ସାରା ବିଶ୍ବରେ କରୋନା ଭାଇରସ ପାଇଁ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି, ପ୍ରତେକ ଦିନ ହଜାର ହଜାର ଲୋକ ମୃତୁ ବରଣ କରୁଛନ୍ତି। ସବୁଦେଶେ କରୋନା ଟୀକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ଟୀକା ପ୍ରସ୍ତୁତ କରିବାରେ ସଫଳ ହୋଇପାରିନାହିଁ। ବର୍ତ୍ତମାନ ଭାରତରେ ଏକ ଔଷଧ ଡେକ୍ସାମେଥାସୋନଙ୍କ କରୋନା ଭାଇରସ ର ଚିକିତ୍ସା ପାଇଁ ବଡ଼ ଆସା ସୃଷ୍ଟି ହୋଇଛି। ଭାରତରେ ଏହା ବହୁ ପରିମାଣରେ ଷ୍ଟକ ରହିଛି ଯାହାକି ଗୋଟିଏ ଔଷଧର ମୂଲ୍ୟ ୩୦ ପଇସା ରହିଥିବା ବେଳେ ଗୋଟିଏ ଷ୍ଟ୍ରିପ ରେ ମୋଟ ୧୦ ଟି ବାଟିକା ରହିଥାଏ ଯାହାର ମୂଲ୍ୟ ୩ ଟଙ୍କା ଅଟେ। ଭାରତରେ ୨୦ ଟି କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରି ୧୦୭ ଟି ଦେଶକୁ ରପ୍ତାନି କରିଥାନ୍ତି।
କରୋନା ଭାଇରସର ରାମ ବାଣ କୁହାଯାଉଥିବା ଏହି ଔଷଧ ଭାରତ ୧୦୭ଟି ଦେଶକୁ ରପ୍ତାନି କରିଥାଏ। ଯେଉଁ ଔଷଧ ଭାରତ ଅନ୍ୟ ଦେଶକୁ ରପ୍ତାନି କରିଛି ତାହାର ମୂଲ୍ୟ ପାଖା ପାଖି ୧୧୬.୭୮ କୋଟି ଟଙ୍କା ଭାରତରେ ଏହି ଔଷଧ ସବୁଠାରୁ ଅଧିକ ଜିଡସ୍ କ୍ୟାଡିଲା, ୱୋକାର୍ଡ, କ୍ୟାଡିଲା ଫାର୍ମାସ୍ୟୁଟିକାଲ୍ସ, ଜିଏଲ୍ଏସ୍ ଫାର୍ମା ଏବଂ ଭେଥ୍ ଲିମିଟେଡ୍ ନାମକ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ୱାରା ସର୍ବାଧିକ ପ୍ରସ୍ତୁତ କରାଯାଇଥାଏ। ସବୁ ଠାରୁ ବଡ କଥା ଏହାକୁ ଏହି ଔଷଧ ବହୁତ ଶସ୍ତାରେ ମିଳେ ୧୦ ଟି ବାଟିକା କୁ ମାତ୍ର ୩ ଟଙ୍କା ପଡେ। ଗୋଟି ଔଷଧର ମୂଲ୍ୟ ୩୦ ପଇସା ପଡ଼ିଥାଏ।
ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକ ମାନେ ୨୧୦୪ ରୋଗୀ ଲୋକଙ୍କ ଉପରେ ପରୀକ୍ଷା କରିଥିଲେ ସେଥିରେ ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ସାମ୍ନାକୁ ଆସିଲ ଭେଣ୍ଟିଲେଟରରେ ଥିବା ରୋଗୀ ବହୁ ପରିମାଣରେ ସୁସ୍ଥ ହୋଇଯାଇଥିଲେ।
ଭାରତରେ ଡେକ୍ସାମେଥାସୋନ ର ଔଷଧ ୨୦ ଟି କମ୍ପାନୀ ପ୍ରସ୍ତୁତ କରିଥାଏ। ଏହା ଭାରତୀୟ ବଜାରରେ ବାର୍ଷିକ ୧୦୦ କୋଟି ର ବ୍ୟାପାର କରିଥାଏ ଓ ଏହା ୩ଟି ଭାବରେ ଔଷଧ ପ୍ରସ୍ତୁତ ହୋଇଥାଏ ବାଟିକା, ଇଞ୍ଜେସନ ଓ ଡ୍ରପ୍।
ଡେକ୍ସାମେଥାସୋନ ଔଷଧକୁ ୧୯୫୭ ମସିହାରେ ପ୍ରସ୍ତୁତ କରା ଯାଇଥିଲା କିନ୍ତୁ ଏହା ୧୯୬୨ ମସିହାରେ ଆନ୍ତର୍ଜାତୀୟ ସ୍ତରରେ ସିକୃତି ପ୍ରାପ୍ତ କଳା। ଏହି ଔଷଧ ଖାଇଲେ ଦରଜ, ଗୁଣ୍ଡେଇହେବା, ନାଲି ପଡି ଏଲାର୍ଜି ଆଦି ରୋଗରୁ ମୁକ୍ତି ଦେଇଥାଏ।
ଭାରତରେ ନିର୍ମିତ ଏହି ଔଷଧ WHO ର ମଧ୍ୟ ସୀକୃତି ପ୍ରାପ୍ତ ଔଷଧ ଅଟେ। ଏହି ଔଷଧ ବିଶ୍ଵର ୧୦୭ ଟି ଦେଶକୁ ଭାରତ ଏହାକୁ ରପ୍ତାନି କରିଥାଏ।
ଭାରତରୁ ଏହି ଡେକ୍ସାମେଥାସୋନ୍ର ଔଷଧ ୫ ଟି ଦେଶ ବହୁ ପରିମାଣରେ କିଣି ଥାଏ ସେହି ଦେଶ ଗୁଡିକ ହେଉଛି ଆମେରିକା, କାନାଡା, ନାଇଜେରିଆ, ଋଷିଆ ଓ ଉଗାଣ୍ଡା । ଏହି ଦେଶକୁ ପ୍ରାୟତଃ ୬୪.୫୪ ପ୍ରତିଶୋଧ ରପ୍ତାନି ହୋଇଥାଏ।
ବୈଜ୍ଞାନିକ ମାନେ ଏହା କହିଛନ୍ତି କି ଡେକ୍ସାମେଥାସୋନ୍ର ଆକଳନ କରିବା ହୁଏତ ଜଲ୍ଦୀ ବାଜ୍ ହୋଇବ । କିନ୍ତୁ ଯେଉଁ ଭଳି ଭାବରେ ଡେକ୍ସାମେଥାସୋନ୍ର ରୋଗୀମାନଙ୍କ ଉପରେ ପ୍ରଭାବ ପକାଇଛି ଏହା ବହୁତ ସକରାତ୍ମକ ଅଟେ।
ବନ୍ଧୁଗଣ ଆସାକରୁଛୁ ଆପଣଙ୍କୁ ଆମର ଏହି ସୂଚନା ପସନ୍ଦ ଆସୁଥିବ ତେବେ ଗୋଟିଏ ଲାଇକ କରି ସାଙ୍ଗ ସାଥିଙ୍କ ସହିତ ସେୟାର କରିବାକୁ ଅନୁରୋଧ