣିବା କେଉଁ ୪ ଗୋଟି ରାଶି ଉପରେ ଭଗବାନ ଗଣେଶଙ୍କ କୃପା ବନୁଅଛି ।

ସିଂହ ରାଶି : ଶ୍ରୀ ଗଣେଶ ଙ୍କ କୃପା କାରଣରୁ ସିଂହ ରାଶିର ଲୋକ ମାନଙ୍କ ଭାଗ୍ୟ ବଦଳି ବାକୁ ଲାଗିବ । ଏହି ରାଶିର ସ୍ବାମୀ ଗ୍ରହ ସୂର୍ଯ୍ୟ ଦେବ ଅଟନ୍ତି । ଏବଂ ସୂର୍ଯ୍ୟ ଦେବଙ୍କ ବିଶେଷ କୃପାରୁ ଏହି ମାସରେ ଏହି ବ୍ୟକ୍ତି ଧନୀ ହେବାକୁ ଯାଉଛନ୍ତି । ଆପଣଙ୍କ କୁଣ୍ଡଳୀ ରେ ସୂର୍ଯ୍ୟ ଉଚ୍ଚରେ ଅଛନ୍ତି । ତେଣୁ ଏହି ମାସ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବାର ଅଛି । କୌଣସି ଗୁପ୍ତ ଧନ ଏମାନଙ୍କୁ ପ୍ରାପ୍ତ ହୋଇପାରେ ।
ମିଥୁନ ରାଶି: ଏହି ଗଣେଶ ଚତୁର୍ଥୀ ଦିନ ଠାରୁ ଏହି ରାଶିର ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଏହି ରାଶିର ସ୍ବାମୀ ବୁଧ ଅଟନ୍ତି । ଏହି ରାଶିର ବ୍ୟକ୍ତି ନିଜର ପରିଶ୍ରମ ଅନୁସାରେ ହିଁ ଧନୀ ହୋଇ ଥାଆନ୍ତି । ଏହି ରାଶିର ବ୍ୟକ୍ତି ନିଜର ପରିଶ୍ରମ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏବଂ ନିଜ ପରିଶ୍ରମ ଅନୁସାରେ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରି ଥାଆନ୍ତି । ଏମାନଙ୍କୁ ଆକସ୍ମିକ ମଧ୍ୟ ଧନ ଲାଭ ମଧ୍ୟ ହୋଇଥାଏ ।

କୁମ୍ଭ ରାଶି: ସେପ୍ଟେମ୍ବର ମାସ ଆରମ୍ଭରୁ ହିଁ ଏହି ରାଶିର ଭାଗ୍ୟ ଚମକି ବାକୁ ଲାଗିବ । ଭଗବାନ ଗଣେଶଙ୍କ ବିଶେଷ କୃପା ଦୃଷ୍ଟି ରହିବ । କୁମ୍ଭ ରାଶିର ସ୍ବାମୀ ଶନି ଗ୍ରହ ହୋଇ ଥାଆନ୍ତି । ତେଣୁ ଯେଉଁ ଲୋକଙ୍କ ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ରହିଥାଏ ସେହି ରାଶିର ଲୋକେ ଭାଗ୍ୟସାଲି ହୋଇଥାନ୍ତି । ଏବଂ ଧନୀ ମଧ୍ୟ ହୋଇଥାନ୍ତି । କୌଣସି ଲଟେରୀ ଲାଗିବାର ଆଶଙ୍କା ମଧ୍ୟ ରହିଥାଏ । ଏହି ମାସରେ କୌଣସି ଗୋଟେ ବଡ଼ ଖୁସି ଖବର ପାଇ ପାରନ୍ତି ।
ତୁଳା ରାଶି: ସେପ୍ଟେମ୍ବର ମାସ ଆରମ୍ଭରୁ ହିଁ ଗଣେଶ ଭଗବାନଙ୍କ କୃପା ଯୋଗୁଁ ଏହି ରାଶିର ଲୋକ ମାନଙ୍କ ଭାଗ୍ୟ ଚମକିବାକୁ ଲାଗିବ । ତୁଳା ରାଶିର ସ୍ବାମୀ ଗ୍ରହ ଶୁକ୍ର ଅଟନ୍ତି ତେଣୁ ଶୁକ୍ର ଗ୍ରହ ଭୌତିକ ସୁଖ ଏବଂ ସୁବିଧାର ସ୍ବାମୀ ଅଟନ୍ତି ଏମାସ କୁଣ୍ଡଳୀ ରେ ଶୁକ୍ର ମଜଭୂତ ସ୍ଥାନରେ ଅଛନ୍ତି । ତେଣୁ ଏହି ସେପ୍ଟେମ୍ବର ମାସ ଆରମ୍ଭରୁ ହିଁ ଆପଣଙ୍କୁ ବିଶେଷ ଶୁଭ ଯୋଗ ମିଳିବ । ଏବଂ ସର୍ବଦା ଖୁସି ଖବର ପାଇବେ ।
ବନ୍ଧୁଗଣ ମହା ବିନାୟକଙ୍କ ଆଶ୍ରିବାଦ ଲାଭ କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ଗୋଟିଏ ଲାଇକ କରି କମେଣ୍ଟ ରେ ଲେଖି ଦିଅନ୍ତୁ ” ଜୟ ଗଣେଶ” ମନରେ ଭକ୍ତି ଥିଲେ ନିଶ୍ଚିନ୍ତ ସେୟାର କରିବେ ।