ବାହାଘର ପରେ ନିଜ କନିଆକୁ ବାଇକରେ ବସାଇ ନେଇଗଲେ ମିର୍ଜାପୁରର ରୋବିନ, ଦେଖନ୍ତୁ ବାହାଘର ଭିତର ଫଟୋ

ମୁମ୍ବାଇ.ପଙ୍କଜ ତ୍ରିପାଠୀ,ଅଲୀ ଫଜଲ ଏବଂ ଦିବ୍ୟେନ୍ଦୁ ଶର୍ମା ସ୍ଟାରର ଵେବଶେରିଜ୍ ମିର୍ଜାପୁର ରେ ରୋବୀନ୍ ଙ୍କ ଚରିତ୍ରରେ ପ୍ରସିଦ୍ଧ ହୋଇଥିବା ଏକ୍ଟର ପ୍ରିୟାଂଶୁ ପେନୟୁଲି ଗାର୍ଲଫ୍ରେଣ୍ଡ ସହ ଗତ ଦିନ ଅଥବା ୨୭ ନଭେମ୍ବରରେ ବାହା ହୋଇଥିଲେ।ସେ ଗାର୍ଲଫ୍ରେଣ୍ଡ ବନ୍ଦନା ଯୋଶୀଙ୍କସହ ଦେହରାଦୂନ୍ ରେ ବାହା ହୋଇଥିଲେ।ସେ ବନ୍ଦନାଙ୍କ ସହ ପୂର୍ବ ଦୁଇବର୍ଷରୁ ସଂପର୍କରେ ଥିଲେ। ଦୁଇଜଣଙ୍କ ବାହାଘର କୋଭିଡ୍-୧୯ ସୁରକ୍ଷାନିୟମକୁ ଧ୍ୟାନରେ ରଖି ହୋଇଥିଲା। ଏଥିରେ ତାଙ୍କ ବାହାଘର ଏବଂ ତା ପରର ଫଟୋ ଶୋଶିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି।

ଶୋଶିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ ପ୍ରିୟାଂଶୁ ଏବଂ ବନ୍ଦନାଙ୍କର ଏକ ଫଟୋ ବହୁତ ଆଶ୍ଚର୍ଯ୍ୟଜନକ ହୋଇଛି। ମୁଖ୍ୟକଥା ବାହାଘର ପରେ ପ୍ରିୟାଂଶୁ ତାଙ୍କ କନିଆକୁ ବାଇକରେ ବସାଇ ସାଥିରେ ନେଇଯିବାର ନଜର ଆସିଥିଲେ। ଏହି ଫଟୋକୁ ଫ୍ୟାନ୍ସ୍ ବହୁତ ପସନ୍ଦ କରୁଛନ୍ତି।

ଶୋଶିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଫଟୋରେ ବାହାଘର ସମୟର କିଛି ଖୁବ୍ ସୁନ୍ଦର ମୂହୁର୍ତ୍ତକୁ ବି କ୍ୟାମେରାରେ ବନ୍ଦୀ କରାଯାଇଛି।ଭାଇରାଲ୍ ହେଉଥିବା ଫଟୋରେ ଦୁହିଁଙ୍କ ବରଣମାଳାର ଫଟୋ ବି ଅଛି, ଯେଉଁଥିରେ ବନ୍ଦନା ପ୍ରିୟାଂଶୁ ଙ୍କୁ ମାଳ ପିନ୍ଧେଇବାର ନଜର ଆସିଥିଲେ ଏବଂ ଏକ୍ଟର ଖୁବ୍ ଖୁସି ଦେଖାଯାଉଥିଲେ।

ବାହାଘର ପରେ ଏବେ ପ୍ରିୟାଂଶୁଙ୍କ ଏହି ଫଟୋ ଶୋଶିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଦୁଇ ପତି-ପତ୍ନୀ ବାହାଘର ଯୋଡାରେ ନଜର ଆସିଥିଲେ। ଦୁଇଜଣ ବାହାଘରରେ ପିଙ୍କ୍ ଏବଂ ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିଥିଲେ। ଯେଉଁଥିରେ, ବନ୍ଦନା ଲେହେଙ୍ଗା ଫଟୋରେ ବହୁତ ସୁନ୍ଦର ଦେଖା ଯାଉଥିଲେ। ସେହି ପିଙ୍କ୍ ସେହେରା ସେରଵାନୀରେ ବି ପ୍ରିୟାଂଶୁ ଖୁବ୍ ସୁନ୍ଦର ଲାଗୁଥିଲେ।

