ଅକ୍ଷୟ କୁମାରଙ୍କ ସିନେମା ଋସ୍ତମ ଉପରେ ଲାଗିଲା କେ-ସ, କୋ-ର୍ଟ ଏହି ସିନେମା ସହିତ ଯୋଡ଼ା ପାଖାପାଖି ୬ଜଣ ଲୋକଙ୍କୁ ପଠାଇଲେ ନୋଟିସ, ଜାଣନ୍ତୁ ସମ୍ପୂର୍ଣ ଖବର

ବଲିଉଡ ଅଭିନେତା ଏବଂ ଖିଲାଡ଼ି କୁମାର ଗୋଟିଏ ନୂଆ ବିବାଦରେ ଫଶି ଯାଇଛନ୍ତି। ବର୍ଷ ୨୦୧୬ରେ ଅକ୍ଷୟ କୁମାରଙ୍କ ସିନେମା ‘ଋସ୍ତମ’ ମୁକ୍ତିଲାଭ ହୋଇଥିଲା। ବର୍ତମାନ ୫ ବର୍ଷ ପରେ ସିନେମାର ହିରୋ ଅକ୍ଷୟ କୁମାରଙ୍କ ସମେତ ସିନେମା ସହିତ ଯୋଡ଼ା ଅନ୍ୟ ୬ଜଣଲୋକଙ୍କୁ ଆଇନଗତ ନୋଟିସ ମିଳିଛି। ବାସ୍ତବରେ ଏହି ପୂରା ବିବାଦ ସିନେମାର ଏକ ଡାଇଲଗକୁ ନେଇ ହୋଇଛି। ସିନେମା ସମୟରେ ଏକ ଡାଇଲଗରେ ସେଶନ ଜଜର ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅନଙ୍ଗ ଦେଶାଇ କୋ-ର୍ଟରୁମ ଦୃଶ୍ୟ ସମୟରେ ଓକିଲଙ୍କୁ ନି-ର୍ଲଜ କହିଥିଲେ। କେବଳ ଏହି ଡାଇଲଗ ଏହି ବିବାଦର ଝଡ଼ ସୃଷ୍ଟି କରିଥିଲା।

ଏହି ଡାଇଲଗକୁ ନେଇ ହିଁ ମଧ୍ୟପ୍ରଦେଶର ଓକିଲ ମନୋଜ ଗୁପ୍ତା ଓକିଲଙ୍କ ମାନହାନି କରୁଥିବାର ମୋକ-ଦ୍ଦମା ଜମା କରିଛନ୍ତି। ଏହା ସହିତ ହିଁ ସେମାନେ ଆରୋ-ପୀମାନଙ୍କୁ ଅଲଗା-ଅଲଗା ଧାରା ଦ୍ଵାରା କଡାଦଣ୍ଡ ଏବଂ ଜୋରି-ମାନା ଦାବି କରିଛନ୍ତି। ସେ ଘଟ-ଣାରେ ଆରୋପୀ-ମାନଙ୍କୁ ଭାରତୀୟ ଦଣ୍ଡବିଧାନର ଧାରା ୫୦୦, ୫୦୧, ୫୦୨ ଦ୍ଵାରା କଠୋର କାରା-ଦଣ୍ଡ ଏବଂ ଜୋରିମାନାର ସଜ୍ଜା ଦେବାପାଇଁ କହିଛନ୍ତି।

ଅଧିବକ୍ତା ମନୋଜ ଗୁପ୍ତା ମୁତାବକ ଏହି ସିନେମା ଉପରେ କେସ ୨୦୧୬ରେ ମୁକ୍ତିଲାଭ ହେବା ସମୟରେ ଲଗା ଯାଇଥିଲା। କିନ୍ତୁ ସେହି ସମୟରେ କୋୖଣସି କାରଣରୁ ଏହି ଘଟ-ଣାର ଶୁଣାଣି ହୋଇପାରି ନଥିଲା। ଏହାପରେ ଏହି ଘଟଣା ଶୁଣାଣି ୨୦୨୦ରେ ହେବାରଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ଲାଗି ରହିଥିବା ଲକଡାଉନ କାରଣରୁ ଶୁଣାଣି ହୋଇପାରିନଥିଲା। ବର୍ତମାନ କୋ-ର୍ଟ ଏହି ଘଟ-ଣାରେ କାର୍ଯ୍ୟଗ୍ରହଣ କରିବା ସମୟରେ ଏହି ସିନେମାର ସଦସ୍ୟ ମାନଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି। ଏହି ନୋଟିସ ମୁତାବକ ଏହି ଲୋକମାନଙ୍କୁ ୧୦ ମାର୍ଚ୍ଚକୁ କୋ-ର୍ଟରେ ହାଜର ହେବାର ଅଛି।

