BIG BREKING: ସୁପ୍ରିମକୋର୍ଟଙ୍କ ଆଦେଶ ଶ୍ରୀକ୍ଷେତ୍ରରେ ଗଡ଼ିବନି ରଥ….

ରଥ ଯାତ୍ରା କୁ ନେଇ ବହୁ ବାଦ ବିବାଦ ଦେଖା ଦେଇଥିଲା । ଏହା ମଧ୍ୟ ଚର୍ଚ୍ଚା ଧରିଥିଲା କି ରଥକୁ ହାତୀ ମାନେ ଟାଣିବେ । କିଛି ଦଇତା ପତି ମାନେ ଏହା କହିଥିବା ବେଳେ ଅନ୍ୟ କିଛି ଅଧିକାରୀ ମେସିନ ସାହାଯ୍ୟରେ ରଥ ଟାଣିବାକୁ ପ୍ରସ୍ତାବ ରଖିଥିଲେ।

ଏହି ଗଣ୍ଡଗୋଳ ଭିତରେ ରଥ ଯାତ୍ରା ହେବ କି ନାହିଁ ଚର୍ଚ୍ଚାରେ ଥିବା ବେଳେ ଏହି ମାମଲା ସୁପ୍ରିମ କୋର୍ଟ କୁ ଯାଉଥିଲା ଯାହାର ଶୁଣାଣି ଆଜି ସୁପରିମକୋର୍ଟ କରିଛନ୍ତି । ସେ ସିଧା ସଳଖ ଭାବରେ ରଥ ଯାତ୍ରା କୁ ନ ହେବାକୁ ନିର୍ଦେଶ ଦେଇଛନ୍ତି।

ସୁପ୍ରିମକର୍ଟ ରେ ଅନୁଷ୍ଠିତ ଏହି ବୈଠକରେ ୩ ଜଣ ମୁଖ୍ୟ ବିଚାର ପତି ଏହି ଗୁରୁତତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଜନସାଧାରଣଙ୍କ ସୁରକ୍ଷା କୁ ନଜରରେ ରଖି ସେ ଏହି ରଥ ଯାତ୍ରା ବନ୍ଦ କହିଛନ୍ତି ଏବଂ ଓଡ଼ିଶାରେ ଏହା ଯେଉଁଠାରେ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇ ପାରିବ ନାହିଁ ବୋଲି କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯଦି ଆମେ ରଥ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିବୁ ତାହାଲେ ମହା ପ୍ରଭୁ ଆମକୁ କେବେ କ୍ଷମା କରିବେ ନାହିଁ ବୋଲି ସୁପରୀମକୋର୍ଟ ପକ୍ଷରୁ କୁହାଯାଇଛି।

ଜୁନ ୨୩ ରେ ରଥ ଯାତ୍ରା ଅନୁଷ୍ଠିତ ହେବାର ଥିଲା ଏଥି ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଥିଲା କିନ୍ତୁ ବର୍ତ୍ତମାନ ସୁପ୍ରିକୋର୍ଟଙ୍କ ଏହି ନିଷ୍ପତି ଫଳରେ କୋଟି କୋଟି ଭକ୍ତ ମାନଙ୍କୁ ନିରାଶ ହେବାକୁ ପଡ଼ିଛି ।

ବନ୍ଧୁଗଣ ଜଗନ୍ନାଥ ଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ କରିବା ସହିତ କମେଣ୍ଟ ରେ ଲେଖି ଦିଅନ୍ତୁ ” ଜୟ ଜଗନ୍ନାଥ”

Leave a Reply

Your email address will not be published. Required fields are marked *