ଏକତା କାପୁରଙ୍କୁ ଟିଭି ଇଣ୍ଡଷ୍ଟ୍ରି ର କୁଇନି ବୋଲି କୁହାଯାଏ। ସେ କେତେକ ଫିଲ୍ମ ଟିଭି ସିରିଏଲ୍ସ ଇଣ୍ଡଷ୍ଟ୍ରିକୁ ଦେଇ ସାରିଛନ୍ତି। ତାଙ୍କର ବହୁତ ସିରିଏଲ ଏବେ ମଧ୍ୟ ଚାଲିଛି। ସେଇଠି ଓ୍ବେବ ସିରିଜରେ ଏକତା କାପୁର ଧମାଲ କରୁଛନ୍ତି। ସେ ଗୋଟିଏ ପରେ ଗୋଟେ ଓ୍ବେବ ସିରିଜ ଆଣୁଛନ୍ତି। ବର୍ତ୍ତମାନ ସେ ଓ୍ବେବ ସିରିଜିର ” ପୌରଷପୁର ” କୁ ନେଇ ଚର୍ଚ୍ଚାର ବିଷୟ ବନିଛନ୍ତି। ଏଥିରେ କାମ କରୁଥିବା କଳାକାର ମାନେ ମଧ୍ୟ ବହୁତ ଖୁସିରେ ଅଛନ୍ତି।
ଓ୍ବେବ ସିରିଜର ” ପୌରଷପୁର ” କୁ ବର୍ତ୍ତମାନରେ ଲଞ୍ଚ କରଯାଇଛି। ଏହାକୁ ବହୁତ ପସନ୍ଦ କରାଯାଉଛି। ଏହି ଓ୍ବେବ ସିରିଜର ଲିଡରେ ଅନ୍ନୁ କାପୁର ଏବଂ ଅଭିନେତ୍ରୀ ଅସ୍ମିତା ବଖ୍ଶୀ କାମ କରିଛନ୍ତି। ଅସ୍ମିତା ରାଣୀ ଉମଙ୍ଗଲତା ନାମକ ରୋଲ କରିଛନ୍ତି , ସେଇଠି ଅନ୍ନୁ କାପୁର ଏକ ସେ-କ୍ସ ଏଡିକ୍ଟ ରାଜାଙ୍କ ରୋଲ କରିଛନ୍ତି। ତାଙ୍କ ନାମ ଭଦ୍ର ପ୍ରତାପ ସିଂହ ଅଟେ।
ଏହି ଓ୍ବେବ ସିରିଜର ଏକ ସିନକୁ ନେଇ ବେଶୀ ଚର୍ଚ୍ଚା ଚାଲିଛି। ଏକ ସିନରେ ଅଭିନେତ୍ରୀ ଅସ୍ମିତା ବଖ୍ଶୀଙ୍କୁ ଅଭିନେତା ଅନ୍ନୁ କାପୁରଙ୍କ ସହିତ ଏଣ୍ଟିମେଟରେ ଦେଖା ଯାଇଛି। ଦୁଇ ଜଣଙ୍କର ଏହି ବୋଲ୍ଡ ସିନ ବହୁତ ଚର୍ଚ୍ଚାରେ ଅଛି। ଅସ୍ମିତା ଏହି ସିନକୁ ନେଇ ଏବଂ ଫିଲ୍ମରେ ନିଜର ଅନୁଭବକୁ ନେଇ ଏବଂ ଫ୍ୟାମିଲର ପ୍ରତିକ୍ରିୟା ପାଇଁ ଏକ ସାକ୍ଷାତକାରର କଥା କହିଛନ୍ତି।
ଅନ୍ନୁ କାପୁର ସିନକୁ କଲେ କମ୍ଫର୍ଟେବଲ..
ଅସ୍ମିତା ଏବଂ ଅନ୍ନୁଙ୍କ ସେ-କ୍ସ ସିନ ଓ୍ବେବ ସିରିଜିର ପ୍ରଥମ ଏପିସୋଡରେ ଦେଖା ଯାଇଛି। ଦର୍ଶକ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହାର ବହୁତ ଚର୍ଚ୍ଚା ହେଉଛି। ସେ-କ୍ସ ସିନକୁ ନେଇ ଅସ୍ମିତା ଏକ ଇର୍ଣ୍ଟ୍ରବ୍ୟୁରେ କହିଛନ୍ତି , ଅନ୍ନୁ କାପୁର ଏହି ସିନକୁ ଆରମ ଦାୟକ ବନେଇଛନ୍ତି। ତାଙ୍କ ଅନୁସାରେ ଏହା ସେ-କ୍ସ ନୁହେଁ ବଂର କପୁରଙ୍କ ସହିତ ତାଙ୍କର ଲଭମେକିଙ୍ଗ ଥିଲା ଏବଂ ଏହା ରାଣି ଉମଙ୍ଗଲତାର ରାଜ ଭଦ୍ରପ୍ରତାପ ସିଂହଙ୍କ ସହିତ ପ୍ରଥମ ରାତି ମଧ୍ୟ ଥିଲା। ଅନ୍ନୁ କପୁର ମତେ ଅନକମ୍ଫର୍ଟେବୁଲ ଅନୁଭବ କରିବାକୁ ଦେଇ ନାହାଁନ୍ତି।
ପିଠିରେ ଲଗେଇଥିଲେ ଅଶିଳ ମୋମ
ଅସ୍ମିତା ଅଉ ଏକ ମଜାଳିଆ କଥାର ଖୁଲାସା କରିଥିଲେ କହିଥିଲେ , ଯେଉଁ ସିନରେ ତାଙ୍କ ପିଠିରେ ଗରମ ତରଳିବା ମହମ ଲଗା ଯାଇଥିଲା , ତାହା ବହୁତ କଷ୍ଟଦାୟକ ଥିଲା। ତାଙ୍କ ଅନୁସାରେ ଏହି ସିନ ସବୁଠାରୁ ବହୁତ କଷ୍ଟଦାୟକ ଅଂଶ ଥିଲା । ତାଙ୍କ ପିଠିରେ ଅସଲି ମହମ ଲଗା ଯାଇଥିଲା ନା କି ଆର୍ଟିଫିଶିଆଲ । ଯେତେବେଳ ତାଙ୍କ ପିଠିରେ ମହମ ଲଗା ଯାଇଥିଲା ସେତେବେଳେ ସେ କିଛି ବି ପିନ୍ଧି ପାରିନଥିଲେ। ସେ ଏହି ସମୟରେ ସିଲିକନ ସିଟରେ କଭର ଥିଲେ ଯେଉଁଥିରେ ପ୍ରଭାବ ଅଳ୍ପ କମ ଥିଲା।
ବାପା ଦେଇଥିଲେ ଏପରି ପ୍ରତିକ୍ରିୟା
View this post on Instagram
ଏହି ଓ୍ବେବ ସିରିଜର ଟ୍ରେଲର ବିଷୟରେ ଅସ୍ମିତାଙ୍କ ବାପାଙ୍କର କ’ଣ ପ୍ରତିକ୍ରିୟା ଥିଲା ସେ ଏକ ଇର୍ଣ୍ଟ୍ରବ୍ୟୁରେ କହିଛନ୍ତି, ସେ କହିଛନ୍ତି କି ମୋ ବାପା ପୌରଷପୁର ର ଟ୍ରେ୍ଲର ଦେଖିଲେ ଏବଂ ତାଙ୍କୁ ବହୁତ ପସନ୍ଦ ଆସିଛି। ଅସ୍ମିତା କହିଛନ୍ତି ମତେ ବାପାଙ୍କ ରିୟାକ୍ସନରେ ସନ୍ଧେହ ଥିଲା କିନ୍ତୁ ସେ କହିଥିଲେ କି ଓ୍ବେବ ସିରିଜର ଦେଖିବା ପାଇଁ ସେ ଅପେକ୍ଷା କରିଛନ୍ତି। ଅସ୍ମିତିଙ୍କ ବାପା କହିଛନ୍ତି କି ଅଲଗା ପ୍ରକାଳ ରୋଲ ପାଇଁ ସେ ଦ୍ବୋନ୍ଦରେ ନ ରୁହନ୍ତୁ। ଅସ୍ମିତ ଏବଂ ଅନ୍ନୁଙ୍କ ସହିତ ପୌରଷପୁରର ଲିଡ ରୋଲରେ ମିଲିନ୍ଦ ସୋମନ, ଶିଳ୍ପା ଶିନ୍ଧେ ଏବଂ ପଓଲୋମୀ ଦାସ ମଧ୍ୟ ଅଛନ୍ତି।
ଶିଳ୍ପା ସିନ୍ଧେ କଲେ ଓଟିଟି ଡେବ୍ୟୁ
ଟିଭି ଅଭିନେତ୍ରୀ ଏବଂ ବିଗ ବସ ୧୧ର ବିଜେତା ଶିଳ୍ପା ସିନ୍ଧେ ଅଲ୍ଟ ବାଲାଜି ଏବଂ ଜି 5 ର ଓ୍ବେବ ସିରିଜି ପୌରଷପୁରରୁ ଓଟିଟି ପ୍ଲେଫର୍ମ୍ସରେ ପଦାର୍ପଣ କରିଛନ୍ତି। ଶିଳ୍ପା ସିନ୍ଧେ ରାଣୀ ମିରାବତୀଙ୍କ ରୋଲରେ ଦେଖିବାକୁ ମିଳିଛନ୍ତି।
ସେଇଠି ଶିଳ୍ପା ସିନ୍ଧେଙ୍କ କଥା କହିବାକୁ ଗଲେ ତ ସେ ପୌରଷପୁରରେ ଏକ ଟ୍ରାନ୍ସଜେଣ୍ଡର ବାରିୟର ରୋଲରେ ଅଛନ୍ତି , ଯିଏ ଶିଳ୍ପା ସିନ୍ଧେଙ୍କ ସହ ମିଶି ରାଜାଙ୍କ ସହ ଲଢେଇ କରନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।