ବିଗବସ ୧୨ ‘ ବିଜେତା ଦୀପିକା କକରଙ୍କୁ ସୋଏବ ଇବ୍ରାହିମ୍ ପ୍ରପୋଜ କରିଥିଲେ। ଦୀପିକା ଏବଂ ସୋଏବ ଙ୍କ ସହିତ ‘ ସସୁରାଲ ସିମର କା ‘ ରେ ଦେଖିବାକୁ ମିଳିଥିଲା। ଏହିଠାରୁ ଦୁଇ ଜଣଙ୍କର ପ୍ରେମ ଆରମ୍ଭ ହୋଇଥିଲା।
ରାହୁଲ ବୈଦ୍ୟ ‘ବିଗବସ ୧୪’ ରେ ନିଜର ପ୍ରେମିକାକୁ ନେସନାଲ ଟେଲିଭିଜନରେ ପ୍ରପୋଜ କରିଥିଲେ। ରାହୁଲ ବୈଦ କହିଛନ୍ତି କି ତାଙ୍କ ଜୀବନରେ ଜଣେ ବହୁତ ଖାସ ମଣିଷ ଅଛନ୍ତି ଯାହାଙ୍କ ନାମ ଦିଶା ପରମାର ଅଟେ। ଶୋ ରେ ସେ କହିଥିଲେ ଏହି ଦିନ ସେ କେବେ ବି ଭୁଲି ପାରିବେ ନାହିଁ।
‘ବିଗବସ ୧୦’ ରେ ବିକ୍ରାନ୍ତ ସବୁ ଘର ଲୋକଙ୍କ ଆଗରେ ମୋନାଲିସାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ମୋନାଲିସା ଭୋଜପୁରି ସୁପରଷ୍ଟାର ଅଟନ୍ତି।
‘ବିଗବସ ୯ ‘ ପ୍ରିନ୍ସ ନରୂଲା ଏବଂ ୟୁବିକା ଚୌଧୁରୀ ଦେଖା ବିଗବସ ଘରେ ହୋଇଥିଲା। ପ୍ରିନସ ସବୁ ଘର ଲୋକ ଏବଂ ଫ୍ୟାନ୍ସ ମାନଙ୍କ ଆଗରେ ଟିଭିରେ ପ୍ରପୋଜ କରିଥିଲେ ଯାହା ପରେ ପରସ୍ପର ପରସ୍ପରକୁ ଡେଟ କରିଥିଲେ।
‘ବିଗବସ ୧୩’ ଆସିମ ରିୟାଜ ହିମାନ୍ସି ଖୁରାନାଙ୍କୁ ଘର ଲୋକମାନଙ୍କ ସମ୍ମାନରେ ପ୍ରପୋଜ କରିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।