ଡିଜେ ଆଜେକ୍ସ ଆ-ତ୍ମହ-ତ୍ୟା ମାମ-ଲା ପରେ ପୁଣି କଥା ଉଠିଲା ସୌମ୍ୟ ଆ-ତ୍ମହ-ତ୍ୟା ମାମ-ଲା । ସୌମ୍ୟଙ୍କ ମା’ କହିଲେ କିଛି ଏଭଳି କଥା ।

ବର୍ତ୍ତମାନ ସମୟରେ ସାରା ଓଡ଼ିଶାର ଚର୍ଚ୍ଚିତ ଖବର ହେଉଛି ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ମାମ-ଲା । ଯାହାକୁ ନେଇ ତାଙ୍କ ପରିବାର ଏବଂ ସାଙ୍ଗ ମାନେ ଉତ୍ୟକ୍ତ ଅଛନ୍ତି ଏବଂ ତାଙ୍କୁ ନ୍ୟା-ୟ ପାଇଁ ଦାବି କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ମିଡ଼ିଆରେ ଆଉ ଏକ କଥାକୁ ନେଇ ଚର୍ଚ୍ଚା ହେଉଛି । ତାହା ହେଉଛି ଗତ କିଛି ମାସ ପୂର୍ବରୁ ଘଟିଥିବା ସୌମ୍ୟ ଆ-ତ୍ମହ-ତ୍ୟା ମାମ-ଲା । ଯାହାକି ସେହି ମାମ-ଲାରେ ସୋନାଲି ନନ୍ଦଙ୍କୁ ଦାୟୀ କରାଯାଇଥିଲା । ସେତେବେଳୁ ଆଜି ପର୍ଯ୍ୟନ୍ତ ସୌମ୍ୟଙ୍କୁ ଏବଂ ସୌମ୍ୟଙ୍କ ପରିବାର ଲୋକଙ୍କୁ ନ୍ୟା-ୟ ମିଳିନାହିଁ ।

ଏମିତିକି ସୋନାଲିଙ୍କ ଉପରେ ମଧ୍ୟ କୌଣସି ପ୍ରକାରର କା-ର୍ଯ୍ୟାନୁ-ଷ୍ଠାନ ଏବେ ସୁଦ୍ଧା ଗ୍ରହଣ କରାଯାଇ ନାହିଁ । ତେଣୁ ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ପରେ ସୌମ୍ୟଙ୍କ ମା’ ନିଜ ପୁଅର ଆ-ତ୍ମହ-ତ୍ୟା ମାମ-ଲାକୁ ମନେ ପକାଇ ଦୁଃ-ଖ ପ୍ରକାଶ କରିଛନ୍ତି । ଏମିତିକି ସେ ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ପାଇଁ ଦାୟୀ କରାଯାଉଥିବା ଜିଜ୍ଞାସାଙ୍କୁ ସେକ୍ସଣ୍ଡ ସୋନାଲି ବୋଲି କହିଛନ୍ତି । ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ସେ କହିଛନ୍ତି ଯେ ଆଜି ଆଉ ଜଣେ ମା’ କୋଳରୁ ତାର ପୁଅ ଚାଲି ଯାଇଛି ।

ଯିଏକି ଆଉ କେବେବି ଫେରିବନି । ଯେଉଁଭଳି ଭାବରେ ତାଙ୍କ ପୁଅକୁ ଆଜି ଯାଏ ନ୍ୟା-ୟ ମିଳିନାହିଁ ଏହି ମାମ-ଲା ମଧ୍ୟ ଠିକ ସେହିଭଳି ହେବାରେ ଲାଗିଛି । ଲାଗୁଛି ଯେମିତି ଏହି ମାମ-ଲାକୁ ମଧ୍ୟ ଦବାଇ ଦିଆଯିବ ।ସୌମ୍ୟଙ୍କ ମା’ କହିଛନ୍ତି ଯେ ତାଙ୍କର ଆଉ କାହାରି ଉପରେ ଭରସା ନାହିଁ । ସୌମ୍ୟ ଆ-ତ୍ମହ-ତ୍ୟା ମାମ-ଲା ଠାରୁ ଇନ୍ଫୋସିସ ଥା-ନା ଅଧିକାରୀ ଅନେକଥର ଡାକିଛନ୍ତି କିନ୍ତୁ ଏବେବି ସୋନାଲି ଆରମରେ ବାହାରେ ବୁଲୁଛି ।

ତା ଉପରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଏବେ ସୁଦ୍ଧା ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ସେ କହିଛନ୍ତି ଯେ ଯଦି ଆଜି ସରକାର ଏଭଳି ମାମ-ଲା ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ସୋନାଲିକୁ ଦ-ଣ୍ଡ ଦେଇଥାନ୍ତା ତେବେ ଆଜି ସୌମ୍ୟଙ୍କ ଭଳି ଡିଜେ ଆଜେକ୍ସଙ୍କ ଜୀବନ ବ-ଳି ପଡ଼ି ନଥାନ୍ତା । ଆଜି ଆଉ ଜଣେ ମା’ ନିଜ ପୁଅକୁ ଝୁରି ନଥାନ୍ତା । ଆଜି ଡିଜେ ଆଜେକ୍ସଙ୍କ ସହିତ ମଧ୍ୟ ଏହିଭଳି ହେଉଛି ।

କହିବାକୁ ଗଲେ ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ପାଇଁ ସମସ୍ତେ ତାଙ୍କର ବାନ୍ଧବୀ ଜିଜ୍ଞାସାଙ୍କୁ ଦାୟୀ କରିଛନ୍ତି । କାରଣ ନିଜ ଜୀବନ ଠାରୁ ଜିଜ୍ଞାସାଙ୍କୁ ଅଧିକ ଭଲପାଇ ଆଜି ଆଜେକ୍ସ ନିଜ ଜୀବନ ଦେଇ ଦେଇଛନ୍ତି । ଯାହାକି ସମସ୍ତଙ୍କୁ ଦୁଃ-ଖିତ କରିଛି । ଦୁହିଁଙ୍କର ଅନେକ କଲ ରେ-କର୍ଡ଼ିଂ ସାମ୍ନାକୁ ଆସୁଛି । ମାତ୍ର ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏତେ ସବୁ ପ୍ରମାଣ ଥାଇବି ସୁଦ୍ଧା ଜିଜ୍ଞାସାଙ୍କୁ ପୋ-ଲିସ ଗି-ରଫ କରିନାହିଁ । ଯାହାକୁ ନେଇ ଲୋକେ ଏହି ଅନୁମାନ କରିଛନ୍ତି ଯେ ଆଉ ଏହି ମାମ-ଲା ମଧ୍ୟ ସୌମ୍ୟଙ୍କ ମାମ-ଲା ଭଳି ନହୋଇ ଯାଉ । ନଚେତ ଆଗାମୀ ଦିନରେ ଆହୁରି ଅନେକ ସୌମ୍ୟ ବଳି ପଡ଼ିବେ ।

Leave a Reply

Your email address will not be published. Required fields are marked *