ଏହି ଲୋକମାନଙ୍କ ବିରୁଦ୍ଧରେ ନୋ-ଟିସ ଜାରି କରାଯାଇଛି

କୋ-ର୍ଟ ଦ୍ବାରା ସିନେମା ସହିତ ଯୋଡ଼ା ଯେଉଁଲୋକଙ୍କ ବି-ରୁଦ୍ଧରେ ଏହି ଘ-ଟଣା ଜମା କରା ଯାଇଛି ସେଥିରେ ଅଭିନେତା ଅକ୍ଷୟ କୁମାରଙ୍କ ବ୍ୟତୀତ ସୁଭାଷ ଚନ୍ଦ୍ରା- ଋସ୍ତମର ପ୍ରୋଡକ୍ଶନ କଂପାନୀ ଜୀ ଏଣ୍ଟରଟେନମେଣ୍ଟର ଚେୟାରମ୍ୟାନ, ମୁଋଦଲ କୈଜାର- ଜୀ ଏଣ୍ଟରଟେନମେଣ୍ଟ ଇଣ୍ଟରପ୍ରାଇଜେସ ଲିମିଟେଡର ଏମଡୀ ଏବଂ ସୀଇଓ, ବିପୁଳ କେ ରାବଲ (ସିନେମାର ଡାଇରେକ୍ଟେର), ଅନଙ୍ଗ ଦେଶାଇ (ଏକ୍ଟର) ଏବଂ ତାଙ୍କ ବ୍ୟତୀତ ସୁରେଶ ଗୁପ୍ତା (କଟନୀର ସିଟୀ ପ୍ରାଇଡ ସିନେମା ହଲର ମାଲିକ) ଆଦି ଲୋକ ସାମିଲ ଅଛନ୍ତି।

ଏହା ହେଉଛି ଘ-ଟଣା

ବାସ୍ତବରେ ସିନେମା ‘ଋସ୍ତମ’ର ଗୋଟିଏ ଦୃଶ୍ୟରେ ଜର୍ଜର ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅନଙ୍ଗ ଦେଶାଇ ନେଭୀ କମାଣ୍ଡର ଋସ୍ତମ ପାବରୀ (ଅକ୍ଷୟକୁମାର) ଙ୍କୁ କହୁଛନ୍ତି- କମାଣ୍ଡର ପାବରୀ କିଛି ସମୟ ପାଇଁ ନିଜ ନେଭୀର ତହଜୀବ ଏବଂ ପ୍ରୋଟୋକଲକୁ ଭୁଲି ଯାଆନ୍ତୁ। କେବଳ ଏହା ଭାବନ୍ତୁ କି ଆପଣ ଜଣେ ନିର୍ଲଜ ଓକିଲ ଅଟନ୍ତି, ଯିଏ ନିଜ ସାକ୍ଷୀଙ୍କୁ କିଛି ବି ପଚାରି ପାରନ୍ତି। ଏହି ଡାଇଲଗ ଉପରେ ହିଁ ଅଧିବକ୍ତା ମନୋଜ ଗୁପ୍ତା ଆପତ୍ତି କରିଛନ୍ତି। ମନୋଜଙ୍କ ମୁତାବକ କୈାଣସି ବି ଓକିଲ ନିଜ ସାକ୍ଷୀକୁ ଆଇନର ପରିସର ଭିତରେ ରହି ପଚରାଉଚରା କରି ପାରିବ ଏବଂ ଏପରି ପଚରାଉଚରା କରିବା କୈାଣସି ଲଜ୍ଜାଜନକ କଥା ନୁହେଁ। ଜଣା ଯାଉଛି କି ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଇଲିୟାନା ଡିକ୍ରୁଜଙ୍କର ୨୦୧୬ରେ ଆସିଥିବା ସିନେମା ‘ଋସ୍ତମ’ ସୁପରହିଟ ହୋଇଥିଲା। ଏହି ସିନେମା ବକ୍ସ ଅଫିସରେ ପାଖାପାଖି ୧୨୭.୫୦ କୋଟି ଟଙ୍କା ରୋଜଗାର କରିଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *