ପ୍ରାଗର ପ୍ରାଣୀ ଉଦ୍ୟାନର(prague zoo) ଏକ ହାତୀର ପୁରୁଣା ଭିଡିଓ(old video an elephant )ଇଣ୍ଟରନେଟରେ ଭାଇ-ରାଲ ହେଉଛି । ଏହାର କାହାଣୀ ଅତ୍ୟନ୍ତ କୋତୁହଳପୂର୍ଣ୍ଣ ଅଟେ। ଗୋଟିଏ ହାତୀ ଦିନସାରା ଖେଳିବା ପରେ ସେ ଥକି ଯାଇ ବହୁତ ଗଭୀର ନିଦ୍ରା ରେ ସୋଇପଡ଼ିଲା
ପ୍ରାଗର ପ୍ରାଣୀ ଉଦ୍ୟାନର(prague zoo) ଏକ ହାତୀର ପୁରୁଣା ଭିଡିଓ(old video an elephant )ଇଣ୍ଟରନେଟରେ ଭାଇ-ରାଲ ହେଉଛି । ଏହାର କାହାଣୀ ଅତ୍ୟନ୍ତ କୋତୁହଳପୂର୍ଣ୍ଣ ହୋଇଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ରମେଶ ପାଣ୍ଡେ ନେ ଟ୍ୱିଟକରି ତାଙ୍କ ପୋଷ୍ଟର କ୍ୟାପସନରେ ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି। ଗୋଟିଏ ଦିନ ହାତୀର ପିଲା ଦିନସାରା ଖେଳିବା ପରେ ଥକି ଯାଇ ବହୁତ ଗଭୀର ନିଦ୍ରା ଶୋଇଲା ପଡିଲା। କିଛି ସମୟ ପରେ, ତାର ମା ତାକୁ ଭୂମିରେ ଶୋଇଥିବାର ଦେଖି ତାକୁ ନିଜ ଶୁଣ୍ଢ ଉଠେଇବାକୁ ଚେଷ୍ଟା କଲା, କିନ୍ତୁ ସେ ଉଠିଲା ନାହିଁ ।
ଯେତେବେଳେ ତାର ପିଲାଟି ଜାଗାତ୍ର ହୋଇନଥିଲା, ସେ ସାହାଯ୍ୟ ପାଇଁ ପ୍ରାଣୀ ଉଦ୍ୟାନର ଲୋକମାନଙ୍କୁ ଡାକିଲା, ଯେପରି ଆପଣ ଭାଇ-ରାଲ୍ ଭିଡିଓରେ ଦେଖିପାରିବେ । ତା’ପରେ ସେଠାକୁ ଆସିଥିବା ତଦାରଖକାରୀମାନେ ତାଙ୍କ ନିକଟକୁ ଯାଇ ତାଙ୍କୁ ହଲାଇଲେ। ତା ପରେ ହାତୀର ଛୁଆ ଉଠି ବୁଲିବାକୁ ଲାଗିଲା। ଉଠିବା ପରେ ସେ ସଙ୍ଗେ ସଙ୍ଗେ ତାର ମା ପାଖକୁ ଗଲା।
After running and frolicking, an elephant calf went into a slumber. Worried mother sought help of zoo keepers to wake him up. Elephants are intelligent and social animals and interesting to observe. An old video from Prague Zoo. pic.twitter.com/EFNnYe0FNc
— Ramesh Pandey (@rameshpandeyifs) March 5, 2021
ରମେଶ ପାଣ୍ଡେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଦୌଡିବା ଏବଂ ଚାଲିବା ପରେ ଏକ ହାତୀ ଛୁଆ ଗଭୀର ନିଦ୍ରାରେ ଶୋଇପଡିଲା। ତାର ମା ତାକୁ ଜାଗ୍ରତ କରିବା ପାଇଁ ପ୍ରାଣୀ ଉଦ୍ୟାନ ଲୋକଙ୍କ ସାହାଯ୍ୟ ନେଇଥିଲା। ହାତୀ ବୁଦ୍ଧିମାନ, ସାମାଜିକ ପ୍ରାଣୀ ଏବଂ ଦେଖିବା ପାଇଁ ଆକର୍ଷଣୀୟ । ପ୍ରାଗ୍ ପ୍ରାଣୀ ଉଦ୍ୟାନର ଏକ ପୁରୁଣା ଭିଡିଓ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।