ପାଇ-ଭେଟ ପା-ର୍ଟ ରେ ଗନ ଲୁ-ଚା-ଇ ନେଇଗଲେ ଜେ-ଲ , ତାପରେ ଜାଣନ୍ତୁ କଣ ହେଲା

ଜଣେ ଅପ-ରା-ଧୀର ବୁଦ୍ଧି ଖୁବ ପ୍ରଖର ହୋଇଥାଏ । ସେ ପ୍ରାୟତଃ ଏହା ଭାବିଥାଏ ଯେ ମୁଁ ଏପରି କଣ କରିବି ଯାହାଦ୍ୱାରା ସାମ୍ନା ଲୋକ କୁ ସହଜରେ ବୋ-କା ବନାଇ ପାରିବି । ଅନେକ ସମୟରେ ଏହି ଅ-ପ-ରା-ଧୀ ମାନେ ଏତେ ଚାଲାକ ହୋଇଥାନ୍ତି ଯେ ପୋ-ଲି-ସ ମଧ୍ୟ ତାଙ୍କୁ ଚିହ୍ନି ବାକୁ ଫେଲ ହୋଇଯାନ୍ତି । ଏବେ ଆମେରିକାର ଏହି ମା-ମ-ଲା କୁ ହିଁ ନେଇ ନିଅନ୍ତୁ । ଏଠାରେ ୩୯ ବର୍ଷୀୟା ଏମି ହିଲହିଟ ନାମକ ଏକ ମହିଳା ପୋ-ଲି-ସ ଅଧିକାରୀଙ୍କ ଉପସ୍ଥିତିରେ ବି ଜେ-ଲ ମଧ୍ୟକୁ ଗ-ନ ଲୁ-ଚା-ଇ ନେଇଗଲେ ।

ସାଧରଣ ଭାବରେ ଯେତେବେଳେ କୌଣସି ଅପ-ରାଧୀ ଜେ-ଲକୁ ଯାଇଥାଏ ତେବେ ପ୍ରଥମେ ଭଲ ଭାବରେ ତାଙ୍କର ଯା-ଞ୍ଚ କରାଯାଇଥାଏ । ମେଡିକାଲ ଚେକଅପ ମଧ୍ୟ ହୋଇଥାଏ ଏବଂ ଏମିତିରେ ତାଙ୍କ କପଡ଼ା ଖୋଲି ମଧ୍ୟ ଚେ-କ କରାଯାଇଥାଏ ଯେ କାଳେ କପଡ଼ା ଭିତରେ ଲୁ-ଚା-ଇ କିଛି ନେଇ ଯାଉ ନାହାଁନ୍ତି କି । କିନ୍ତୁ ଆମେ ଏଠାରେ ଯେଉଁ ମହିଳା ଅ-ପ-ରା-ଧୀ ଙ୍କ ବିଷୟରେ କହୁଛୁ ସେ ନିଜର ପ୍ରାଇ-ଭେଟ ପାର୍ଟ ରେ ୪ ଇଞ୍ଚ ର ଗ-ନ ଲୁ-ଚା-ଇ ନେଇ ଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହିକି ଯେ ଜେ-ଲ ପ୍ରଶାସନ କୁ ଅନେକ ଦିନ ପର୍ଯ୍ୟନ୍ତ ଏହି ବିଷୟରେ ଜଣା ପଡ଼ି ନଥିଲା ।

କେବଳ ସେତିକି ନୁହେଁ ଜେ-ଲରେ ମହିଳାଙ୍କର ଅନ୍ୟ ସାଥୀ ମଧ୍ୟ ଏହି ବିଷୟରେ ଜଣା ପଡ଼ି ନଥିଲା ଯେ ମହିଳାଙ୍କ ପ୍ରାଇ-ଭେଟ ପା-ର୍ଟ ରେ ଏକ ବ-ନ୍ଧୁ-କ ଅଛି । ଏହି ଗ-ନରେ ପାଞ୍ଚ ରାଉଣ୍ଡ କାରତୁସ ମଧ୍ୟ ଥିଲା । ଅର୍ଥାତ ଯଦି ମହିଳା ଅପ-ରାଧୀ ଚାହିଁ ଥାନ୍ତେ ତେବେ ଜେ-ଲ ମଧ୍ୟରେ କିଛିବି ସମସ୍ୟା ସୃଷ୍ଟି କରି ପାରିଥାନ୍ତା । କିନ୍ତୁ ଏହା ନିଶ୍ଚିତ ରହିଲା ଯେ କୌଣସି ବି କା-ଣ୍ଡ ହେବା ପୂର୍ବରୁ ହିଁ ଜେ-ଲ ପ୍ରଶାସନକୁ ଏ ସମ୍ବ-ନ୍ଧରେ ଜଣା ପଡ଼ିଗଲା ଏବଂ ଗ-ନକୁ ଜ-ବ-ତ କରିନେଲେ ।

ଜେ-ଲ ପ୍ରଶା-ସନ କୁ ଏହି ଗନ ମହିଳାଙ୍କ ଜେ-ଲ-ରେ ୧୭ ଦିନ ରହିବା ପରେ ମିଳିଥିଲା । ମହିଳାଙ୍କୁ ନାରକୋଟିକସ ଚା-ର୍ଜ କାରଣରୁ ଜେ-ଲ ପଠା ଯାଇଥିଲା । ତେଣୁ ସେ ନିଜର ଗୁ-ପ୍ତା-ଙ୍ଗ ରେ ଗ-ନ ଲୁଚାଇ ଦେଇଥିଲେ । ଜେ-ଲ ପ୍ରଶା-ସନ ଏହାକୁ ଡିଟେକ୍ଟ କରି ପାରି ନଥିଲେ ଏବଂ ମହିଳା ଗନ ସହିତ ହିଁ ଜେ-ଲ ଭିତରକୁ ଚାଲି ଯାଇଥିଲା । କିନ୍ତୁ ଯେତେବେଳେ ଜେ-ଲ ରେ ଏହି ବିଷୟରେ ଜଣା ପଡ଼ିଲା ସେମାନେ ମହିଳାଙ୍କୁ କୋ-ର୍ଟ ସାମ୍ନାରେ ହାଜର କରିଥିଲେ ଏବଂ ତାଙ୍କୁ ଦଶ ବର୍ଷର ଅଧିକ ଦ-ଣ୍ଡ ମିଳିଲା ।

ଏହି ସମ୍ପୁର୍ଣ୍ଣ ଘ-ଟ-ଣା କେବଳ ଜେ-ଲ ପ୍ରଶାସନ ପାଇଁ ନୁହେଁ ବରଂ ଜେ-ଲ ରେ ରହୁଥିବା ଅନ୍ୟ ଅପ-ରାଧୀ ଙ୍କ ପାଇଁ ମଧ୍ୟ ଥିଲା । କେହି ଏହା ଆଦୌ ଭାବି ନଥିଲେ ଯେ କେହି ଏପରି ବି କରି ପାରନ୍ତି । ଏବେ ଏହାକୁ ମହିଳାଙ୍କ ସୌଭାଗ୍ୟ କହିବୁ କିମ୍ବା ଜେ-ଲ ପ୍ରଶା-ସନ ର ଅସାବଧାନତା ଯାହାକି ସେ ଜେ-ଲ ମଧ୍ୟକୁ ଗନ ଲୁ-ଚାଇ ନେବାରେ ସ-କ୍ଷ-ମ ହେଲେ ।

Leave a Reply

Your email address will not be published. Required fields are marked *