ବଲିଉଡରେ ଖେଳିଗଲା ଶୋକର ଛାୟା, ୪୬ ବର୍ଷ ବୟସରେ ଲିଭିଗଲା ଜୀବନ ଦୀପ

ଆକ୍ଟର ଫରାଜ ଖାନ ଙ୍କର ନିଧନ ହୋଇଯାଇଛି। ୪୬ ବର୍ଷ ବୟସ ରେ ଫରାଜ ଖାନ ବେଙ୍ଗାଲୁରୁ ର ହସ୍ପିଟାଲ ରେ ଶେଷ ନିସ୍ବାଶ ତ୍ୟାଗ କରିଥିଲେ।

୨୦୨୦ ବର୍ଷ ବଲିଉଡ୍ ପାଇଁ ବହୁତ ବଡ ଖରାପ ସ୍ବପ୍ନ ଭଳି ପ୍ରମାଣ ହେଉଛି। ଏହି କୋରୋନା କାଳ ଭିତରେ ବଲିଉଡ୍ ଗୋଟିଏ ରୁ ବଢି ଗୋଟିଏ ଅଭିନେତା ଙ୍କୁ ହରାଉଛି। ଏବେ ଫରାଜ ଖାନ ଙ୍କର ନିଧନ ହୋଇଛି। ୪୬ ବର୍ଷ ବୟସ ରେ ଫରାଜ ଖାନ ବେଙ୍ଗାଲୁରୁ ରେ ଶେଷ ନିଶ୍ବାସ ନେଇଥିଲେ। ସେ ବହୁତ ଦିନ ଧରି ରୋଗରେ ପିଡିତ ଥିଲେ। ପୂଜା ଭଟ୍ଟ ଏହି ଖବର କୁ ସୋଶିଆଲ ମିଡିଆରେ ସେୟାର କରିଥିଲେ। ସେ ଟ୍ବିଟ କରି ଫରାଜ ଙ୍କର ମୃତ୍ୟୁ ରେ ଦୁଃଖ ପ୍ରକାଶ କରିଥିଲା।

ପୂଜା ଭଟ୍ଟ ଟ୍ବିଟ କରି ଲେଖିଲେ – ମତେ ଏହି କଥା ବହୁତ ଦୁଃଖ ର ସହ କହିବାକୁ ପଡୁଛି ଫରାଜ ଖାନ ଆଉ ଆମ ସହ ନାହାଁନ୍ତି। ଆପଣ ସମସ୍ତ ଙ୍କର ଆର୍ଶିବାଦ ଏବଂ ସାହାର୍ଯ୍ୟ ପାଇଁ ଧନ୍ୟବାଦ। ତାଙ୍କ ପରିବାର ଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କ ଯିବା ପରେ ତାଙ୍କର ଯେଉଁ ଶୂନ୍ୟତା ଏବେ ହୋଇଛି ତାକୁ ପୁରଣ କରିବା ଅସମ୍ଭମ। ଆଉ ଏକ ଟ୍ବିଟ କରିଛନ୍ତି କି ଫରାଜ ଙ୍କର ଗୀତ ସମସ୍ତେ ମନେ ରଖିବେ ଏବଂ ସବୁବେଳେ ଲୋକମାନଙ୍କ ହୃଦୟ ରେ ବାଜିବ।

https://twitter.com/PoojaB1972/status/1323863824823279617?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1323863824823279617%7Ctwgr%5Eshare_3&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Factor-faraaz-khan-passes-away-age-of-46-pooja-bhatt-shares-news-tmov-1156599-2020-11-04

https://twitter.com/PoojaB1972/status/1323863824823279617?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1323863824823279617%7Ctwgr%5Eshare_3&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Factor-faraaz-khan-passes-away-age-of-46-pooja-bhatt-shares-news-tmov-1156599-2020-11-04

ଫରାଜ ଖାନ ଏକ ସମୟରେ ଜଣେ ବହୁତ ବଡ ପପୁଲାର ଆକ୍ଟର ଥିଲେ। ସେ ମେହନ୍ଦି,ଫରେବ,ଦୁଲହନ ବନୁ ମୈଂ ତେରି, ଚାନ୍ଦ ବୁଝ ଗୟା ପରି କେତେକ ଫିଲ୍ମ ରେ କାମ କରିଛନ୍ତି। କିନ୍ତୁ କିଛି ଦିନ ହେବ ଦେହ ଖରାପ ପାଇଁ ଏହି ଆକ୍ଟର ଲାଇମଲାଇଟ ରୁ ଦୂରେଇ ଥିଲେ। ଅର୍ଥିକ ସ୍ଥିତି ମଧ୍ୟ କିଛି ଠିକ୍ ନଥିଲା। କୁହା ଯାଉଥିଲା କି ଆକ୍ଟର ସଲମାନ ଖାନ ଫରାଜ ଙ୍କର ଏ ପରି ସ୍ଥିତି ରେ ବହୁତ ସାହାର୍ଯ୍ୟ କରିଥିଲେ। ଯେତେବେଳେ ଯାଏ ତାଙ୍କର ବେଙ୍ଗାଲୁରୁ ହସ୍ପିଟାଲ ରେ ଚିକିତ୍ସା ହେଉଥିଲା ସଲମାନ ସେଠାର ସବୁ ବିଲ୍ସ ସେ ପେମେଣ୍ଟ କରୁଥିଲେ। ସେ ଫରାଜ ଙ୍କ ପରିବାର ଉପରେ କୌଣସି ବି ଆର୍ଥିକ ସମସ୍ୟା ର ବୋଝ ଆଣିବାକୁ ଦେଉ ନଥିଲେ। ପୂଜା ଭଟ୍ଟ ମଧ୍ୟ ଲଗାତାର ସୋଶିଆଲ ମିଡିଆ ଦ୍ବାରା ସମସ୍ତଙ୍କ ପାଖରେ ସାହାର୍ଯ୍ୟ ର ହାତ ମିଗିଥିଲେ।

ଜଣାପଡୁଛି କି ଫରାଜ ଙ୍କର କଣ୍ଡିଶନ ବହୁତ କ୍ରିଟିକାଲ ଥିଲା। ଫରାଜ ଙ୍କୁ ବ୍ରେନ ଇମ୍ଫେକସନ ଏବଂ ନିମୁନିଆ ହୋଇଥିଲା। ସେ ICU ରେ ଆଡର୍ମିଟ ହୋଇଥିଲେ। ଡକ୍ଟର ଙ୍କର ବହୁତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚେଇ ପାରିଲେ ନାହିଁ। ବଲିଉଡ୍ ର ବହୁତ ନାମି କଳାକାର ଏହି ଆକ୍ଟର ଙ୍କର ଯିବାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସୋଶିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *