ପଞ୍ଚକୁଲା, ହରିଆନା: ଦେଶରେ କେତେ ଦେବୀଙ୍କ ମନ୍ଦିର ଅଛି, ଯାହା ବିଷୟରେ କୁହାଯାଇଥାଏ କି ସେଠାରେ ଚମତ୍କାର ଦେଖିବାକୁ ମିଳିଥାଏ। ଏମିତି ହିଁ ଏକ ମନ୍ଦିର ଅଛି ପଞ୍ଚକୁଲା ସ୍ଥିତି ମା ମନସା ଦେବୀଙ୍କ ମନ୍ଦିର। ଭକ୍ତିଙ୍କ ଦେବୀ ମା ମନସା ଙ୍କ ବିଷୟରେ କୁହାଯାଉଅଛି କି ସେଠାକୁ ଯାଇ ଯିଏ ବି ୪୦ ଦିନ ଯାଏ ଲଗାତର ପୂଜା ଅର୍ଚ୍ଚନା କରିଥାଏ ନହେଲେ ମା ଙ୍କ ଆର୍ଶୀବାଦ ନେଇଥାଏ, ତାହର ସବୁ ମନସ୍କାମନା ପୁରା ହୋଇଥାଏ। ଏହି ମନ୍ଦିର ସହ ଏକ ଧାର୍ମିକ କଥା ଯୋଡ଼ା ହୋଇଛି। ଏହାର ଅନୁସାରେ, ମା ପାର୍ବତୀ ଯେତେବେଳେ ନିଜ ପିତା ଓ ହିମାଳୟର ରାଜା ଦକ୍ଷଙ୍କ ଘରେ ଆୟୋଜିତ ଅକ୍ଷମେଧ ଯଜ୍ଞରେ ବିନା ନିମନ୍ତ୍ରଣ ରେ ପହଞ୍ଚିଥିଲେ, ସେଠି ତାଙ୍କର ସ୍ବାଗତ କରାଗଲା ନାହିଁ।
ଏଥିରେ କ୍ରୋଧିତ ହୋଇ ମା ପାର୍ବତୀ ଯଜ୍ଞ କୁଣ୍ଡକୁ ଡେଇଁ ପଡ଼ିଥିଲେ। ଯେତେବେଳେ ଏହା ସୂଚନା ଭଗବାନ ଶିବଙ୍କୁ ଜଣା ପଡ଼ିଲା, ସେତେବେଳେ ସେ ସତୀ ଙ୍କ ଶରୀର ନେଇ ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ। ଭଗବାନ ଶିବଙ୍କୁ ଶାନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ। ସେଥିରୁ ଗୋଟେ ଖଣ୍ଡ ସେଠି ପଡ଼ିଯାଇଥିଲା। ଆଗକୁ ପଢନ୍ତୁ ମା ମନସା ଦେବୀଙ୍କ ମନ୍ଦିରର କାହାଣୀ..
ଯେଉଁ ଜାଗା ଗୁଡିକରେ ସତୀଙ୍କ ଶରୀରର ଅଙ୍ଗ ପଡ଼ିଥିଲା, ସେଠି ଶାନ୍ତିପୀଠ ର ସ୍ଥାପନ ହେଲା। କୁହାଯାଉଛି କି ମନସା ଦେବୀଙ୍କ ମନ୍ଦିର ରେ ସବୁ ମନସ୍କାମନା ପୂରଣ ହୋଇଥାଏ।
ପଞ୍ଚକୁଲା ର ଶିବାଲିକ ପାହାଡ଼ରେ ସତୀଙ୍କ ମୁଣ୍ଡର ଅଂଶ ପଡ଼ିଥିଲା। ସେଠି ନବରାତ୍ରି ରେ ବହୁତ ଭିଡ଼ ହୋଇଥାଏ।
ମନ୍ଦିରର ରକ୍ଷଣାବେକ୍ଷଣ ଓ ବ୍ୟବସ୍ଥାଗୁଡିକ ପାଇଁ ସରକାର ଶ୍ରୀମାତା ମନସା ଦେବୀ ଙ୍କ ପୂଜାସ୍ଥଳ ର ବୋର୍ଡ ସ୍ଥାପନ କରିଛନ୍ତି।
ମନସା ଦେବୀଙ୍କ ମନ୍ଦିର ଚଣ୍ଡୀଗଡ଼ ରୁ ୧୦ କିଲୋମିଟର ଦୂରତା ଅଟେ। ଏହା ନିକଟରେ ରେଳ ଷ୍ଟେସନ ଓ ଚଣ୍ଡୀଗଡ଼ର ଏୟାରପୋର୍ଟ ଅଛି।
କୋରୋନା ର କାରଣରୁ ଏଥର ସେଠାକାର ବ୍ୟବସ୍ଥା ଗୁଡିକରେ ପରିବର୍ତ୍ତିତ କରାଯାଇଛି। ଏଥିପାଇଁ ମାସ୍କ ପିନ୍ଧିକି ଯାଆନ୍ତୁ। ସାମାଜିକ ଦୂରତା ପାଳନ କରନ୍ତୁ।
ମାଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମା ମନସା ଦେବୀ “