ଅଷ୍ଟ୍ରେଲିଆରେ ରହୁଥିବା ଆନା ଏବଂ ଲୁସି ଡିସିଙ୍କ ଯା-ଆଁ-ଳା ଭଉଣୀ । କିନ୍ତୁ ସେମାନଙ୍କର ଗୋଟିଏ ମନ୍ତ୍ର ” ଦୁଇଟି ଶରୀର କିନ୍ତୁ ଗୋଟିଏ ଜୀବନ ବୋଲି କହିଛନ୍ତି ” । କାରଣ ସେମାନେ ସବୁ କାର୍ଯ୍ୟ ସାଙ୍ଗରେ କରିବାକୁ ପସନ୍ଦ କରନ୍ତି । ଏପରିକି ସେମାନଙ୍କ ପ୍ରେମିକ ମଧ୍ୟ ଜଣେ ।
ଏହି ଦୁଇ ଭଉଣୀ କିଛିଦିନ ପୂର୍ବରୁ ଟିଏଲସୀ ଏକ୍ସଟ୍ରିମ ସିସ୍ଟର ନାମକ ଏକ ଶୋ ରେ ନଜର ଆସିଥିଲେ । ଏହି ଭଉଣୀଙ୍କ ବିଷୟରେ ଦାବିକରାଯାଉଛି କି ଏମାନେ ବିଶ୍ୱର ସବୁଠାରୁ ନିକଟତମ ଯା-ଆଁ-ଳା ଭଉଣୀ ବୋଲି । ସେ ମଧ୍ୟ ଏକା ସହିତ ଗର୍ଭବତୀ ହେବାକୁ ଚାହୁଁଛନ୍ତି ।
ଲୁସି ଏବଂ ଆନା ଏକା ସାଙ୍ଗରେ ଖାଦ୍ୟ ଖାଇଥାନ୍ତି,ଏକା ଭଳି ଡ୍ରେସ, ବ୍ୟାୟାମ, ସ୍ନାନ, ଶୌଚାଳୟ ଏବଂ ବେଡ଼ରେ ଏକା ସାଙ୍ଗରେ ଶୋଇଥାନ୍ତି । ସେଥିପାଇଁ ଦୁଇ ଭଉଣୀଙ୍କ ମଧ୍ୟରେ ପାର୍ଥକ୍ୟ କରିବା ବ-ଡ କ-ଷ୍ଟ-ସା-ଧ୍ୟ ।
ଏହିଭଳି ସେମାନଙ୍କର ପ୍ରେମିକ ମଧ୍ୟ ଜଣେ । 40 ବର୍ଷର ବେନ ଆନା ଏବଂ ଲୁସି ସହ ଶୋଇଥାଏ । ସେମାନେ ଉଭୟ ବେନର ଶିଶୁ ସହିତ ଗର୍ଭବତୀ ହେବାକୁ ଚାହୁଁଛନ୍ତି । କିନ୍ତୁ ଅଷ୍ଟ୍ରେଲିଆର ନି-ୟ-ମ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି ।
କୁହାଯାଉଛି କି ଲୁସି ଏବଂ ଆନା 2012 ମସିହାରେ ବେନଙ୍କୁ ଭେଟିଥିଲେ । ବୃତ୍ତିରେ ସେ ଜଣେ ମେକାନିକ । ତାଙ୍କୁ ଦେଖି ଦୁଇ ମହିଳା ଆ-କ-ର୍ଷି-ତ ହେଇଯାଇଥିଲେ । ସେମାନେ ବେନଙ୍କୁ ବାହାହେବାକୁ ଚାହୁଁଛନ୍ତି କିନ୍ତୁ ଅଷ୍ଟ୍ରେଲିଆର ନି-ୟ-ମ ଅନୁଯାୟୀ ସେମାନେ ବାହା ହୋଇପାରିବେ ନାହିଁ ।
1961 ମସିହା ଅଷ୍ଟ୍ରେଲିଆ ବିବାହ ନି-ୟ-ମ ଅନୁସାରେ, ଜଣେ ବ୍ୟକ୍ତି ଦୁଇଟା ବିବାହ କରିପାରିବ ନାହିଁ । ରିଆଲିଟି ଦୂରଦର୍ଶନ ଶୋ ରେ ଏହି ବିଷୟରେ ବାର୍ତ୍ତା ଦେଇ ଦୁଇ ଭଉଣୀ ଭାବପ୍ରବଣ ହୋଇଯାଇଥିଲେ । କାରଣ କିଛି ସମୟରୁ ପୂର୍ବରୁ ସେମାନେ ବାହାହେବାକୁ ପ୍ରସ୍ତୁତ ହୋଇଥିଲେ ।
ଅଷ୍ଟ୍ରେଲିଆ ଦୂରଦର୍ଶନ ହୋ-ଷ୍ଟ ଡେଭ ହ୍ୟୁଜଙ୍କ ସହ ବର୍ତ୍ତା-ଳାପ ପରେ ଏମାନେ କହିଛନ୍ତି କି ସେ ଦୁହେଁ ଯା-ଆଁ-ଳା ବୋଲି । ସେମାନେ ବେନଙ୍କୁ ବାହାହେବାକୁ ଚାହୁଁଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ନି-ୟ-ମ ଏହାକୁ ବି-ରୋ-ଧ କରୁଛି । ସେମାନେ ନେ ଏକ ଅ-ଦ୍ଭୁ-ତ ସମସ୍ୟା ସହ ସ-ଙ୍ଘ-ର୍ଷ କରୁଛନ୍ତି ।
ଲୁସି ଏହି ବିଷୟରେ କହିଛି ଗୋଟିଏ ପ୍ରେମିକ ସହ ହେବା ଅର୍ଥାତ ସେମାନେ ସମସ୍ତେ ସାଙ୍ଗରେ ରହିପାରିବେ ଏବଂ ତାଙ୍କ ସ-ମ୍ପ-ର୍କରେ କୌଣସି ଇ-ର୍ଷା ରହିବ ନାହିଁ । ସେମାନେ କହିଛନ୍ତି କି ବେନ ସବୁବେଳେ ସେମାନଙ୍କୁ ଖୁସିରେ ରଖିବାକୁ ଚେ-ଷ୍ଟା କରନ୍ତି ।
ଦି ସନ ସହ ବା-ର୍ତ୍ତା-ଳା-ପ ବେଳେ ଲୁସି ଏବଂ ଆନା କହିଥିଲେ କି ଯଦି ସେମାନେ ଆସିବେ ଗୋଟିଏ ପେକେଜରେ ଏବଂ ତାଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ଆଶା ରଖିବେ ନାହିଁ ଏକଥା ସେ ବେନଙ୍କୁ କହିଥିଲେ । ଯଦିଓ ସେମାନେ ବେନଙ୍କର ଉତ୍ତର ଶୁଣି ଖୁସି ହୋଇଯାଇଥିଲେ ।
ବେନ ସେମାନଙ୍କୁ କହିଥିଲେ କି ସେ ସେମାନଙ୍କର ବନ୍ଧନକୁ ବୁଝନ୍ତି । ତାଙ୍କୁ ଦୁଇଜଣଙ୍କ ସହ ସମ୍ପର୍କ ରଖିବାରେ କୌଣସି ଅସୁବିଧା ନାହିଁ । ଲୁସି କହିଛନ୍ତି କି ଆରମ୍ଭ ଦିନମାନଙ୍କରେ ସେମାନେ ନ-ର୍ଭ-ସ ଥିଲେ କିନ୍ତୁ ଏବେ ସବୁ ଠିକ ହୋଇଯାଇଛି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।