ଓମ ଜୟ ଜଗଦୀଶ ର ଏ ଭଜନ ଶୁଣିଛନ୍ତି ?
ଆଫ୍ରିକୀ -ଆମେରିକାର ହଲିଉଡ଼ର ଅଭିନେତ୍ରୀ ଆଉ ଜଣା ଶୁଣା ଗାୟିକା ମେରୀ ମିଲବେନ ବୁଧବାର ଦିନ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ବିଶେଷ କରି ଭାରତୀୟ ଓ ଆମେରିକାଙ୍କୁ ଦୀପାବଳୀର ଶୁଭ କାମନା ଦେବା ପାଇଁ ” ଓମ ଜୟ ଜଗଦୀଶ ହରେ ” ଆରତୀ ଗାଇବାର ଏକ ଭିଡ଼ିଓ ସେୟାର କଲେ,ଯେଉଁଥିରେ ଖବର ଲେଖାଯିବା ପର୍ଯ୍ୟନ୍ତ ୟୁ ଟ୍ୟୁବରେ ୬ହଜାରରୁ ଅଧିକ ଭିୟୁଜ ଆଉ ଏକ ହଜାରୁ ଅଧିକ ଲାଇକ ମିଳିସାରିଲାଣି | ଲୋକମାନେ ଏହି ଗୀତକୁ ପସନ୍ଦ କରୁଛନ୍ତି ଓ ମେରୀଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି |
ଇଏ ମୋ ପାଇଁ ସୌଭାଗ୍ୟଠୁ କିଛି କମ ନୁହେଁ :
So blessed to perform virtually for #Diwali2020 and can’t wait to share with you.#Diwali is a moment where the world gathers in celebration of new harvest, gratefulness for prosperity, and celebrating light over darkness through the beauty of lamps.
Stay tuned…11.12.20 pic.twitter.com/7DZkPDXBv0
— Mary Millben (@MaryMillben) November 11, 2020
ମେରୀ ବୁଧବାର ଦିନ ଟୁଇଟର ରେ ଭିଡ଼ିଓ ର ଛୋଟ କ୍ଲିପ୍ ସେୟାର କରି ଲେଖିଲେ, ଦିୱାଲି ୨୦୨୦ ପାଇଁ ଭର୍ଚୁଆଲ ପ୍ରଦର୍ଶନ କରିବା ମୋ ପାଇଁ କୌଣସି ସୌଭାଗ୍ୟ ଠାରୁ କମ୍ ନୁହେଁ। ଦୀପାବଳି ଏକ ଏମିତି ସମୟ ଅଟେ, ଯେତେ ବେଳେ ଦୁନିଆ ଏକା ସାଙ୍ଗରେ ମିଶିକି ନୂଆ ସୁଖ ସମୃଦ୍ଧି ପାଇଁ ଦିପକର ଆଲକର ସାଥିରେ ଅନ୍ଧକାରକୁ ମିଟେଇବାକୁ ଏହି ଉତ୍ସବ ପାଳନ କରୁଛନ୍ତି ।
ସୁନ୍ଦର ଭିଡ଼ିଓ:
So blessed to perform virtually for #Diwali2020 and can’t wait to share with you.#Diwali is a moment where the world gathers in celebration of new harvest, gratefulness for prosperity, and celebrating light over darkness through the beauty of lamps.
Stay tuned…11.12.20 pic.twitter.com/7DZkPDXBv0
— Mary Millben (@MaryMillben) November 11, 2020
ବହୁତ ବଢିଆ ଗାଇଲେ ଆପଣ:

ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ:
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।