ଅକ୍ଷୟ ଥିଲେ ୬୫ବର୍ଷୀୟ ଏହି ଅଭିନେତ୍ରୀଙ୍କୁ ବାହା ହେବାପାଇଁ ପାଗଳ, ଏଥିପାଇଁ ଅଧୁରା ରହିଯାଇଥିଲା ଅଭିଳାଷ

ଚିର ଆକର୍ଷିତ ଅଭିନେତ୍ରୀ ରେଖା ବଲିଉଡର ଜଣେ ମହାନ କଳାକାର ଅଟନ୍ତି।ରେଖାଙ୍କର ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ହେଲେ ସେ ତାଙ୍କ କ୍ୟାରିୟରର ଆରମ୍ଭ ବହୁତ ଡେରିରେ କରିଥିଲେ। କିନ୍ତୁ ଯେତେବେଳେ କି ସଫଳତା ଏବଂ ପ୍ରସିଦ୍ଧି ତାଙ୍କ ପାଦ ଚୁମିବା ଆରମ୍ଭ କରିଦେଇଥିଲା। ଆଜି ୬୫ବର୍ଷ ବୟସରେ ବି ରେଖାଙ୍କର ସୁନ୍ଦରତାରେ କୈାଣସି କମି ଆସିନାହିଁ।ସେ ଯେତିକି ସୁନ୍ଦର ପ୍ରଥମରୁ ଦେଖା ଯାଉଥିଲେ ସେତିକି ସୁନ୍ଦର ଆଜି ବି ଦେଖା ଯାଉଛନ୍ତି।

ଆଜିକା ପୀଢ଼ିର ଯେ କୌଣସି ହିରୋଇନ ରେଖାଙ୍କୁ ନିଜର ଆଦର୍ଶ ବୋଲି ମାନିଥାନ୍ତି ଏବଂ ତାଙ୍କ ପରି ହେବାକୁ ଚେଷ୍ଟା କରନ୍ତି। ଉଦାହରଣ ସ୍ୱରୂପ ନେବାତ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ନାମ ସବୁଠାରୁ ଉପରେ ଆସିଥାଏ। ଏହାଛଡା ରେଖାଙ୍କ ସୁନ୍ଦରତାରେ ସାରା ଦୁନିଆ ଆକର୍ଷିତ ହୋଇଥାଏ, କିନ୍ତୁ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ବି ତାଙ୍କୁ ନିଜର ହୃଦୟ ଦେଇ ବସିଥିଲେ।ସେ ରେଖାଙ୍କୁ ଏତେ ଭଲ ପାଉଥିଲେ କି ତାଙ୍କ ସହିତ ବିବାହ କରିବା ପାଇଁ ମଧ୍ୟ ଚାହୁଁଥିଲେ।

ଜଣା ଯାଉଛି, ଏକ ସମୟ ଏମିତି ଥିଲା କି ଯେତେବେଳେ ଖେଳାଳି ମାନଙ୍କର ଗୁରୁ ଅକ୍ଷୟ କୁମାର ରେଖାଙ୍କ ଉପରେ ଜୀବନ ବାଜି ଲଗାଇ ଦେଇଥିଲେ। ସେ ତାଙ୍କୁ ଏତେ ପ୍ରେମ କରୁଥିଲେ କି ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ। କିନ୍ତୁ ତାଙ୍କର ଏହି ସ୍ବପ୍ନ କୈାଣସି କାରଣ ବଶତଃ ପୂରା ହୋଇ ପାରିଲା ନାହିଁ। ଏହା ସେହି ସମୟର କଥା ଯେତେବେଳେ ରେଖା ଏବଂ ଅକ୍ଷୟ ସିନେମା ‘ଖିଲାଡୀୟୋଂ କା ଖିଲାଡ଼ି’ରେ ସାଥି ହୋଇ କାମ କରୁଥିଲେ। ଏହି ସିନେମାର ସୁଟିଂ ସମୟରେ ଦୁଇଜଣଙ୍କ ମଧ୍ୟରେ ଉଭୟଙ୍କୁ ପସନ୍ଦ କରିବା ବଢ଼ିବାକୁ ଲାଗିଲା ଏବଂ ସେମାନଙ୍କୁ ପ୍ରେମ ହୋଇଯାଇଥିଲା। ଖବର ଅନୁଯାୟୀ ରେଖା ଏବଂ ଅକ୍ଷୟ ଜଣେ ଅନ୍ୟ ଜଣଙ୍କୁ ବାହା ହେବାର ଥିଲା। କିନ୍ତୁ ସେତେବେଳେ ଜଣେ ଅଭିନେତ୍ରୀଙ୍କ ଯୋଗୁଁ ତାଙ୍କର ସଂପର୍କ ଭାଙ୍ଗି ଯାଇଥିଲା।

ଯେତେବେଳେ ରେଖା ଏବଂ ଅକ୍ଷୟଙ୍କର ପ୍ରେମ ସଂପର୍କ ବଢ଼ି ଯାଇଥିଲା ସେହି ସମୟରେ ଅକ୍ଷୟଙ୍କର ଜୀବନରେ ମସ୍ତ-ମସ୍ତ ଗାର୍ଲ ରବୀନା ଟଣ୍ଡନ ପ୍ରବେଶ କରିଥିଲେ।ରବୀନାଙ୍କର ଆସିବା କାରଣରୁ ଦୁଇଜଣଙ୍କ ମଧ୍ୟରେ ଦୂରତା ଏତେ ବଢି ଯାଇଥିଲା କି ସେମାନେ ଅଲଗା ହୋଇଯିବାର ନିଷ୍ପତ୍ତି ନେଇଥିଲେ।ରେଖାଙ୍କ ସହିତ ବ୍ରେକଅପ ହୋଇଯିବା ପରେ ବର୍ଷ ୧୯୯୪ରେ ଅକ୍ଷୟ ଏବଂ ରବୀନା ସଂପର୍କରେ ଆସି ଯାଇଥିଲେ। ବଲିଉଡରେ ଏକ ସମୟ ଏମିତି ବି ଆସିଥିଲା ଯେତେବେଳେ ଚାରିଆଡ଼େ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କ ସଂପର୍କର ଚର୍ଚ୍ଚା ହେବାକୁ ଲାଗିଥିଲା।ରବୀନା ଅକ୍ଷୟ କୁମାରଙ୍କ ପ୍ରେମରେ ସଂପୂର୍ଣ୍ଣ ରୂପେ ପଡ଼ି ଯାଇଥିଲେ। କିନ୍ତୁ ସେମାନଙ୍କ ପ୍ରେମ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା।

କିଛିଦିନ ପରେ ସେମାନଙ୍କର ସଂପର୍କ ଭାଙ୍ଗି ଯାଇଥିଲା।ବ୍ରେକଅପ ପରେ ରବୀନା ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥିଲେ ଏବଂ ଏହା ପରେ ତାଙ୍କର ଯାହା ଅବସ୍ଥା ହୋଇଥିଲା ସେକଥା କାହାରିକୁ ଅଜଣା ନାହିଁ।ରବୀନାଙ୍କ ପାଇଁ ଏହା କୈାଣସି ବଡ ଦୁର୍ଘଟଣା ଠାରୁ କମ ନଥିଲା। କିନ୍ତୁ ବହୁତ ଶୀଘ୍ର ସେ ବ୍ରେକଅପର ଏହି ଘଟଣାରୁ ବାହାରକୁ ବାହାରି ଥିଲେ ଏବଂ ବର୍ଷ୨୦୦୪ରେ ଅନିଲ ଥଡାନୀଙ୍କୁ ବିବାହ କରିଥିଲେ।

ସେହି, ରେଖା ଆଜି ବି ଏକା ଅଛନ୍ତି ଏବଂ ଏକୁଟିଆ ରହୁଛନ୍ତି। ହେଲେ ଏହା ଏକ ରହସ୍ୟ ହୋଇଯାଇଛି କି ରେଖା କାହା ନାମରେ ସିନ୍ଦୂର ଲଗାଉଛନ୍ତି ଏବଂ କାହା ନାମରେ ମଙ୍ଗଳ ସୂତ୍ର ପିନ୍ଧୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *