ପେଟର ଚର୍ବି ଘିଅ ଭଳି ତରଲେଇ ଦେବ, ଆଜି ହିଁ ପ୍ରୟୋଗ କରନ୍ତୁ ଏହି ଉପାୟ

ଆଜିକାଲି ବହୁତ ଲୋକ ମୋଟା ପଣ କୁ ନେଇ ବହୁତ ଚିନ୍ତିତ ଅଛନ୍ତି। ପେଟରେ ଚର୍ବି ଅନେକ ଲୋକଙ୍କର ବଢ଼ିଥାଏ । ଯାହା ଫଳରେ ସେମାନେ ଅନେକ ପ୍ରକାର ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି।ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ର ଓଜନ କମ କରିବାରେ ସାହାଯ୍ୟ କରିବ ଏବଂ ଏହାକୁ ବନେଇବା ବହୁତ ସହଜ। ଆସନ୍ତୁ ଜାଣିବା କେମିତି ବନେଇବେ ଏବଂ କେମିତି ସେବନ କରିବେ।

google

ଏହି ଡ୍ରିଙ୍କ ଟି ବନେଇବା ବହୁତ ସହଜ। ପ୍ରଥମେ ଏକ ପାତ୍ର ଗ୍ୟାସ୍ ରେ ବସାନ୍ତୁ। ସେଥିରେ ଏକ ଗ୍ଲାସ ପାଣି ଢ଼ାଳନ୍ତୁ । ତାପରେ ସେଥିରେ ଦୁଇଟି ତେଜ ପତ୍ରକୁ ଭଲ ଭାବରେ ଧୋଇ ପକାନ୍ତୁ। ଏହାକୁ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। କାରଣ ତେଜ ପତ୍ରରେ ଯେଉଁ ପୋଶ୍ଵକ ତତ୍ତ୍ଵ ଥାଏ ଆପଣଙ୍କ ଅନେକ ପ୍ରକାର ସମସ୍ୟା କୁ ଦୁର କରିଥାଏ। ତା ପରେ ଗ୍ୟାସ୍ କୁ ବନ୍ଦ କରିଦେବେ । ତା ପରେ ଆପଣ ଏହାକୁ ଏକ ପାତ୍ର ସାହାଯ୍ୟରେ ଘୋଡାଇ ଦେବେ। ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦେବେ। ଥଣ୍ଡା ହେଲା ପରେ ଆପଣ ଏହାକୁ ଏକ ଗ୍ଲାସ କୁ ଛାଣି ନିଅନ୍ତୁ।

google

ଏହା ଆପଣଙ୍କ ୱେଟ କୁ କମ କରିବାରେ ବହୁତ ଅଧିକ ଲାଭ ଦାୟକ ଅଟେ। ଆସନ୍ତୁ ଜାଣିବା ଏହାକୁ ସେବନ କରିବେ। ଆପଣ ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ। ଏହା ଆପଣଙ୍କ ୱେଟ କମ କରିବାରେ ବହୁତ ଅଧିକ ଲାଭ ଦାୟକ ଅଟେ। ପ୍ରତି ଦିନ ସେବନ କରିବା ଦ୍ୱାରା ଆପଣଙ୍କ ଋତସ୍ରାବ ରେ ଅନିୟମିତତା, ଡାଇବେଟିସ,ଉଚ୍ଚ ରକ୍ତଚାପ ମଧ୍ୟ ଭଲ ହୋଇଥାଏ। ତେବେ ଆପଣ ଏହି ଡ୍ରିଙ୍କ କୁ ନିହାତି ସେବନ କରନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *