ପ୍ରେମ ବିଶ୍ୱର ସବୁଠାରୁ ସର୍ବୋତ୍ତମ ଜିନିଷ ଅଟେ । ଯେତେବେଳେ ଏହି ପ୍ରେମ ଦୁଇ କପଲଙ୍କ ମଧ୍ୟରେ ହୋଇଥାଏ ତେବେ ସେମାନଙ୍କ ମଧ୍ୟରେ ରୋମାନ୍ସ ମଧ୍ୟ ବଢିଥାଏ । ଯଦି ପ୍ରେମରେ ରୋମାନ୍ସର ଅଭାବ ଥାଏ ତାହେଲେ ଏହା ଫିକା ପଡ଼ିବାକୁ ଲାଗେ । ସେଥିପାଇଁ ପ୍ରତ୍ୟେକ ସଂପର୍କରେ ରୋମାନ୍ସ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । କିନ୍ତୁ ରୋମାନ୍ସକୁ ନେଇ ବୟସ ମଧ୍ୟ ଖୁବ ଗରୁତ୍ୱପୂର୍ଣ ଅଟେ । ଏକ ନିର୍ଦ୍ଦିଷ୍ଟ ସମୟରେ ରୋମାନ୍ସ କରିବାର ଇଚ୍ଛା ଅତ୍ୟନ୍ତ ତୀବ୍ର ହୋଇଥାଏ ।
ଆଜିର ଆଧୁନିକ ଯୁଗରେ ଝିଅମାନେ କମ ବୟସର ପ୍ରମିକ ବନେଇବା ଆରମ୍ଭ କରିଛନ୍ତି । ଯଦିଓ ଏହି କପଲଙ୍କ ମଧ୍ୟରେ ରୋମାନ୍ସ କମ ହୋଇଥାଏ । ଯଦି ହୋଇଥାଏ ତାହେଲେ କୌଣସି ପାଗଳତା ଏବଂ ଉତ୍ସାହ ହୁଏ ନାହିଁ । ଆଜି ଆମେ ଆପଣନଙ୍କୁ କହିବୁ କି କେଉଁ ସମୟରେ ଝିଅମାନେ ସବୁଠାରୁ ଅଧିକ ରୋମାନ୍ସ କରିବାକୁ ପସନ୍ଦ କରନ୍ତି ।
ସାଧାରଣତଃ ଆମେ ଭାବୁ ଯେ 20 ରୁ 22 ବର୍ଷର ଝିଅମାନେ ଅଧିକ ରୋମାଣ୍ଟିକ ଅଟନ୍ତି । କିନ୍ତୁ ଏହା ମିଥ୍ୟା ଅଟେ । ଗତ କିଛି ଦିନରେ ଝିଅମାନଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଚକିତ କଲା ଭଳି ବିଷୟ ପ୍ରକାଶ କରାଗଲା । ଏହି ଅନୁସନ୍ଧାନରେ କେବଳ 2600 ଝିଅ ମିଶିଥିଲେ । ସେମାନଙ୍କର ବୟସ ଭିନ୍ନ ଭିନ୍ନ ଥିଲା । ଏହା ଭିତରେ 35 ରୁ 40 ବର୍ଷିୟ ଝିଅମାନେ ସ୍ୱୀକାର କରିଛନ୍ତି କି ଏହି ବୟସରେ ସେମାନଙ୍କୁ ରୋମାନ୍ସ କରିବାକୁ ଅଧିକ ମଜା ଲାଗେ ।
35 ରୁ 40 ବର୍ଷର ଝିଅମାନଙ୍କ ରୋମାନ୍ସ କରିବାର ଇଚ୍ଛା ଶିଖରରେ ଥାଏ । ଏହି ବୟସରେ ଶାରୀରିକ ସମ୍ପର୍କକୁ ସେମାନେ ଖୁବ ଉପଭୋଗ କରନ୍ତି । ଏହି ବୟସର ମହିଳାମାନଙ୍କର ରୋମାନ୍ସ ପାଇଁ ଅଧିକ ଇଚ୍ଛା ଥାଏ । ଏଥିପାଇଁ ଯଦି ଆପଣ ଏକ ପୁରୁଷ ଅଟନ୍ତି ଏବଂ ଆପଣ ଯଦି ଏକ ମହିଳା ସହ ଏକ ରୋମାଣ୍ଟିକ ମୁହୂର୍ତ୍ତ ବିତାଇବାକୁ ଚାହୁଁଛନ୍ତି ତେବେ 35 ରୁ 40 ବର୍ଷିୟ ମହିଳା ଏକ ଉତ୍ତମ ବିକଳ୍ପ ହେବ ।
ଏହି ବୟସରେ ରୋମାଣ୍ଟିକ ହେବାର ଗୋଟିଏ କାରଣ ମଧ୍ୟ ହୋଇପାରେ ଯେ ସେମାନେ ଅଧିକ ପରିପକ୍ୱ ହୋଇଯାଆନ୍ତି । ଆରମ୍ଭରେ ସମ୍ପର୍କ ସ୍ଥାପନ କରିବାରେ ସାମାନ୍ୟ ଅସୁବିଧା ହୋଇପାରେ । ଯେତେବେଳେ କମ ବୟସରେ ସେମାନେ ଆରମ୍ଭ କରନ୍ତି , ସେତେବେଳେ ସେମାନଙ୍କୁ ରୋମାନ୍ସକୁ ନେଇ ଅଭିଜ୍ଞତା କମ ହୋଇଥାଏ । 35 ରୁ 40 ବର୍ଷକୁ ଆସିବାପରେ ଏହି ସବୁ ଜିନିଷରେ ସେମାନେ ପାରଙ୍ଗମ ହୋଇଯାଆନ୍ତି । ସେମାନଙ୍କ ଭିତରେ ଲଜ୍ଜା ମରିଯାଏ । ସେ ନିଜ ସାଥି ସହ ଖୋଲା ସମ୍ପର୍କ ଉପଭୋଗ କରିବାକୁ ସକ୍ଷମ ଅଟନ୍ତି ।
ଏହି ବୟସ ସୁଦ୍ଧା ସେମାନେ ବିଭିନ୍ନ ଟିପ୍ସ ଏବଂ କୌଶଳ ମଧ୍ୟ ଜାଣିନିଅନ୍ତି । ଏହି କାରଣରୁ 35 ରୁ 40 ବର୍ଷିୟ ମହିଳାମାନେ ରୋମାନ୍ସ ବିଷୟରେ ଅଧିକ ବୁଝିପାରନ୍ତି । ଏହି ଗବେଷଣା ବିଷୟରେ ଅପଣଙ୍କର ମତାମତ କଣ ? କଣ ଆପଣ ଏଥିରେ ସହମତ ?