Amir Khan House: ଅମୀର ଖାନଙ୍କୁ ବଲିଉଡର ମେଗାଷ୍ଟାର ବୋଲି ମନାଯାଇ ଥାଏ। ପାଖାପାଖି ୩୦ବର୍ଷ ମଧ୍ୟରେ ସିନେମା କ୍ୟାରିୟରରେ ଅମୀର ଖାନ ଗୋଟିଏ ପରେ ଗୋଟିଏ ସୁପରହିଟ ସିନେମା ଦେଇ ଆସୁଛନ୍ତି। ଅମୀର ଖାନ ଦୁଇଥର ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ (Amir Khan First Wife) ଙ୍କୁ ଛାଡପତ୍ର ଦେବା ପରେ ଅମୀର ତାଙ୍କ ଦ୍ଵିତୀୟ ସ୍ତ୍ରୀ କିରଣ ରାଓ (Kiran Rao) ଏବଂ ଛୁଆଙ୍କ ସହିତ ମୁମ୍ବାଇର ପାଲୀ ହିଲ ବାଲା ପ୍ଳଟରେ ରହୁଛନ୍ତି। ଆସନ୍ତୁ ଦେଖିବା ଭିତରୁ କେମିତି ଦେଖାଯାଉଛି ଅମୀର ଖାନଙ୍କ ରାଜପ୍ରାସାଦ।
ପାଲୀ ହିଲ ବାଲା ଏହି ଘରକୁ ଆସିବା ପୂର୍ବରୁ ଅମୀର ମରୀନ ଡ୍ରାଇବର ଫ୍ରୀଡା ଆପର୍ଟମେଣ୍ଟରେ ରହୁଥିଲେ। ସେହି ଆପର୍ଟମେଣ୍ଟରେ ମୂଲ୍ୟ ପାଖାପାଖି ୧୦ଲକ୍ଷ ଟଙ୍କା ପ୍ରତି ମାସକୁ ବୋଲି ଜଣା ଯାଉଛି।
ବର୍ଷ ୨୦୧୪ରେ ଅମୀର ଖାନ ନିଜର ପାଲୀ ହିଲ ବାଲା ପ୍ଳଟକୁ ଆସିଥିଲେ। ଏହାକୁ ସେ ନୂଆ ରୂପରେ ମରାମତି କରାଇଛନ୍ତି।
ଅମୀର ଖାନଙ୍କର ଏହି ଘରର ମୂଲ୍ୟ ପାଖାପାଖି ୭୦କୋଟି ବୋଲି ଜଣା ଯାଉଛି।
ଅମୀର ଖାନ ନିଜ ଘରର ଭିତର ପାଖ ବହୁତ ସୁନ୍ଦର କରି ତିଆରି କରିଛନ୍ତି। ଅମୀର ବୋଧହୁଏ ଘର ଭିତରେ ବନ୍ଧୁ ମାନଙ୍କ ସହିତ ପାର୍ଟି କରୁଥିବାର ଫଟୋ ଶେୟାର କରି ସାରିଛନ୍ତି
ଘର ଭିତରେ ମଜାମସ୍ତି କରିବା ପାଇଁ ସମସ୍ତ ବସ୍ତୁ ମହଜୁଦ ରହିଛି।
ଅମୀରଙ୍କ ସ୍ତ୍ରୀ କିରଣ ରାଓ ମଧ୍ୟ ଘର ଭିତରର ଫଟୋ ପୋଷ୍ଟ କରୁଛନ୍ତି।
ଅମୀର ଖାନଙ୍କ ଝିଅ ଈରା ଖାନ ମଧ୍ୟ ସେମାନଙ୍କ ସହିତ ଏହି ଘରେ ରହୁଛନ୍ତି।
ଅମୀର ଖାନ ତାଙ୍କ ଘର ଭିତରେ ଥିବା ଆସବାବପତ୍ରର ପସନ୍ଦ ମଧ୍ୟ ବହୁତ ସୁନ୍ଦର କରିଛନ୍ତି।(All Photos: Social Media)ରେ ମଧ୍ୟ ବହୁତ ସୁନ୍ଦର ଭାବରେ ପୋଷ୍ଟ କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।