ଯାହା ମୋ ସହ କରାଯାଇଛି ତାହା ଖୁବ ଅନ୍ୟା-ୟ। ଏହା ଆଦୌ ଠିକ କଥା ନୁହେଁ। ଏଭଳି କହିଛନ୍ତି ଅଭିନେତ୍ରୀ ରାଣୀ। ଭଦ୍ରକରେ ଅନୁଷ୍ଠିତ ହେଉଥିବା ଏକ ଯାତ୍ରାରେ। ଯେତେବେଳେ ଯାତ୍ରା ପେଣ୍ଡାଲରେ ମେଲୋଡି ଚାଲୁଥିଲା ସେତେବେଳେ ଅଭିନେତ୍ରୀ ରାଣୀ ଡ୍ୟାନ୍ସ କରୁଥିଲେ ତେବେ ସେହି ସମୟରେ ଏକ ମହିଳା ଜଣଙ୍କ ସିଧା ଉଠିଥିଲେ ଆଉ ଅଭିନେତ୍ରୀଙ୍କ ଉପରକୁ ଚପଲ ଫୋପା-ଡିଥିଲେ।
ତେବେ ଏହି ଘଟ-ଣାକୁ ନେଇ ମୁହଁ ଖୋଲିଛନ୍ତି ରାଣୀ ସେ କହିଛନ୍ତି କି ଏହା ଏକ ଷ-ଡଯ-ନ୍ତ୍ର ହୋଇ ପାରେ। ମୁ ମୋ ସୀମା ଭିତରେ ଥାଇ ନୃତ୍ୟ କରୁଥିଲି। ମୋ ଡ୍ରେସ ହେଉ କିମ୍ବା ମୋ ଡ୍ୟାନ୍ସ କେଉଁ ଥିରେ ବି ମୁଁ ସୀମା ଟପି ନଥିଲି ହେଲେ ମହିଳା ଜଣଙ୍କ ଯାହା କଲେ ତାହା ଆଦୌ ଠିକ ନୁହେଁ। ଏହା ହୁଏତ ମହିଳା ଜଣଙ୍କ ମୋ ଉପରେ କୌଣସି ଷ-ଡଯ-ନ୍ତ୍ର କରି ଏପରି କରିଥାଇ ପାରନ୍ତି।
ମୁଁ ଯେତେବେଳେ ଯାତ୍ରା ପେଣ୍ଡାଲରେ ନାଚୁଥିଲି ସେତେବେଳେ ସେହି ନୃତ୍ୟ କେବଳ ଜଣେ ମହିଳା ଦେଖୁନଥିଲେ ଯେ ତାଙ୍କ ଆଖିକୁ ତାହା ଖରାପ ଲାଗିଲା। ସେତେବେଳେ ପାଞ୍ଚ ହଜାର ଦର୍ଶକ ଥିଲେ ସମସ୍ତେ ମୋ ଡ୍ୟାନ୍ସରେ ଝୁମୁଥିଲେ ତାଳି ମା-ରି ଭିଡିଓ କରୁଥିଲେ ଆଉ ମତେ ଉତ୍ସାହିତ ମଧ୍ୟ କରୁଥିଲେ। ଆଉ ମୁଁ ମଧ୍ୟ ଦେଖିନଥିଲି କି କେତେବେଳେ ମହିଳା ଜଣଙ୍କ ତାଙ୍କ ସ୍ଥାନରୁ ଉଠି ଆସି ମୋ ଉପରକୁ ଚପଲ ଫି-ଙ୍ଗିଛନ୍ତି।
ମୁଁ ପରେ ତାହା ଭିଡ଼ିଓରେ ଦେଖିଲି ଆଉ ଯେତେବେଳେ ଲୋକେ ପାଟି କଲେ ସେତେବେଳେ ଜାଣିବାକୁ ପାଇଲି। ଯଦି ମୁଁ ଅସିଲ ନୃତ୍ୟ କରୁଥିଲି ତେବେ ସେଠାରେ ଉପସ୍ଥିତ ଥିବା ପାଂଚ ହଜାର ଲୋକେ କାହିଁକି ମତେ ବି-ରୋଧ କଲେ ନାହିଁ ବୋଲି ଅଭିନେତ୍ରୀ ରାଣୀ ପ୍ରଶ୍ନ କରିଛନ୍ତି। ମୁ ଯଦି ଭଲ ଡ୍ରେସ ପିନ୍ଧି ମତେ ଯାତ୍ରା ମଞ୍ଚ ଉପରେ ମହିଳା ଜଣଙ୍କ ଚପଲ ମା-ରି ପାରୁଛନ୍ତି ତାହାଲେ କାହିଁକି ଅ-ନ୍ତବ-ସ୍ତ୍ର ବ୍ୟା-ନର ଯେତେବେଳେ ରାସ୍ତାରେ ଟଙ୍ଗା ହେଉଛି ସେତେବେଳେ ମହିଳା ଜଣଙ୍କ ଚୁପ ରହୁଛନ୍ତି।