ପ୍ରିୟାଂଶୁ ଏବଂ ବନ୍ଦନାଙ୍କ ବାହାଘର ଫଟୋ ତାଙ୍କ ଇନଷ୍ଟାଗ୍ରାମ୍ ରେ ବେଶି ତ ନାହିଁ, କିନ୍ତୁ ମୁଖ୍ୟ ଫର୍ଦ୍ଦରେ ଦୁହିଁଙ୍କ ଫଟୋ ଆସିଅଛି ବାହାଘର ଉତ୍ସବ ସମୟରେ ଦୁଇଜଣ ହଳଦିଆ ରଙ୍ଗର କପଡ଼ା ପିନ୍ଧି କ୍ୟାମେରାକୁ ବି ପୋଜ୍ ଦେଇଥିବାର ନଜର ଆସିଥିଲେ।

ସେଠାରେ, ବନ୍ଦନା ବି ନିଜ ଶୋଶିଆଲ୍ ମିଡ଼ିଆ ଏକାଉଣ୍ଟ୍ ରେ ମେହେନ୍ଦି ଦିନର ନିଜର ଏକ ଫଟୋ ପୋଷ୍ଟ କରିଥିଲେ, ଯାହାର କ୍ୟାପଶନ୍ ରେ ସେ ଲେଖିଥିଲେ,”ଏବଂ ଏହା ଆରମ୍ଭ ହୋଇଯାଇଛି। ମେହେନ୍ଦି ର ରାତି।”

ବନ୍ଦନା ଙ୍କ ଦ୍ଵାରା ଶେୟାର କରାଯାଇଥିବା ଫଟୋରେ ସେ ପ୍ରତିଉତ୍ତରରେ ଲେଖିଥିଲେ,’ଏବେ ତ ସେହି ଖାସ୍ ସୁନ୍ଦର ମୂହୁର୍ତ୍ତ ଆସାଯାଇଛି।’ ଏହି ଭଳି କେତେ ଫଟୋ ଏବଂ ଭିଡିଓ ଫ୍ୟାନ ମାନଙ୍କ ସହ ଶେୟାର କରାଯାଇଛି।

ମିଡ଼ିଆ ରିପୋର୍ଟସ୍ ରେ ଜଣାଇ ଦିଆଯାଉଛି କି ପ୍ରିୟାଂଶୁଙ୍କ ବାହାଘରରେ କୁଟୁମ୍ବରୁ ୫୦ ଲୋକ ସାମିଲ ହୋଇଛନ୍ତି। ଦୁଇପକ୍ଷଙ୍କ ତରଫରୁ ୨୫-୨୫ ଲୋକ ହିଁ ବାହାଘରର ସଦସ୍ୟ ହୋଇ ପାରିଥିଲେ।

ପ୍ରିୟାଂଶୁ କହିଥିଲେ କି ସେ ଏହି ବର୍ଷର ଆରମ୍ଭରେ ବାହାଘର ବନ୍ଧନରେ ବାନ୍ଧି ହେବା ବିଷୟରେ ବିଚାର କରିଥିଲେ। କିନ୍ତୁ, ସେତେବେଳେ ତାଙ୍କ ପାଖରେ ତାରିଖ ନଥିଲା।ପରେ ପୁଣି କୋଭିଡ୍ ର ସମୟ ଆସିଥିଲା ଏବଂ ବାହାଘର ଅଟକ ଚାଲି ଯାଇଥିଲା।

ଜଣା ଯାଉଛି,ପ୍ରିୟାଂଶୁ ଵେବସେରୀଜ୍ ମିର୍ଜାପୁରରେ ପ୍ରସିଦ୍ଧି ହାସଲ କରିଥିଲେ।ସେ ଏହାର ଦ୍ଵିତୀୟ ସିଜନ୍ ରେ ଗୁଡ୍ଡୁ ପଣ୍ଡିତର ଭଉଣୀ ଡିମ୍ପିର ବୟଫ୍ରେଣ୍ଡ୍ ର ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିଥିଲେ।

Leave a Reply

Your email address will not be published. Required fields are marked *