୯ ବର୍ଷର ଝିଅକୁ ପୋଷା କୁକୁର କଲା ରେ-ପ, ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ :-

ସାଧରଣତଃ ବର୍ତ୍ତମାନ ସମୟରେ ମଣିଷ ମଣିଷ ଉପରେ ଯେତିକି ଭରସା ନକରୁଛି ସେତିକି କୁକୁର ଉପରେ କରୁଛି । ଘରେ କୁକୁର ରଖିଲେ ଅନେକ କିଛି ଫାଇଦା ହୋଇଥାଏ । ଲୋକେ କୁକୁର ବିଶ୍ୱସ୍ତ ହେବା ମନେ କରି ଘରେ ରଖି ତାର ବେଶ ଯତ୍ନ ନିଅନ୍ତି ଏବଂ ତାର ଦେଖାଶୁଣା କରିଥାନ୍ତି । ବାସ୍ତବରେ ମଧ୍ୟ ଏହା ଦେଖା ଯାଇଛି ଯେ କୁକୁର ବିଶ୍ୱସ୍ତ ହୋଇଥାଏ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିବା ପରେ ଆପଣ ଆଉ କୁକୁର ରଖିବା କଥା ମନକୁବି ଆଣିବେ ନାହିଁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଆମେରିକାର ଯାହା ଅନୁଯାୟୀ ଏକ ପୋଷା କୁକୁର ଜଣେ ୯ ବର୍ଷର ଝିଅକୁ ରେ-ପ କରିଛି । କଥାଟା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଭାବୁଥିବେ ଯେ ଆମେ ମଜା କରୁଛୁ । ଏପରି ଏକ କୁକୁର ବା କିପରି କରିପାରେ ? କିନ୍ତୁ ଘଟ-ଣାଟି ସତ୍ୟ ଅଟେ । ଆମେରିକାରେ ସାଧରଣତଃ ଲୋକେ ଗାଈ ଗୋରୁ ନପୋଷି ନିଶ୍ଚିତ ଭାବରେ କୁକୁର ପୋଷିଥାନ୍ତି । ଏମିତିକି ତାକୁ ଘରର ଏକ ସ୍ୱତନ୍ତ୍ର ସଦସ୍ୟ ଭାବରେ ସ୍ଥାନ ଦେଇଥାନ୍ତି ।

ଆମେରିକା ର ବାମୁମ ଅଞ୍ଚଳରେ ଏପରି ଆଶ୍ଚ-ର୍ଯ୍ୟ ଜନକ ଘ-ଟଣା ଘଟିଛି । ତେବେ ସେହି ୯ ବର୍ଷର କୁନି ଝିଅର ପରିବାର ଅନୁଯାୟୀ ତାଙ୍କର ପାଳିତ କୁକୁର ଝିଅଟିକୁ ରେ-ପ କରିଥିଲା । ଯାହାପରେ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ର-କ୍ତସ୍ରା-ବ ମଧ୍ୟ ଅଧିକ ହୋଇ ଥିବାରୁ ଝିଅଟିର ଅବସ୍ଥା ଗମ୍ଭୀର ରହିଛି । ତେବେ ଏହି ଅନୁଯାୟୀ ଝିଅଟିର ପରିବାର ପକ୍ଷରୁ ଥା-ନାରେ ଏତଲା ଦିଆଯାଇଥିଲା ।

ତେବେ ଏତଲା ଅନୁଯାୟୀ ପୋ-ଲିସ କୁକୁର କୁ ନେଇ ଯାଇଛି ଏବଂ DNA ଟେଷ୍ଟ ପାଇଁ ପଠାଇଛି । ତେଣୁ ପରେ ଜଣା ପଡ଼ିବ ଯେ ବାସ୍ତବରେ ଦୋ-ଷ କାହାର ? କିନ୍ତୁ ଏପଟେ ସ-ନ୍ଦେହ ମଧ୍ୟ କରାଯାଇଛି ଯେ କୁକୁର ଏପରି କିପରି କରିବ ? ହୁଏତ କେହି ମଣିଷ ବି କରିଥାଇ ପାରେ । ଯାହା ହେଉ ପୋ-ଲିସ DNA ରିପୋ-ର୍ଟ ଅପେକ୍ଷାରେ ରହିଛି । ତେବେ ବର୍ତ୍ତମାନ ସମୟର ଏପରି ଖବର କୁ ଶୁଣି ସାରିବା ପରେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଆଜିକାଲି କାହାକୁ ବି ବିଶ୍ୱାସ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *