ଜୁଗାଡ଼ ଲଗାଇବାରେ ଭାରତ ବାସୀଙ୍କୁ କେହି ହରାଇ ପାରିବ କି? ନା, ନା, ଏହି ଜନ୍ମରେ ଏକାର୍ଯ୍ୟ କରିବା ସମ୍ଭବ ଲାଗୁ ନାହିଁ। ଭାରତୀୟ ମାନେ ଜୁଗାଡ଼ ଲଗାଇ ନିଜର କୌଣସି ମଧ୍ୟ କାର୍ଯ୍ୟ ସହଜ କରିଦେଇ ପାରନ୍ତି। ତେବେ ତାହା ଘର ହେଉ କିମ୍ବା କୌଣସି ସ୍ଥାନକୁ ଯାତ୍ରା, ଜୁଗାଡ଼ର କଳାରେ ପିଲା ଦିନରୁ ବିଶେଷ ଜ୍ଞାନ ରଖିଥିବା ଭାରତୀୟ ଘରୁ ବାହାରକୁ ବାହାରିବା ସମୟରେ ଜଗାଡ଼ ନିଜ ସାଥିରେ ନେଇ ଚାଲିଥାନ୍ତି। ବର୍ତ୍ତମାନ ଆପଣ ଏହାକୁ ନିଜ ଆଖିରେ ଦେଖି ନିଅନ୍ତୁ,
୧. ମାଡମ କେଉଁଠିକୁ ଯାଉଛନ୍ତି?
୨. ପତ୍ନୀଙ୍କୁ ବସରେ ବସାଇବା ପାଇଁ ମହାଶୟ କିଛି ହେଲେ କରିବେ।
୩. ସହଜ ନୁହେଁ ଏହି ଯାତ୍ରା।
୪. ହେ କଣ ନଦେଖିଲା ଏହି ଆଖି!
୫. କେଉଁଠାକୁ ଯିବାର ଅଛି ଏମାନଙ୍କର!
୬. ଏମିତି କିଏ ଯାତ୍ରା କରେ ଭାଇ!
୭. ବର୍ତ୍ତମାନ କୁହ ଏପରି କିଏ କରି ପାରିବ।
୮. ଭାଇ ତୁମ ଚିନ୍ତାଧାରାକୁ ସଲାମ।
୯. ସବୁକାମ ଯେ କରିବାର ଅଛି।
୧୦. ଏହାକୁ ହିଁ କୁହନ୍ତି ଗୋଟିଏ ତୀରରେ ଦୁଇଟି ଶିକାର।
୧୧. କେଉଁଠି ମଧ୍ୟ ଶୋଇ ପାରିବେ।
୧୨. ଏମିତି କିପରି ଯାଉଛନ୍ତି ମହାଶୟ।
୧୩. ଆରେ ୱାହ, ମହାଶୟ ଆପଣଙ୍କ ବୁଦ୍ଧିକୁ ସଲାମ।
୧୪. ଆମେ କାହା ଠାରୁ କମ ନୁହେଁ।
୧୫. ଖରାରୁ ରକ୍ଷା ପାଇବା ପାଇଁ ନୂତନ ଉପାୟ।
ଏହାକୁ ପଢିବା ପରେ ନିଶ୍ଚିତ ଭାବରେ କୁହନ୍ତୁ ଆପଣ ଯାତ୍ରା ସମୟରେ କେଉଁ ଜୁଗାଡଟି ପ୍ରୟୋଗ କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।