ଯେତେବେଳେ ବଜାରରେ ଅ-ନ୍ତବ-ସ୍ତ୍ର ବିକ୍ରି କରାଯାଉଛି ସେତେବେଳେ ମହିଳା ଯାଇଁ ଦୋକାନ ଉପରକୁ ଚପଲ ଫି-ଙ୍ଗାନ୍ତୁ ଦେଖିବା ଆଉ ତା ପରେ ଜାଣିବା ମହିଳା ସତରେ ଏହାକୁ ପସନ୍ଦ କରନ୍ତି ନାହିଁ । ଏମିତି କହୁଥିବା ବେଳେ ସେ ଆହୁରି ମଧ୍ୟ କହିଛନ୍ତି କି। ଏହା ହେଉଛି ଆମ ପେଟ ପାଟଣା କଥା ଆମେ ଅଭିନୟ କରି ପଇସା ରୋଜଗାର କରୁ। ଦର୍ଶକ ଙ୍କ ତାଳି ହେଉଛି ଅଭିନେତା ଓ ଅଭିନେତ୍ରୀ ଙ୍କ ପାଇଁ ଭାତ ଥାଳି ତେଣୁ ଆମେ ସବୁବେଳେ ଚେଷ୍ଟା କରୁ ଆମେ ଆମ ସୀମା ଭିତରେ ରହି ଦର୍ଶକଙ୍କୁ ମନୋରଞ୍ଜନ କରିବୁ। ଯଦି ମୁଁ ଅସିଲ ନୃତ୍ୟ କରିଛି ତେବେ ଭିଡିଓ ଦେଖନ୍ତୁ ଆଉ କେଉଁ ଜାଗାରେ ମୁଁ ଅସିଲ ନୃତ୍ୟ କରିଛି ତାହା ମତେ କୁହନ୍ତୁ। ଯଦି ମୁଁ ଅସିଲ ନୃତ୍ୟ କରିଥାନ୍ତି ତେବେ କେବେ ହେଲେ ମୁ ନାଚୁଥିବା ସ୍ଥାନରେ ପାଞ୍ଚ ହଜାର ଦର୍ଶକ ବସିକି ରହି ମୋ ନୃତ୍ୟକୁ ଦେଖି ନଥାନ୍ତେ ସେମାନେ ବି-ରୋଧ କରିଥାନ୍ତେ।
ବନ୍ଧୁଗଣ ଯେଉଁ ଅଭିନେତ୍ରୀ ରାଣୀଙ୍କୁ ଭଦ୍ରକରେ ଚପଲ ମା-ଡ଼ କରିଥିଲେ ଜଣେ ମହିଳା ସେହି ଅଭିନେତ୍ରୀ ରାଣୀ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ବଖାଣି ଥିଲେ ସେ ଦିନ ରାତିରେ ତାଙ୍କ ସହିତ ଘ-ଟିଥିବା ଘଟ-ଣାର ପ୍ରତ୍ୟକ ଟି କଥା। ଆଉ କହିଥିଲେ ହୁଏତ ଏହା କରିବା ପଛରେ ମହିଳାଙ୍କର କୌଣସି ଉଦ୍ୟଶ ଥାଇ ପାରେ। ହେଲେ ମୁଁ କିନ୍ତୁ କୌଣସି ଖରାପ ନୃତ୍ୟ କରିନଥିଲି କି ସୀମା ଲ-ଙ୍ଘନ କରିନଥିଲି। କଟକ ଭୁବନେଶ୍ୱରରେ ଯେଉଁ ସାଧାରଣ ଝିଅ ମାନେ ଯେପରି ଡ୍ରେସ ପିନ୍ଧୁଛନ୍ତି ତାଙ୍କ ତୁଳନାରେ ମୁଁ ଜଣେ ଅଭିନେତ୍ରୀ ହୋଇ ବହୁତ ଭଲ ଡ୍ରେସ ପିନ୍ଧିଥିଲି। ମୁଁ ଭୁଲ କାଲି କରିନଥିଲି କି ଆଜି କରିନି କି ଆଗକୁ ମଧ୍ୟ କରିବି ନାହିଁ। ଏହା ଏକ ଷ-ଡଯ-ନ୍ତ୍ର ବୋଲି ସେ କହିଛନ୍ତି।