ବିକିନି କାରଣରୁ ଫିଲ୍ମରୁ ବାହାର ହୋଇ ଯାଇଥିଲେ ଆୟଶା ଜୁଲ୍କା, ଏବେ ଏପରି ଜୀବନ ବିତାଉଛନ୍ତି ଅମୀର ଏବଂ ଅକ୍ଷୟଙ୍କ ଅଭିନେତ୍ରୀ

୯୦ ଦଶକରେ ହିନ୍ଦୀ ସିନେମାରେ କେତେକ ଭଲ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆୟଶା ଜୁଲ୍କା। ଆୟଶା ବହୁତ କେତେକ ସୁପରହିଟ ହିନ୍ଦୀ ଫିଲ୍ମ କରିଛନ୍ତି। ୯୦ ଦଶକରେ ସେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଅମିର ଖାନଙ୍କ ସହିତ ଫିଲ୍ମ କରିଥିଲେ। କିନ୍ତୁ ସେ ବହୁତ ଜଲଦି ଫିଲ୍ମ ଜଗତରୁ ବାହାରକୁ ଚାଲି ଯାଇଥିଲେ।

ଆୟଶାଙ୍କ ଜନ୍ମ ୧୯୭୨ ମସିହା ଜୁଲାଈ ମାସ ୨୮ ତାରିଖରେ ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ହୋଇଥିଲା। ଆୟଶା ତାଙ୍କ ସମୟରେ କେତେକ ଫିଲ୍ମକୁ ରିଜେକ୍ଟ କରି ଦେଇଥିଲେ। ଏହାକୁ ନେଇ ଆୟଶା ବଡ ଖୁଲାସା କରିଥିଲେ। ସେ କେତେକ ଫିଲ୍ମକୁ ରିଜେକ୍ଟ କରିବା କାରଣ ବିଷୟରେ କହିଥିଲେ।

ଆୟଶା ଏକ ଇଣ୍ଟରବ୍ୟୁରେ ତାଙ୍କ ଫିଲ୍ମ ରିଜେକ୍ଟ କରିବାର କାରଣ ବିଷୟରେ କହିଥିଲେ। ସେ ଫିଲ୍ମ ‘ ରୋଜା ‘ କୁ ରିଜେକ୍ଟ ବିଷୟରେ କହିଛନ୍ତି କି ମଣିରତ୍ନମଙ୍କ ଫିଲ୍ମ ‘ ରୋଜା ‘ ନ କରିବାର ଅବଶୋଷ ମତେ ଆଜି ମଧ୍ୟ ହେଉଛି। ସମୟ ନଥିବାରୁ ମୁଁ ସେ ଫିଲ୍ମ କରି ପାରି ନଥିଲି।

ଆୟାଶା ଆଗକୁ କହିଛନ୍ତି କି ତାଙ୍କୁ ଫିଲ୍ମ ପ୍ରେମ କୈଦୀ ମଧ୍ୟ ଅଫର କରାଯାଥିଲା। ସେ ଏହି ଫିଲ୍ମ କରିବାକୁ ମଧ୍ୟ ମନା କରି ଦେଇଥିଲେ। କୁହାଯାଏ କି ରାମା ନାୟଡ୍ୟୁଙ୍କ ଏହି ଫିଲ୍ମରେ ଆୟେଶାଙ୍କୁ ଇଂଟ୍ରୋଡକ୍ଶନ ସିନରେ ବିକିନି ପିନ୍ଧିବାର ଥିଲା , ଏଥିପାଇଁ ସେ ସଜାଗ ନଥିଲେ ସେଥିପାଇଁ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ।

ଆୟଶା ଜୁଲ୍କା ଫିଲ୍ମରେ ଫେରିବା ବିଷୟରେ କହିଛନ୍ତି କି ତାଙ୍କୁ ଆଜି ମଧ୍ୟ ଫିଲ୍ମ ,ଓ୍ବେବ ସିରିଜ ଏବଂ ଟିଭିର ଅଫର ମିଳୁଛି କିନ୍ତୁ ସେ ସେତେବେଳେ ଫେରିବେ ଯେତେବେଳେ ତାଙ୍କୁ କୌଣସି ରୋଲ ପସନ୍ଦ ଆସିବ।

କୁହାଯାଏ କି ସେ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଜୈକୀ ସୈଫ , ଭାଗ୍ୟଶ୍ରୀ , ହେମା ମାଳିନୀ ଏବଂ ରବୀନା ଟଣ୍ଡନଙ୍କ ପରି ଜଣାଶୁଣା କଳାକାରଙ୍କ ସମ୍ପର୍କରେ ଅଛନ୍ତି। ସେ ଜୈକୀ ସୈଫଙ୍କ ବିଷୟରେ କହିଛନ୍ତି କି ଜୈକୀ ଦାଦା ସାମାଜିକ କାର୍ଯ୍ୟ କରୁଥାନ୍ତି। ତାଙ୍କୁ ପଶୁ , ପକ୍ଷୀ ବହୁତ ପସନ୍ଦ। ମୋ ସହିତ ମଧ୍ୟ ଏପରି। ଆମେ କେତେକ ସୋଶିଆଲ କଜରେ ମଧ୍ୟ ଜଡିତ। ଆୟଶା ବଲିଉଡ ପାର୍ଟିକୁ ମଧ୍ୟ ଆସନ୍ତି ନାହିଁ।

ଆୟଶା ୨୦୦୩ରେ ସମିର ଓ୍ବଶୀଙ୍କୁ ବିବାହ କରିଥିଲେ। ସେ କୁହନ୍ତି କି ତାଙ୍କର ପିଲା ନାହାଁନ୍ତି କାରଣ ସେ ଚାହୁଁ ନାହୁଁ ନଥିଲି। ସେ ବର୍ତ୍ତମାନ ବିଜନେସ ଦୁନୁଆରେ ନାମ କମାଉଛନ୍ତି। ସେ ମୈମରକ ଡେଭମେପର୍ସ ନାମକ କସ୍ଣ୍ଟ୍ରକ୍ଶନ କମ୍ପାନୀ ସମ୍ଭାଳୁଛନ୍ତି।

ଗୋଆରେ ଏକ ରିସର୍ଟ ମଧ୍ୟ ଆୟଶା ଚଲାଉଛନ୍ତି। ଏବଂ ସେ ହସ୍ପିଟେଲେଟୀ ସେବା ମଧ୍ୟ ପ୍ରଦାନ କରନ୍ତି। ମୁମ୍ବାଇରେ ତାଙ୍କର ଏକ ଅନନ୍ତା ନାମକ ସ୍ପା ଅଛି। ଏହି କାମରେ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରନ୍ତି।

Leave a Reply

Your email address will not be published. Required fields are marked *