ବନ୍ଧୁଗଣ ଆପଣତ ଜି-ସାର୍ଥକରେ ପ୍ରଯୋଜିତ ହେଉଥିବା ଦିବ୍ୟଦୃଷ୍ଟି ଧାରାବାହିକକୁ ନିଶ୍ଚିତ ରୂପରେ ଦେଖୁଥିବେ। ଯଦି ଦେଖୁଥିବେ ତେବେ ଦିବ୍ୟଦୃଷ୍ଟି ଧାରାବାହିକରେ ଅଭିନୟ କରୁଥିବା ଦୃଷ୍ଟି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ଏବଂ ଖୁବଶିଘ୍ର ହାତକୁ ଦି ହାତ ମଧ୍ୟ ହୋଇ ସାରିଛନ୍ତି। ତେବେ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିଥିବାର ଏବେ ଶୁଣିବାକୁ ମିଳୁଛି। ତେବେ ଆର୍ଟିକିଲ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ନାମ କଣ ଏବଂ ସେ କାହାକୁ ବିବାହ କଲେ ଜାଣିବାକୁ ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ।
ଆପଣତ ଜି-ସାର୍ଥକରେ ପ୍ରଯୋଜିତ ହେଉଥିବା ଧାରାବାହିକ ଦିବ୍ୟଦୃଷ୍ଟିକୁ ଦେଖିଥିବେ। ଲୋକମାନେ ମଧ୍ୟ ଖୁବ ଭଲପାଇବା ଦେଇଛନ୍ତି ଏହି ଧାରାବାହିକକୁ ଏବଂ ଦୃଷ୍ଟିଙ୍କ ଇନୋସେଣ୍ଟ ଆକ୍ଟକୁ ଲୋକମାନେ ମଧ୍ୟ ଅନେକ ଭଲ ପାଇବା ଦେଇଛନ୍ତି ଏବଂ ଲୋକମାନେ ମଧ୍ୟ ଏହି ଧାରାବାହିକରେ ଦୃଷ୍ଟିଙ୍କ ଅଭିନୟ ସହିତ ଦିବ୍ୟଙ୍କ ଅଭିନୟକୁ ମଧ୍ୟ ପସନ୍ଦ କରିଛନ୍ତି । ତେବେ ଆଗକୁ ଧାରାବାହିକରେ ଆସିବାକୁ ଯାଉଛି ଏକ ନୂଆ ଟୁଇଷ୍ଟ, ଯେଉଁଥିରେ କି ଦୃଷ୍ଟିଙ୍କୁ ଦିବ୍ୟ ଆସେପ୍ଟ କରୁଛନ୍ତି ଏବଂ ଯାହା ଫଳରେ କି ଦୁଇଜଣଙ୍କର ବିବାହ ପୁଣିଥରେ ରୀତିନୀତି ଅନୁସାରେ ସମସ୍ତ ଘରଲୋକଙ୍କ ସାମ୍ନାରେ ହେବାକୁ ଯାଉଛି ଏବଂ ଏହି ଧାରାବାହିକରେ ଦୃଷ୍ଟି ଏକ ନୂଆବୋହୂ ରୂପରେ ମଧ୍ୟ ସଜେଇ ହୋଇଥିବାର ଫଟୋ ନିଜେ ଶୋଶିଆଲ ମିଡ଼ିଆରେ ଛାଡିଥିଲେ ଏବଂ ସେ ଦିବ୍ୟଙ୍କ ସହିତ ରିଲରେ ବିବାହ କରିବାକୁ ଯାଉଛନ୍ତି।
ରିୟଲ ଲାଇଫରେ ବିବାହ କରୁ ନାହାନ୍ତି ଏକଥା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କୁ ଅନେକ ଲୋକ ପ୍ରଶ୍ନ ପଚାରିଥିଲେ ଏବଂ ତାହାକୁ ସେ କ୍ଲିୟର କରିଥିଲେ। ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା ଯେ, ଏତେ ଛୋଟବେଳୁ କଣ ପାଇଁ ଦୃଷ୍ଟି ବିବାହ କରୁଛନ୍ତି।
ତେବେ ଦୃଷ୍ଟିଙ୍କର ପ୍ରକୃତ ନାମ ହେଉଛି ଅନନ୍ୟା ଦାସ। ଅନନ୍ୟା ଦାସ ଏକ ରିଆଲିଟି ଶୋ ମାଧ୍ୟମରେ ହିଁ ଜି-ସାର୍ଥକରେ ପ୍ରଯୋଜିତ ହେଉଥିବା ଦିବ୍ୟଦୃଷ୍ଟି ଧାରାବାହିକକୁ ଏଣ୍ଟ୍ରି ମାରିଥିଲେ। ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ଏପିଶୋଡ ହିଟ ଦେଇ ଲୋକମାନଙ୍କ ହୃଦୟକୁ ଜିତିଛନ୍ତି ଏବଂ ଆଗକୁ ଏକ ନୂଆ ଟୁଇଷ୍ଟରେ ସେ ଦିବ୍ୟଙ୍କୁ ବିବାହ କରିଥିବାର ମଧ୍ୟ ଶୁଣିବାକୁ ମିଳିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।