ବାହାଘରର ନାଲି ଯୋଡ଼ାରେ ଯୌତୁକ ଗାଡ଼ି ଟାଣୁଥିବାର ଦେଖାଗଲା କନିଆଁ, ଯୌତୁକର କଷ୍ଟ ଦେଖାଉଥିବା ଏହି ଫଟୋ ଭାଙ୍ଗିଦେବ ଆପଣଙ୍କ ହୃଦୟ

ଭାରତରେ ଯୌତୁକ ପ୍ରଥା ବହୁ ଦିନ ଆଗରୁ ଚାଲି ଆସୁଛି। ସମାଜରେ ବର୍ତ୍ତମାନ ଯୌତୁକକୁ ଲୋକମାନେ ଗର୍ବର କଥା ବୋଲି ବୁଝୁଛନ୍ତି।ପୁଅଘର ଲୋକ ଯେତେ ଅଧିକ ଯୌତୁକ ନିଅନ୍ତି, ତାଙ୍କର ସେତେ ଅଧିକ ପ୍ରଦର୍ଶନ କରାଯାଇଥାଏ। ଆମେରିକାରେ ରହୁଥିବା ଫେଶନ ଡିଜାଇନର ଅଲୀ ସୀଶନ ପାକିସ୍ଥାନୀ ମହିଳାଙ୍କ ସହିତ ବନ୍ଧା ପକାଇ ଯୌତୁକ ପ୍ରଥାର ସତ୍ୟତା ଲୋକମାନଙ୍କ ସାମ୍ନାରେ ରଖିଥିଲେ। ଏହାର ଫଟୋ ଗୁଡ଼ିକ ଜୋରରେ ଭାଇ-ରାଲ ହେବାରେ ଲାଗିଛି।

ଏହି ଫଟୋଷ୍ଟୋରିରେ ନାଲି ରଙ୍ଗର ଯୋଡାରେ କନିଆଙ୍କ ବାପାମାଆ ଏବଂ କନିଆଁଙ୍କ ଉପରେ ପଡ଼ିଥିବା ଯୌତୁକର ବୋଝକୁ ଦେଖା ଯାଇଛି। ଏହି ଭିଡିଓଶୁଟ ଫେଶନ ସପ୍ତାହରେ କରା ଯାଇଥିଲା। ଯେଉଁଠାରେ ଫେଶନ ଡିଜାଇନର ବ୍ରାଇଡାଲ କଲେକ୍ସନ ସହିତ ଯୌତୁକ ପ୍ରଥାକୁ ପ୍ରତିରୋଧ କରିଛନ୍ତି। ଇନଷ୍ଟାଗ୍ରାମରୁ ନେଇ ଫେସବୁକ ପର୍ଯ୍ୟନ୍ତ ଏହି ଫଟୋ ବହୁତ ଭାଇ-ରାଲ ହେଉଛି।

ଡିଜାଇନର ଅଲୀ ସୀଶନ ସମାଜରେ ଯୌତୁକ ପ୍ରଥାକୁ ଦର୍ଶାଇବା ପାଇଁ ନିଜର ଲାଟେଷ୍ଟ ବ୍ରାଇଡାଲ କଲେକ୍ସନରେ ଯେଉଁ ଥିମ ରଖିଛନ୍ତି ତାହା ଭାଇ-ରାଲ ହେଉଛି। ଅଲୀ ସୀଶନ Pantene Hum Bridal Couture Week ରେ ଫଟୋଶୁଟ କରିଛନ୍ତି।

ଏଥିରୁ ନିଜର ଲାଟେଷ୍ଟ ବ୍ରାଇଡାଲ କଲେକ୍ସନ ପାଇଁ ସେ ଏକ ଭିଡିଓଶୁଟ ମଧ୍ୟ କରିଛନ୍ତି। ଏଥିରେ ଜଣେ ବାପାମାଆଙ୍କୁ ପ୍ରଥମେ ଖାଲି ବଦଳଗାଡି, ଯା‌ହାକୁ ସେ ନିଜେ ଟାଣି ଟାଣି ଆଣୁଥିବାର ଦେଖା ଯାଇଛି।

ଏହାପରେ ଦୁଇଜଣ ଗାଡ଼ିରେ ଯୌତୁକର ସମସ୍ତ ଜିନିଷ ପତ୍ର ରଖିଥିଲେ। ଏହି ଗାଡିର ଓଜନ ଧୀରେଧୀରେ ବଢି ଯାଇଥିଲା। ଯେତେବେଳେ ସବୁ ଜିନିଷ ତା ଉପରେ ରଖାଯାଇଥିଲା, ସେତେବେଳେ କନିଆଁ ଯୋଡାରେ ଝିଅଟିର ଏଣ୍ଟ୍ରି ହୋଇଥିଲା।

ବର୍ତମାନ ଝିଅଟି ବଳଦଗାଡିକୁ ଟାଣିବା ପାଇଁ ପ୍ରସ୍ତୁତ ହୋଇଛି। କାନ୍ଦୁଥିବା କନିଆଁ ଛିଡ଼ା ହୋଇଛନ୍ତି କିନ୍ତୁ ସେତେବେଳେ ସେଠାକୁ ବର ଆସି ଯାଇଛନ୍ତି। ଯୌତୁକ ଲୋଭି ବର ମଧ୍ୟ ବେଲଗାଡି ଉପରେ ଚଢ଼ି ଯାଇଛନ୍ତି।

ବର୍ତମାନ କାନ୍ଦୁଥିବା କନିଆଁ ବର‌ ସହିତ ସେହି ଗାଡ଼ିକୁ ଟାଣିଛନ୍ତି। ଏହି ମାର୍ମିକ ଫଟୋଷ୍ଟୋରୀ ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି। ଲୋକମାନେ ସମାଜର ସତ୍ୟତାକୁ ନେଇ କଥା ହେଉଥିବାର ନଜର ଆସିଛନ୍ତି।

ସେଠାରେ ଲୋକମାନେ ଲେହେଙ୍ଗାର ଏହି ପ୍ରକାର ୟୁନିକ ଲଞ୍ଚିଂର ପ୍ରଶଂସା ମଧ୍ୟ କରିଛନ୍ତି। ଅଲୀ ସୀଶନ ସବୁବେଳେ କିଛି ଅଲଗା କରିବା ପାଇଁ ଜଣା ଯାଇଥାନ୍ତି। ଏଥର ସେ ଯୌତୁକକୁ ଥୀମରେ ରଖିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *