କେବେ କରିସ୍ମା କପୁରଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅକ୍ଷୟ ଖାନ୍ନା, ଏହି ରା-ଗରେ ସେ ଆଉ କାହାକୁ ବିବାହ କରି ନାହାନ୍ତି

ବିନୋଦ ଖାନ୍ନା ଙ୍କ ପୁଅ ଅକ୍ଷୟ ଖାନ୍ନା ବଲିଉଡର ଜଣେ ସର୍ବୋତ୍ତମ ଅଭନେତା ମାନଙ୍କ ମଧ୍ୟରୁ ଜଣେ। ସେ ବହୁତ ଫିଲ୍ମ ରେ ବହୁତ ଭଲ କାମ କରିଛନ୍ତି। ତାଙ୍କୁ ସମସ୍ତେ ଜଣେ ଭଲ ଅଭନେତା ଭାବେ ଜାଣିଛନ୍ତି। ଏବେ ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କଲେ। ଅକ୍ଷୟଙ୍କ ଜନ୍ମଦିନ ୨୮ ମାର୍ଚ୍ଚ ୧୯୭୫ ରେ ହେଇଥିଲା। ଅକ୍ଷୟଙ୍କ ଜୀବନସିମା ବହୁତ ଚମତ୍କାର ରହିଛି। ୧୯୯୭ ରେ ଆସିଥିବା ‘ହିମାଳୟ ପୁତ୍ର’ ଫିଲ୍ମ ରୁ ତାଙ୍କ ଜୀବନ ଆରମ୍ଭ କରିଥିଲେ।

ଅକ୍ଷୟଙ୍କ ଫିଲ୍ମ ତ ସବୁବେଳେ ଚର୍ଚ୍ଚା ରେ ରୁହେ ବାକି ବେଳେବେଳେ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ କିଛି ଚର୍ଚ୍ଚାରେ ରହିଥିଲା। ବହୁତ କମ୍ ଜଣଙ୍କୁ ଜଣାଥିଲା ଯେ ତାଙ୍କ ବିବାହ ଅଭିନେତ୍ରୀ କରିଷ୍ମା କପୁରଙ୍କ ସହ ହେବାର ଥିଲା। କିନ୍ତୁ ତାହା ବ-ନ୍ଦ୍ କରି ଦିଆଯାଇଥିଲା। ତା ପରଠୁ ଏହି ଅଭିନେତା କାହାକୁ ବିବାହ କରିନାହାନ୍ତି। ଅକ୍ଷୟ ଖାନ୍ନା ଏପର୍ଯ୍ୟନ୍ତ କୁଆଁରା ଅଛନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନରେ ଘଟିଥିବା କିଛି ମଜାଦାର କଥା କହିବାକୁ ଯାଉଛୁ।

ଅକ୍ଷୟ ଖାନ୍ନା ତାଙ୍କର ପ୍ରଥମ ଫିଲ୍ମ ‘ହିମାଳୟ ପୁତ୍ର’ କରିବା ପରେ ତାଙ୍କର ଦ୍ୱିତୀୟ ବ୍ଲକବଷ୍ଟର ଫିଲ୍ମ ‘ବୋର୍ଡର’ ଥିଲା। ଫିଲ୍ମ ଅର୍ଡର ଜବରଦସ୍ତ ହିଟ ହେଲା। ଅକ୍ଷୟଙ୍କର ୧୯୯୯ ରେ ଫିଲ୍ମ୍ ‘ତାଲା’ ଏକ ଜବ-ରଦସ୍ତ ଭାବରେ ଆସିଥିଲା। ଏହି ଫିଲ୍ମ ରେ ଅକ୍ଷୟଙ୍କ ସହ ଅଭିନେତ୍ରୀ ଐଶ୍ୱୟା ରାୟ ମୁ-ଖ୍ୟ ଭୂମିକାରେ ଥିଲେ। ତାପରେ ଅକ୍ଷୟ ‘ଦିଲ୍ ଚାହତା ହୈ’ ଫିଲ୍ମ୍ ରେ କମାଲର ଅଭିନୟ କରିଥିଲେ। ଏହି ଫିଲ୍ମ ରେ ତାଙ୍କୁ ଫିଲ୍ମଫେୟାର ବେ-ଷ୍ଟ ସୋପଟି଼‌ଙ୍ଗ ପୁରସ୍କାର ଦିଆଯାଇଥିଲା।

ସେହି ଫିଲ୍ମ ପରଠୁ ଅକ୍ଷୟ ‘ହମରାଜ’, ‘ହଙ୍ଗାମା’, ‘ହଲଚଲ’, ‘ରେସ୍’ ଏବଂ ‘ଦହକ୍’ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ଏହି ସମୟରେ ଅକ୍ଷୟଙ୍କ ସମ୍ପର୍କର ଖ-ବ-ର ଅନେକ ଅଭିନେତ୍ରୀଙ୍କ ସହ ଆସିଥିଲା। କିନ୍ତୁ ତାଙ୍କ ବିବିହା ଘବର ଅଭିନେତ୍ରୀ କରିଶ୍ମା କପୁର ଙ୍କ ସହ ଚାଲିଥିଲା। ସେ ସମୟରେ କରିଷ୍ମା ମଧ୍ୟ ପ୍ରମୁଖ ଅଭିନେତ୍ରୀ ଥିଲେ। କରୀଷ୍ମା ଙ୍କ ପିତା ରଣଧୀର କପୁର ବିନୋଦ ଖାନ୍ନାଙ୍କ ଘରକୁ ତାଙ୍କ ଝିଅ ବାହାଘର ପ୍ରସ୍ତାବ ପଠାଇ ଥିଲେ।

ସେହି ସମୟରେ ତାଙ୍କ ମା ବବିତା କପୁର ଆସିଗଲେ। କାରଣ ସେହି ସମୟରେ କରୀସ୍ମା କପୁର ତାଙ୍କ ଜୀବନର ଉଚ୍ଚ ପର୍ଯ୍ୟାୟରେ ଥିଲେ। ତାଙ୍କ ମା ଚାହୁଁ ନଥିଲେ ସେ ସମୟରେ ବାହାଘର କରି ତାଙ୍କ ଭବିଷ୍ୟତ ଖ-ରା-ପ୍ କରିବାକୁ। ସେଥିପାଇଁ ସେ ମନା କରିଦେଲେ। ଥରେ ଅକ୍ଷୟ ଙ୍କୁ ବାହାଘର ଉପରେ ଏକ ଇଣ୍ଟରଭିଉ ପଚରା ଯାଇଥିଲା , ସେ କହିଥିଲେ ତାଙ୍କୁ ପିଲା ଭଲ ଲଗେନୀ କି ସେଥିପାଇଁ ଆଜି ଯାଏ ମୁଁ ବିବାହ କରିନି କି କରିବାକୁ ବି ଚାହୁଁନି।

ଅକ୍ଷୟ ଆଗକୁ କହିଥିଲେ ଯେ ତାଙ୍କୁ ଏକୁଟିଆ ରହିବାକୁ ଭଲ ଲାଗେ। ମୁଁ ଅଳ୍ପ ସମୟ ପାଇ ସମ୍ପର୍କ ରେ ରହିପାରିବି କିନ୍ତୁ ଅଧିକ ସମୟ ପାଇ ନୁହଁ। ଅକ୍ଷୟ ଖାନ୍ନାଙ୍କ ପିତା ବିନୋଦ ଖାନ୍ନା 2017 ମସିହାରେ କର୍କଟ ରୋଗରେ ମୃ-ତ୍ୟୁ ବରଣ କରିଥିଲେ। ତାପରେ ଅକ୍ଷୟ ଏକୁଟିଆ ହେଇଗଲେ। ଅକ୍ଷୟ ଆଜି ତାଙ୍କର 46 ତମ ଜନ୍ମଦିନ ପାଳନ କରୁଛନ୍ତି, ହେଲେବି ସେ ଆଜି ଯାଏଁ କୁଆଁରା ଅଛନ୍ତି।

ଅକ୍ଷୟ ଖାନ୍ନାଙ୍କ ନାମ ବଲିଉଡର କିଛି ଶ୍ରେଷ୍ଠ ଅଭିନେତା ତାଲିକାରେ ଅନ୍ତର୍ଭୁକ୍ତ ଅଛି, ଯିଏ ଭଲ ହିରୋ ଆଉ ଭିଲିଆନରେ ନିଜର ଭୂମିକା କୁ ବେଶ ଭଲ ଭାବରେ ପ୍ରକାଶିତ କରିଥାନ୍ତି। ଏହି ଅଭିନେତାଙ୍କୁ ଶେ-ଷ ଥର ପାଇଁ ଫିଲ୍ମ ‘ସେ-କ୍ସ-ନ୍ 375’ ରେ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *