ବାହାଘର ପରେ ଏହି ଦମ୍ପତି ବିନା କପଡ଼ାରେ ଚାଦର ଘୋଡାଇ ଉଠାଇଲେ ଫଟୋ, ଜଙ୍ଗଲ ରୁ ନଦୀ ପର୍ଯ୍ୟନ୍ତ ଉଠାଇଲେ ଫଟୋ

ବଦଳୁଥିବା ଜୀବନ ଶୈଳୀ କୁ ନେଇ ଆଜି କାଲି ସମସ୍ତେ ନିଜର ବାହାଘର କୁ ମାନେ ରଖିବା ପାଇଁଁ ବାହାଘର ପୂର୍ବରୁ ଫଟୋ ଉଠେଇବା ପାଇଁ ଏବେ ସୈାକ ଚାଲିଛି । କିନ୍ତୁ କେବେ କେବେ ଦମ୍ପତି ମାନେ ଚର୍ଚ୍ଚାରେ ଆସିବା ପାଇଁ ସୋସିଆଲ ମିଡିଆରେ ଏପରି ପୋଷ୍ଟ କରି ଦେଇଥାନ୍ତି ଯାହାକି ଚର୍ଚ୍ଚା ର ବିଷୟ ବନିଯାଏ । ଏହା ମଧ୍ୟ ରେ କେରଳ ରେ ଏକ ନବ ବିବାହିତ ଯୋଡ଼ି ଏମିତି ଫଟୋ ଉଠାଇଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ସେ ଦମ୍ପତି ଙ୍କ ବିଷୟରେ।

ପ୍ରକୃତରେ ଏହି ଦମ୍ପତି କେରଳରେ ବାସ କରନ୍ତି। ଯାହାଙ୍କ ନାମ ଋଷି କିର୍ତ୍ତକଏନ ଏବଂ ଲକ୍ଷ୍ମୀ ଅଟେ। ଯିଏ ପୂର୍ବ ମାସ ୧୬ ତାରିଖରେ ବାହା ହୋଇଥିଲେ।ଏହି ଦମ୍ପତି ନିଜର ବାହାଘରକୁ ସ୍ମୃତି କରି ରଖିବାକୁ ଫଟୋ ଉଠାଇଥିଲେ । ଏଥି ପାଇଁ ସେ ଫଟୋ ଗ୍ରାଫର କୁ ଇଦପାକି ର ଚା ବଗିଚାକୁ ନେଇଯାଇଥିଲେ। ଯେଉଁଠାରେ ସେମାନେ ଫଟୋ ଉଠାଇଥିଲେ।

ଋଷି କିର୍ତ୍ତକଏନ କହିଛନ୍ତି କି ସେ ଲକ୍ଷ୍ମୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏଥିପାଇଁ ସେ ଚା ବଗିଚା ରେ ଫଟୋ ଉଠାଇବା ପାଇଁ ଆସିଥିଲେ।ସୋସିଆଲ ମିଡିଆରେ ଲୋକ ମାନେ ଏହି ଫଟୋ ଦେଖିଲା ପରେ ଅନେକ ପ୍ରକାର ର କମେଣ୍ଟ କରିଛନ୍ତି। କିଏ ଦମ୍ପତି ଲେଖିଛନ୍ତି ତ କିଏ ଖରାପ କମେଣ୍ଟ କରିଛନ୍ତି ତ ଆଉ କିଏ ଟ୍ରୋଲ ମଧ୍ୟ କରିଛନ୍ତି।

କହିଦବାକୁ ଚାହୁଁଛୁ ଯେ ଋଷି ଏବଂ ଲକ୍ଷ୍ମୀ ଚା ବଗିଚା ରେ ନିଜ ଶରୀର କୁ କେବଳ ଗୋଟେ ଧଳା ଚାଦର ରେ ଘୋଡାଇ ରଖି ଥିଲେ। ଏହା ବ୍ୟତିତ ତାଙ୍କ ଶରୀରରେ କୌଣସି କପଡା ମଧ୍ୟ ନଥିଲା।ଏହି ଫଟୋ କୁ ଦେଖିଲା ପରେ କେତକ ଏହାକୁ ସାର୍ବଜନୀନ କରିବା ଭୁଲ ମଧ୍ୟ କହିଛନ୍ତି।ଏହା ସମାଜକୁ ଖରାପ ବାର୍ତ୍ତା ଦେବ ବୋଲି କହିଛନ୍ତି।

ଋଷି ଏବଂ ଲକ୍ଷ୍ମୀ ଏଭଳି ଫଟୋ ସହିତ ବାହାଘର କପଡ଼ାରେ ମଧ୍ୟ ଫଟୋ ଉଠାଇଛନ୍ତି।ଯେଉଁ ଠାରେ ଋଷି କେରଳ ର ପୋଷାକ ଧଳା ସାର୍ଟ ଏବଂ ଲୁଙ୍ଗି ପିନ୍ଧିଥିଲେ ଏବଂ ଲକ୍ଷ୍ମୀ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିଲେ।

ଋଷି ଏବଂ ଲକ୍ଷ୍ମୀ ଙ୍କ ଫଟୋ କୁ ଇଷ୍ଟାଗ୍ରାମ ରେ ୱେଡିଙ୍ଗ ଫଟୋ ଗ୍ରାଫି ନାମକ ଆକାଉଣ୍ଟ ରୁ ସେୟାର କରାଯାଇଛି । ଯାହା ପରେ ଏହି ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି।

ଋଷି ଏବଂ ଲକ୍ଷ୍ମୀ ଚା ବଗିଚା ବ୍ୟତିତ ନଦୀ ଏବଂ ଜଙ୍ଗଲରେ ଫଟୋ ଉଠାଇଛନ୍ତି । ଯେଉଁଠାରେ ଜଣେ ଦୁଇ ଜଣଙ୍କୁ ରୋମାନ୍ସ କରୁଥିବାର ଦେଖାଯାଇଛି।

କେତେ ଲୋକ ଏଭଳି ଫଟୋ କୁ ଦେଖି ଦମ୍ପତି ଙ୍କ ଆଲୋଚନା ମଧ୍ୟ କରିଛନ୍ତି, ତାଙ୍କ ଉପରେ ଅସଭ୍ୟ ଅବଂ ଅନୁଚିତ ହେବାର ଆରୋପ ଲଗାଇଛନ୍ତି । ଏତିକି ନୁହେଁ କିଛି ଲୋକେ ଏହା ମଧ୍ୟ ପଚାରିଛନ୍ତି ଚାଦର ଭିତରେ କିଛି ପିନ୍ଧିଥିଲେ କି ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *