୧୨ ବର୍ଷ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ବାହା ହେବାକୁ ମନା କରୁଛି ପ୍ରେମିକ।

ପ୍ରେମ ଏକ ପବିତ୍ର ବନ୍ଧନ। ଯେତେବେଳେ ପ୍ରେମ ହୁଏ ସେତେବେଳେ ବହୁତ୍ ଖୁସି ଲଗେ। ଲଗେ ଯେମିତି ଏ ଦୁନିଆକୁ ଆସିବାର ଆମର ଉଦ୍ଦେଶ୍ୟ ପୂରଣ ହେଇଗଲା। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। କିନ୍ତୁ ଏବେ ପ୍ରେମର ପରିଭାଷା ବଦଳି ଗଲାଣି। ଏବେ ପ୍ରେମ ମାନେ କେବଳ ଶାରି-ରୀକ ସମ୍ପ-ର୍କ ଏବଂ ପ୍ରତା-ରଣା। ଆଜିକାଲି ନିଜ ପ୍ରେମକୁ ପାଇବା ପାଇଁ ପ୍ରାୟ ସମସ୍ତେ ପ୍ରେମିକର ଘର ଆଗରେ କିମ୍ଵା ଥା-ନା ଆଗରେ ଧାରଣା ଦେଉଛନ୍ତି।

ଭଦ୍ରକ ଜିଲ୍ଲା ତିରିଡି ଥା-ନା ଅନ୍ତର୍ଗତ ଦୋଳସାହି ପଞ୍ଚାୟତ ଜଳଧରାବିନ୍ଧ ଗାଆଁର ଅଞ୍ଜନା ପରିଡ଼ା ଦୀର୍ଘ ୧୨ ବର୍ଷ ହେଲା ଜୟନ୍ତ ଭୋଳଙ୍କୁ ଭଲ ପାଉଥିଲେ। ଜୟନ୍ତ ଅଞ୍ଜନାଙ୍କୁ ବା ହେବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀ-ରିକ ସମ୍ପ-ର୍କ ରଖିଲେ। ଏଇ ୧୨ ବର୍ଷ ଭିତରେ ଅଞ୍ଜନା ୬ ଥର ପିଲା ମଧ୍ୟ ନ-ଷ୍ଟ କରିଛନ୍ତି।

ଯେତେବେଳେ ଅଞ୍ଜନା ଜୟନ୍ତଙ୍କୁ ବାହା ଘର କଥା କୁହନ୍ତି ସେତେବେଳେ ସେ କୁହନ୍ତି ଘର କାମ ସରୁ ଭଉଣୀର ବାହାଘର ସରୁ ଆମେ ବାହା ହେବା। କିନ୍ତୁ ଏବେ ସେ ତାଙ୍କୁ ବାହା ହେବାକୁ ମନା କରୁଛନ୍ତି।ଅଞ୍ଜନା ଯେତେବେଳେ ଜୟନ୍ତଙ୍କ ଘରକୁ ଗଲେ ସେତେବେଳେ ତାଙ୍କ ଘର ଲୋକ କହିଲେ ଏମିତି ଏବେ ସବୁ ଆଡ଼େ ହଉଛି ତା ବୋଲି କଣ ମୋ ପୁଅ ତତେ ବାହା ହେବା।

ଏମିତି କିଛି କହି ଜୟନ୍ତଙ୍କ ଘରଲୋକ ଅଞ୍ଜନାଙ୍କୁ ଧକା ଦେଇ ଘରୁ ବାହାର କରିଦେଲେ। ଅଞ୍ଜନାଙ୍କ ଗାଆଁ ସରପଞ୍ଚ ଏ ବିଷୟରେ ଜାଣିବା ପରେ ଜୟନ୍ତଙ୍କ ଘରଲୋକଙ୍କୁ ଡାକି ୭ ଦିନ ଭିତରେ ବାହାଘର କରିବାକୁ ନିଷ୍ପତି ନେଲେ। କିନ୍ତୁ ଜୟନ୍ତଙ୍କ ଘରଲୋକ ରାଜି ହେଇ ନଥିଲେ। ଏବେ ଅଞ୍ଜନା ନିଜ ପରିବାର ଲୋକଙ୍କ ସହ ନ୍ୟା-ୟ ପାଇବା ପାଇଁ ଭଦ୍ରକ ପୋ-ଲିସ ଷ୍ଟେ-ସନ ଆଗରେ ଧାରଣା ଦେଇଛନ୍ତି।

Leave a Reply

Your email address will not be published. Required fields are marked *