ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଧାରାବାହିକ ‘ଉତରନ’ରେ ତପସ୍ୟାଙ୍କ ଚରିତ୍ରରେ ଅଭିନୟ କରୁଥିବା ଶିଶୁ ଅଭିନେତ୍ରୀ ତ ଆପଣ ସମସ୍ତଙ୍କର ମନେ ଥିବେ। ଆଜ୍ଞା ହଁ, ସେହି ଛୋଟ ଝିଅ ଯିଏ ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକଙ୍କ ହୃଦୟରେ ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ। ତାଙ୍କ କୋମଳତା ସମସ୍ତଙ୍କ ହୃଦୟ ଜିତି ନେଇଥିଲା।
ବହୁତ ଛୋଟ ବୟସରେ ତପସ୍ୟାଙ୍କ ଚରିତ୍ରକୁ ବହୁତ ଭଲରେ ଅଭିନୟ କରିଥିବା ଅଭିନେତ୍ରୀ ଖୁବ ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ଦର୍ଶକ ମାନଙ୍କ ଠାରୁ ତାଙ୍କୁ ବହୁତ ପ୍ରଶଂସା ମିଳିଛି। ଜଣା ଯାଉଛି କି ଧାରାବାହିକ ଉତରନରେ ତପସ୍ୟା ଏକ ବଡ଼ ଘରର ଝିଅ ହୋଇଥିଲେ, ଯିଏ ନିଜ ଘରେ କାମକରୁଥିବା ଲୋକର ଝିଅ ଇଚ୍ଛା ସହ ବନ୍ଧୁତା କରିଥିଲେ। ସମୟ ସହିତ ତପସ୍ୟା ଏବଂ ଇଚ୍ଛା ବହୁତ ଭଲ ବନ୍ଧୁ ହୋଇ ଯାଇଥିଲେ, କିନ୍ତୁ ତପସ୍ୟାଙ୍କୁ କିଛି ପରିବାର ସଦସ୍ୟଙ୍କ ଦ୍ଵାରା ଉତେଜିତ କରିବା ପରେ ତାଙ୍କ ମନରେ ଇଚ୍ଛା ପାଇଁ ଭେଦଭାବ ଏବଂ ଇର୍ଷାର ଭାବନା ଜନ୍ମ ହେବାକୁ ଲାଗିଥିଲା।
ବାସ୍ତବରେ ପରିବାର ସଦସ୍ୟଙ୍କ ଦ୍ଵାରା ତପସ୍ୟାଙ୍କୁ ଏହି କଥା କୁହାଯାଇଛି କି ତାଙ୍କ ବାପାଙ୍କ ଭଲପାଇବା ଧୀରେ-ଧୀରେ ବାଣ୍ଟି ହେବାକୁ ଲାଗିଛି। ଏହାପରେ ତପସ୍ୟା ବହୁତ ନକ-ରାତ୍ମକ ହୋଇଯାଇଛନ୍ତି ଏବଂ ତାଙ୍କ ମନରେ ଇଚ୍ଛା ପ୍ରତି ରାଗ ଏବଂ ଘୃ-ଣା ଭରି ହୋଇଯାଇଛି। କେବଳ ଏତିକି ନୁହେଁ ସେ ଇଚ୍ଛାଙ୍କ ଜୀବନ ନେବା ପାଇଁ ମଧ୍ୟ ବାହାରି ଯାଇଛନ୍ତି। ପୁଣି, ଧାରାବାହିକ ‘ଉତରନ’ରେ ତପସ୍ୟା ଯେତିକି ଭଲ ଭାବରେ ସକରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ, ତାଙ୍କ ନକରାତ୍ମକ ଚରିତ୍ର ମଧ୍ୟ ସେତିକି ଯୋଗ୍ୟ ପ୍ରଶଂସାଜନକ ଥିଲା।
ଗ୍ଲୈମରସ ହୋଇଯାଇଛନ୍ତି ଇଶିତା ପଞ୍ଚାଲ..
