ବେଳେବେଳେ ଅ-ବୈ-ଧ ପ୍ରେମ ଅନେକଙ୍କ ଜୀ-ବ-ନକୁ ଦୁର୍ବି-ସହ କରିବା ସହ ହସିଲା ସଂସାର ଉ-ଜା-ଡି ଦେଇଥାଏ। କେବଳ ସେତିକି ନୁହେଁ ସାଧାରଣ ମଣିଷକୁ ହ-ତ୍ୟା-କାରୀ ସଜେଇବାକୁ ବାଧ୍ୟ କରେ। ଏହିଭଳି ଗୋଟିଏ ଘ-ଟ-ଣା ବେଙ୍ଗାଲୁରରୁ ସମ୍ମନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପ୍ରେମିକକୁ ହ-ତ୍ୟା କରିଛି। ଆଉ ତାକୁ ମା-ରି-ବା ପାଇଁ ସେ ଖଟ ତଳେ ୬ ଘଣ୍ଟା କାଳ ଲୁଚିରହିଥିଲା। ଭରତ କୁମାର ନାମକ ଏହି ବ୍ୟକ୍ତି ପେଶାରେ ଜଣେ ବଢେଇ ହୋଇଥିବା ବେଳେ ଗତ ଆଠ ବର୍ଷ ତଳେ ସେ ବିବାହ କରିଥିଲେ। ଏବେ ତାଙ୍କୁ ୩୧ ବର୍ଷ ବୟସ। ତାଙ୍କ ପତ୍ନୀ ଏବଂ ଶିବରାଜ ନାମକ ଜଣେ ବ୍ୟକ୍ତିଙ୍କ ଭିତରେ ରହିଥିବା ସ-ମ୍ପ-ର୍କ-କୁ ନେଇ ଭରତଙ୍କ ମନରେ ବହୁଦିନ ଆଗରୁ ସ-ନ୍ଦେ-ହ ରହିଥିଲା। ଏହାର ସତ୍ୟା-ସତ୍ ଜାଣିବା ସହ ସ୍ତ୍ରୀର ପ୍ରେମିକକୁ ପାନେ ଦେବା ପାଇଁ ସେ ଏକ ଯୋ-ଜନା କରିବା ସହ ତାକୁ ହ-ତ୍ୟା କରିଥିଲେ।
ଘ-ଟ-ଣା ଦିନ ଭରତ ରାତି ପ୍ରାୟ ୯ ଟା ସମୟରେ ଘରକୁ ଆସି ନିଜ ରୁମର ଖଟିଆ ତଳେ ଲୁ-ଚି ରହିଥିଲା। ଭରତ ଆସିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଶିବରାଜ ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲା। ଶିବରାଜ ପ୍ରାୟ ୧୦.୩୦ରେ ଆସି ଭରତ ଲୁ-ଚି ରହିଥିବା ସେହି ଖଟ ଉପରେ ଶୋଇଥିଲା, ତାସହ ଭରତର ସ୍ତ୍ରୀ ମଧ୍ୟ ଥିଲା। ଏହା ପରେ ମଧ୍ୟ ଭରତ ସେହି ଖଟତଳୁ ବାହାରି ନଥିଲା କେବଳ ସୁ-ଯୋ-ଗ ଖୋଜୁଥିଲା। ତା ସ୍ତ୍ରୀ ରାତି ପ୍ରାୟ ୨-୩ ରେ ବିଶ୍ରାମ ଗୃହକୁ ଯାଇଥିଲେ। ଏହା ପରେ ଭରତ ବିଶ୍ରାମ ଗୃହର କବାଟ ବ-ନ୍ଦ କରି ଛୁରୀରେ ଶିବରାଜଙ୍କୁ ଆ-କ୍ର-ମ-ଣ କରିଥିଲା। ଭାରତର ଛୁ-ରା ମା-ଡ଼-ରେ ଶିବରାଜର ଘ-ଟ-ଣା-ସ୍ଥଳରେ ମୃ-ତ୍ୟୁ ହୋଇଥିଲା। ଶିବରାଜଙ୍କ ହ-ତ୍ୟା ମା-ମ-ଲା-ରେ ପୋ-ଲି-ସ ଭରତଙ୍କୁ ଗି-ର-ଫ କରିଛି ଆଉ ସେ ନିଜ ତା ଦୋ-ଷ ମଧ୍ୟ ମନିଛି।
ଖ-ବ-ର ଅନୁଯାୟୀ ଭରତ ଆଠ ବର୍ଷ ପୂର୍ବେ ବିବାହ କରିଥିଲେ। ଶିବରାଜ ଏବଂ ଭରତଙ୍କ ପତ୍ନୀ ଏକ ସମୟରେ ବ-ନ୍ଧୁ ଥିଲେ। ଉଭୟଙ୍କ ଘରକୁ ଯିବା ଆସିବା ରହିଥିଲା। ତେବେ ଶିବରାଜ ଭାରତର ପତ୍ନୀଙ୍କୁ ଦେଖି ଆକୃ-ଷ୍ଟ ହେବା ସହ ପ୍ରେମନିବେଦନ କରିଥିଲେ। କିନ୍ତୁ ପ୍ରଥମେ ଭରତର ସ୍ତ୍ରୀ ତାଙ୍କର ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀ-କାର କରିଥିଲେ ମଧ୍ୟ ପରେ ଶିବରାଜ ପ୍ରସ୍ତାବରେ ରାଜି ହୋଇ ଅ-ବୈ-ଧ ସ-ମ୍ପ-ର୍କ ରଖିଥିଲେ। ଏହି ଘ-ଟ-ଣା ଭରତ ନଜରକୁ ଆସିବା ପରେ ସେ ରା-ଗି-ବା ସହ ଶିବରାଜକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା।
ଏନେଇ ଜଣେ ପୋ-ଲି-ସ ଅଧିକାରୀ କହିଛନ୍ତି ଯେ ଭରତ କୁମାର ତାଙ୍କ ଅପ- ରାଧ ସ୍ୱୀ-କାର କରିଛନ୍ତି ଏବଂ ତାଙ୍କର ମେଡିକାଲ ଟେ-ଷ୍ଟ କରାଯାଉଛି। ଭରତଙ୍କ ଡାକ୍ତରୀ ରି-ପୋ-ର୍ଟ ପରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ। ତେବେ ଏନେଇ ଶିବରାଜଙ୍କ ପତ୍ନୀ କି ପରିବାର ପକ୍ଷରୁ କୌଣସି ପ୍ରତି-କ୍ରିୟା ମିଳି ନାହିଁ।