ସୁପରଷ୍ଟାର ଅନୁଭବଙ୍କୁ ପୁଣି ମିଳିଲାନି ଟିକେଟ, ବିଜେଡି ଛାଡି ବିଜେପିରେ ମିଶିବା ହେଲା କି ଫଳପ୍ରଦ?
ବିଜେଡିରୁ ବିଜେପିକୁ ଆସି ଠକି ହଲେ କି ଅନୁଭବ ମହାନ୍ତି। ନାଁ ମିଳିଲା ଟିକେଟ ନାଁ ମିଳିଲା ଦାୟିତ୍ୱ। ଦିନେ ଶଙ୍ଖକୁ ଛାଡି ପଦ୍ମ ଧରିଥିଲେ। ହେଲେ ଆଜି ପଦ୍ମ ଵାଲା ବି ତାଙ୍କୁ ଠକି ଦେଲେ ବୋଲି ଚର୍ଚା ହେଉଛି। …
Read More