ନକ-ରାତ୍ମକ ଚରିତ୍ରରେ ମଧ୍ୟ ତାଙ୍କ ଅଭିନୟର ବହୁତ ପ୍ରଶଂସା କରାଯାଇଛି। ବିଶେଷକରିସେ ଯେଉଁ ଏକ୍ସପ୍ରେସନ ଦିଅନ୍ତି, ଯେ କେହିବି ଏଥିରେ ପାଗଳ ହୋଇଯାଉଥିଲେ। ଜଣା ଯାଉଛି କି ଏହି ଶୋରୁ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି, ଏହି କାରଣରୁ ସେ ଘରେଘରେ ଆଜି ମଧ୍ୟ ତପସ୍ୟା ନାମରେ ହିଁ ଜଣା ଯାଇଥାନ୍ତି। ପୁଣି ଆପଣଙ୍କୁ ଜଣାଇ ଦିଆଯାଉଛି କି ତପସ୍ୟାଙ୍କ ଅସଲି ନାମ ଇଶିତା ପଞ୍ଚାଲ ଅଟେ, ଯିଏ ବର୍ତ୍ତମାନ ୨୨ବର୍ଷର ହୋଇଗଲେଣି ଏବଂ ବହୁତ ଗ୍ଲୈମରସ ଲାଗୁଛନ୍ତି।
ଜଣା ଯାଉଛି କି ଇଶିତା ପିଲା ଦିନରୁ ହିଁ ବହୁତ କ୍ୟୁଟ ଥିଲେ ଏବଂ ତାଙ୍କ କ୍ୟୁଟନେସ ଆଜି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ଇଶିତା ପଞ୍ଚାଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ଏବଂ ନିଜ ଫଟୋ ଫ୍ୟାନ୍ସମାନଙ୍କ ସହିତ ଶେୟାର କରୁଛନ୍ତି। ଏହା ମଧ୍ୟରେ ତାଙ୍କ ଫଟୋକୁ ଫ୍ୟାନ୍ସ ବହୁତ ଲାଇକ ଏବଂ ଶେୟାର କରୁଛନ୍ତି।
କାର୍ଯ୍ୟକ୍ଷେତ୍ରର କଥା କହିବା ତ ଇଶିତା ପଞ୍ଚାଲ ଟିଭି ଜଗତର ଏକ ନାମୀଦାମୀ ଅଭିନେତ୍ରୀ ଅଟନ୍ତି ଏବଂ ସେ ଆଜି ପର୍ଯ୍ୟନ୍ତ ଅନେକ ଧାରାବାହିକରେ କାମ କରି ସାରିଛନ୍ତି। ଏଥିରେ ଉତରନ, ଅମ୍ବର ଧରା, ସୀଆଇଡି, ମାଆ ଏକ୍ସଚେଞ୍ଜ ଏବଂ ଇଣ୍ଟରନ୍ୟାସନାଲ ରିଆଲିଟି ଶୋ ବାଇଫ ସ୍ବୈପରେ ମଧ୍ୟ ସେ ନିଜର ସୁନ୍ଦର ଅଭିନୟ ଦେଖାଇଛନ୍ତି। କେବଳ ଏତିକି ନୁହେଁ ଇଶିତା ବଲିଉଡ ଅଭିନେତା ଜ୍ୟାକୀ ଶ୍ରାଫଙ୍କ ସହିତ ଭୂତ ଆଣ୍ଡ ଫ୍ରେଣ୍ଡରେ ମଧ୍ୟ କାମ କରି ସାରିଛନ୍ତି। ହେଲେ ତାଙ୍କୁ ଉତରନର ତପସ୍ୟା ଭଳି ଲୋକପ୍ରିୟତା କେଉଁଥିରେ ମିଳିନଥିଲା। ଏହାଛଡ଼ା ବର୍ତ୍ତମାନ ଇତିଶା ପଞ୍ଚାଲ ଟିଭି ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି ଏବଂ ନିଜ ପାଠପଢ଼ା ପ୍ରତି ଧ୍ୟାନ ଦେଉଛନ୍ତି।
ଅଭିନୟ ଦୁନିଆରୁ ଇତିଶା ପଞ୍ଚାଲ ଦୂରରେ ଅଛନ୍ତି ଯଦିଓ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ଏବଂ ଫ୍ୟାନ୍ସମାନଙ୍କ ସହିତ ଫଟୋ ଶେୟାର କରି ଜଡିତ ରହୁଛନ୍ତି। ଅଭିନେତ୍ରୀ ଇନଷ୍ଟା ଏକାଉଣ୍ଟରେ ନିଜର ସୁନ୍ଦର ଫଟୋ ଶେୟାର କରୁଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେକି କେବଳ ୨୨ବର୍ଷ ବୟସରେ ହିଁ ଇନଷ୍ଟାଗ୍ରାମରେ ତାଙ୍କର ୫୦ହଜାରରୁ ଅଧିକ ଫୋଲୋଅର୍ସ ଅଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।