ସୁଶାନ୍ତ ସିଂହ କେସ କୁ ନେଇ ଅମୀତ୍ ସାହ ଦେଲେ ବଡ ବୟାନ, କହିଲେ CBI ଏହି କେସ ରେ ଜଲଦୀ….

ସୁଶାନ୍ତ ସିଂହ ରାଜପୂତ ଙ୍କ ମୃତ୍ୟୁ କୁ ୪ ମାସ ହୋଇଗାଲାଣି। ଏବେ ଯାଏ ଏକ୍ଟର ଙ୍କର ମୃତ୍ୟୁ କେସ ସମସ୍ୟା ର ସମାଧାନ ହୋଇନାହିଁ। ଏହିଥିରେ ସୁଶାନ୍ତ ଙ୍କର ଫୈଂସ ଏବଂ ସୁଶାନ୍ତ ଙ୍କର ପରିବାର ଲୋକ ଉଦାସ ଦେଖା ଯାଉଛନ୍ତି। ଏବେ ଯାଏ CBI ଠାରୁ ଜଲଦି କିଛି ନିର୍ଣ୍ଣୟ ରେ ପହଁଛିବ ବୋଲି ଆସା ଥିଲା କିନ୍ତୁ ଏବେ ଯାଏ ମଧ୍ୟ ପହଁଛି ପାରିନାହିଁ। ଏଠାରେ ଏମ୍ସ ର ଫରେଂସୀକ ରିର୍ପୋଟ ରେ ସୁଶାନ୍ତ ଙ୍କ ହତ୍ୟା ର କଥା କୁ ବର୍ହିଷ୍କୃତ କରିଦିଆ ଯାଇଛି।ଏହି ରିର୍ପୋଟ ଅନୁସାରେ ସୁଶାନ୍ତ ଆତ୍ମହତ୍ୟା ହିଁ କରିଛନ୍ତି।

ଯେତେବେଳେ CBI ଏହି କେସ ରେ ସବୁ ପ୍ରକାର ର ତଦନ୍ତ କରୁଛି ତ ସେତେବେଳେ ଅନ୍ୟ ପଟୁ ଭାରତ ର ଗୃହ ମନ୍ତ୍ରୀ ଅମିତ୍ ଶାହ ଙ୍କର ସୁଶାନ୍ତ ଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ଏହି ବୟାନ ସେ ଏକ ପ୍ରାଇବେଟ୍ ଚୈନଲ୍ କୁ ଦେଇଥିବା ଇନଟରବ୍ୟୁ ରେ କହିଛନ୍ତି।

ଗୃହ ମନ୍ତ୍ରୀ ସୁଶାନ୍ତ ଙ୍କ କେସ ରେ ରେ ମୁମ୍ବାଇ ପୋଲିସ ର ତଦନ୍ତ ରେ ବହୁତ ପ୍ରଶ୍ନ ଉଠୁଛି। ସେ ଏହା ବି କହିିଛନ୍ତି କି CBI ଜାଞ୍ଚ ପାଇଁ ଆମେ କହିନଥିଲି ରାଜ୍ୟ ସରକାର ଏବଂ ସୁଶାନ୍ତ ଙ୍କର ପରିଜନ ଙ୍କର ଦାବି ଥଲା କିନ୍ତୁ CBI ଜାଞ୍ଚ କରିବା ପାଇଁ ରାୟ ଦିଆଯାଇଥିଲା।

CBI ଜାଞ୍ଚ ରେ ସବୁ ଘଟଣା ର ପରଦା ଫାସ ହୋଇଯିବ।

ଅମିତ୍ ଶାହ ଆଗକୁ ନିଜ ଇନଟରବ୍ୟୁ ରେ କହିଛନ୍ତି ସୁଶାନ୍ତ ଙ୍କ ଯାଗାରେ ଯଦି ଆଉ କେହି ଥାନ୍ତା ତ ଆମେ ସମ୍ପୂର୍ଣ ନ୍ୟାୟ ର ସହିତ ଜାଞ୍ଚ ପାଇଁ ସାହାର୍ଯ୍ୟ କରିଥାନ୍ତୁ। ଶାହ ଏବେ ଯାଏ ଏହି ମାମଲା ରେ କମେଣ୍ଟ କରିବାରେ ମନା କରି ଦେଇଛନ୍ତି। ଯଦିଓ ସେ ଏହା କହିଛନ୍ତି କି ଜଲଦି CBI ଜାଞ୍ଚ ରୁ ସବୁ ଜଣା ପଡିଯିବ।

ଏବେ ଯାଏ ବି ହେଉଛି ଗିରଫତାରୀ।

ସୁଶାନ୍ତ ଙ୍କ ମାମଲା ରେ CBI ଙ୍କ ଛଡା ଏନ୍ସୀବୀ ଡ୍ରଗସ୍ ହିସାବ ରେ ଜାଞ୍ଚ କରୁଛି। ଏମାନଙ୍କ ଦ୍ବାରା ଏବେ ଯାଏ ୨୫ ଜଣ ଗିରଫ ହୋଇଛନ୍ତି। କିଛି ଦିନ ପୂର୍ବରୁ ମୁମ୍ବାଇ ପୋଲିସ ଦିଲ୍ଲୀ ର ଏକ ଓକିଲ ବିଭୋର ଆନନ୍ଦ ଙ୍କୁ ସୁଶାନ୍ତ ସିଂହ ରାଜପୂତ ଏବଂ ଦିଶା ସାଲିୟାନ ଙ୍କ ମିଛ ଖବର ପ୍ରଚାର କରିଥିବାରୁ ଧରିନେଇଛି।

ବିଚାର ଯୋଗ୍ୟ ଏହି କି ସୁଶାନ୍ୟତ ସିଂହ ରାଜପୂତ ୧୪ ଜୁନ କୁ ମୁମ୍ବାଇ ସ୍ତିତ ବାନ୍ଦ୍ରା ଫ୍ଲାଟ ର ଫଂଖା ରେ ଲଟକି ଥିବାର ମିଳିଥିଲେ। ପୋଲିସ କୁ ତାଙ୍କ ରୁମ୍ ରୁ କୌଣସି ଆତ୍ମହତ୍ୟା ର ନୋଟସ୍ ମିଳି ନଥିଲା। ମୁମ୍ବାଇ ପୋଲିସ ଜାଞ୍ଚ ର ପ୍ରଥମ ରୁ କହିଥିଲେ କି ଏହା ଆତ୍ମହତ୍ୟା ଅଟେ। ପୋସ୍ଟମାର୍ଟମ ରିର୍ପୋଟ ରେ ମଧ୍ୟ ନିଶ୍ବାସ ବନ୍ଦ ହୋଇ ମୃତ୍ୟୁ ହୋଇଛି ବୋଲି ଦିଆ ଯାଇଥିଲା। ଯଦିଓ ଫୈଂସ ଓ ପରିବାର ଲୋକଙ୍କର ଦାବି ପରେ ଏହି କେସ ରେ ପ୍ରଥମେ ବିହାର ପୋଲିସ ଏବଂ ପୁଣି CBI ଜାଞ୍ଚ ଆରମ୍ଭ ହୋଇଥିଲା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *