ବଲିଉଡ ସିଙ୍ଘମ ଫେମ ଅଜୟ ଦେବଗାନଙ୍କ ଏକ ଭିଡିଓ ଏବେ ଜୋ-ରରେ ଭାଇ-ରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିନେତା ଅଜୟ ଦେବଗନଙ୍କୁ ମା-ଡ ମରା-ଯାଉ-ଥିବାର ଦାବି କରାଯାଇଛି। ତେବେ ପ୍ରସଙ୍ଗ ଅଧିକ ବଢିବା ପରେ ଅଭି-ନେତା ସର୍ବ-ସମ୍ମୁ-ଖକୁ ଆସି ମୁହଁ ଖୋଳିବା ସହ ଘ-ଟ-ଣା ବିଷୟରେ ସ୍ପ-ଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏହି ଭିଡିଓରେ ନାହାଁନ୍ତି। ଅର୍ଥାତ ସେ ଭିଡିଓରେ ମା-ଡ଼ ଖା-ଉ-ଥିବା ବ୍ୟକ୍ତି ଅଜୟ ନୁହନ୍ତି। ଏହା ସହିତ ସେ ଟୁଇଟ୍ ପୋ-ଷ୍ଟରେ ଲେଖିଛନ୍ତି ଯେ ଲାଗୁଛି ମୋର କିଛି କାର୍ବନ କପି ଅ-ସୁବି-ଧାରେ ପଡ଼ି ଯାଇଛି। ମୁଁ ମଧ୍ୟ ଏହି ସମ୍ବନ୍ଧୀୟ ଫୋନ ପାଇଛି। କିନ୍ତୁ ମୁଁ କେବଳ ଏହା ସ୍ପ-ଷ୍ଟ କରୁଛି ଯେ ମୁଁ କୌଣସି ସ୍ଥାନକୁ ଯାତ୍ରା କରି ନାହିଁ। ମତେ ନେଇ ଉପୁଜିଥିବା ସମସ୍ତ ବିବାଦିୟ ଖ-ବ-ର ଭିତ୍ତିହୀନ ଲେଖିବା ସହ ହୋଲି ଶୁଭେଛା ଦେଇଛନ୍ତି।
ତେବେ ଏଠାରେ ଜଣାଇ ଦେଉଛୁ କି ଅଜୟ ଦେବଗନଙ୍କ ପୂର୍ବରୁ ତାଙ୍କ ମୁଖପାତ୍ର ଖବ-ରଟି ମିଛ, ସେଥିରେ ଅଜୟ ନାହାଁନ୍ତି ବୋଲି କହିଥିଲେ। ସେ ନିଜ ଟୁଇଟର ପୋଷ୍ଟରେ କହିଥିଲେ ଯେ ଅଜୟଙ୍କ ନାମରେ ଏକ ମି-ଥ୍ୟା ଏବଂ ବି-ଭ୍ରା-ନ୍ତିକର ଭିଡିଓ ପ୍ରସାରିତ କରାଯାଉଛି, ଏହା ଉପରେ ଧ୍ୟାନ ଦେବାର ଆବ-ଶ୍ୟକତା ନାହିଁ।
Some ‘doppelgänger’ of mine seems to have got into trouble.
I’ve been getting concerned calls. Just clarifying, I’ve not traveled anywhere. All reports regarding me being in any brawl are baseless. Happy Holi— Ajay Devgn (@ajaydevgn) March 29, 2021
ସେ ଆହୁରି ମଧ୍ୟ କହିଥିଲେ ଯେ ଦିଲ୍ଲୀର ଏକ ପବ ବାହାରେ ଝ-ଗ-ଡ଼ା ସମ୍ବ-ନ୍ଧିତ ଯେଉଁ ଭିଡିଓ ଭାଇ-ରାଲ ହେଉଛି ତାହା ସମ୍ପୂର୍ଣ୍ଣ ଭି-ତ୍ତି-ହୀ-ନ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଖ-ବ-ର ପ୍ରସା-ରଣ କରୁଥିବା ମିଡିଆ ଚ୍ୟାନେଲଗୁଡିକ ଧ୍ୟାନ ଦେବା ଉଚିତ ଯେ ଅଜୟ ଦେବଗନ୍ ଏବେ ‘ମଇଦାନ’, ‘ମେଡେ’ ଏବଂ ‘ଗଙ୍ଗୁବାଇ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏବଂ ସେ ଗତ ୧୪ ଦିନ ହେଲା ଦିଲ୍ଲୀ ଯାଇନାହାଁନ୍ତି। ଅନ୍ୟପକ୍ଷରେ ଏହି ଘ-ଟ-ଣା-କୁ ନେଇ ତାଙ୍କ ଟିମ୍ କହିଛି ଯେ ଅଜୟ ଦେବଗନ ଗତ ବର୍ଷ ମୁକ୍ତି-ଲାଭ କରିଥିବା ତାଙ୍କ ଫିଲ୍ମ୍ ‘ତନାଜୀ – ଦ ଅନସଙ୍ଗ ୱାରିଅର୍’ ପ୍ରମୋଶନ କରିବାକୁ ଦିଲ୍ଲୀ ଯାଇଥିଲେ। ସେବେଠାରୁ ସେ ଆଉ ଦିଲ୍ଲୀ ଯାଇନାହାଁନ୍ତି।
ପୁରା ଘ-ଟ-ଣା-ଟି କ’ଣ ଥିଲା?
This video is getting viral with a caption "Bollywood Actor Ajay Devgan was drunk and Beaten badly by some youngsters in Delhi outside a night club" @zoo_bear pic.twitter.com/KzAoU35vtN
— wasim (@Wasim77035504) March 29, 2021
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ କ୍ଷୀ-ପ୍ର ଗତିରେ ଦୁଇଦିନ ହେଲା ଭାଇ-ରାଲ ହେବାରେ ଲାଗିଛି। ଏହି ଭାଇ-ରାଲ ଭିଡିଓରେ ଦାବି କରାଯାଇଛି ଯେ କୃଷକ ଆନ୍ଦୋ-ଳନକୁ ସମର୍ଥନ କରୁନଥିବା ଏବଂ ଏହି ପ୍ରସଙ୍ଗରେ ସରକାରଙ୍କୁ ସମ-ର୍ଥନ କରୁଥିବାରୁ ଗତକାଲି ରାତିରେ ଦିଲ୍ଲୀର ଏକ ପବ ବାହାରେ କିଛି ଲୋକ ଅଜୟ ଦେବଗାନଙ୍କୁ ଟା-ର୍ଗେଟ କରିବା ସହ ମା-ଡ଼ ମାରିଥିଲେ।
ତେବେ ଏହି ଭିଡିଓରେ ମା-ଡ ଖାଇଥିବା ବ୍ୟକ୍ତିଙ୍କ ଚେହେରା ସ୍ପ-ଷ୍ଟ ଭାବେ ଦେଖାଯାଉନାହିଁ। ଏହି ଘ-ଟ-ଣା-ଟି ଦିଲ୍ଲୀର ଏରୋସିଟିରେ ଥିବା ଏକ ହୋଟେଲରେ ଘ-ଟି-ଥି-ବା କୁହାଯାଉଛି। ଝ-ଗ-ଡ଼ା ସମୟରେ ଉଭୟ ପକ୍ଷ ଅତ୍ୟଧିକ ମଦ୍ୟ-ପାନ କରିଥିଲେ, ଏବଂ ଝ-ଗ-ଡା ବଢିବାରୁ ଉଭୟ ପ-କ୍ଷ ହା-ତ-ହା-ତି ହୋଇଥିଲେ। ଏହି ଘ-ଟ-ଣା-ରେ ସମୁଦାୟ ପାଞ୍ଚ ଜଣ ଆ-ହ-ତ ହୋଇଥିବା ବେଳେ ସେଥିରେ ଦୁଇ ଜଣ ଝିଅ ଥିବା ଜଣା ପଡ଼ିଛି। ଘ-ଟ-ଣା ବିଷୟରେ ପୋ-ଲି-ସ ପଚରାଉଚରା କରି ତ-ଦ-ନ୍ତ କରୁଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।