କଣ ମେକର୍ସଙ୍କ ଇଶାରାରେ ରାଖୀ ସାବତ କରିଥିଲେ ରବୀନା ଦିଲାଇକଙ୍କ ସ୍ବାମୀ ସହିତ ଖ-ରାପ ବ୍ୟ-ବହାର, ଏହିପରି ହୋଇଥିଲା ଖୁଲାସା।

ମୁମ୍ବାଇ: ସଲମାନ ଖାନ (salman Khan)ଙ୍କ ସବୁଠାରୁ ବିବାଦିତ ଶୋ ବିଗ ବସ ୧୪ (bigg boss14) ବର୍ତ୍ତମାନ ରାଖୀ ସାବତଙ୍କ ହର-କତର କାରଣ ମୁଖ୍ୟ ଖବର ପାଲଟିଛି। ଘର ଭିତରେ ବର୍ତ୍ତମାନ ରାଖୀ ସାବତ (rakhi sawant) ଟିଭିର ଛୋଟୀ ବୋହୂ ନାମରେ ପ୍ରସିଦ୍ଧ ରବୀନା ଦିଲାଇକ (rubina dilaik)ଙ୍କ ସ୍ବାମୀ ଅଭିନବ ଶୁକ୍ଲା (abhinav Shukla)ଙ୍କ ପଛରେ ପଡ଼ିଯାଇଛନ୍ତି। ରାଖୀ, ଅଭିନବଙ୍କ ସହିତ କିଛି ଦିନ ତଳେ ଖ-ରାପ ବ୍ୟବ-ହାର କରିଥିଲେ। ରାଖୀ ବଲିଉଡର ସେହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏକି ପ୍ରସିଦ୍ଧି ପାଇବା ପାଇଁ କିଛି ବି କରିପାରନ୍ତି। ରାଖୀ ଘର ସାମ୍ନାରେ ଅଜବପ୍ରକାର ହରକତ କରିବାରେ ଟିକିଏ ବି ପଛାନ୍ତି ନାହିଁ। ତାଙ୍କ ଫ୍ୟାନ୍ସ ତାଙ୍କୁ ଏହି କାରଣରୁ ଡ୍ରାମା କୁଇନ ନାମରେ ଡାକିଥାନ୍ତି।ଗତ କିଛିଦିନ ପୂର୍ବରୁ ଲଗାତର ରାଖୀ ସାବତ ଚର୍ଚ୍ଚାରେ ରହୁଛନ୍ତି। ରାଖୀ ଏବଂ ଅଭିନବଙ୍କ ଲଭଷ୍ଟୋରୀ ଉପରେ ଫ୍ୟାନ୍ସ ବହୁତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। କିନ୍ତୁ ସଲମାନଙ୍କ ଶୋକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଏବଂ ଖବର ଏହାକି ରାଖୀଙ୍କର ଏହି ଖ-ରାପ ବ୍ୟବ-ହାର କରିବାଟା ମେକର୍ସଙ୍କ ପ୍ଳାନ ନୁହେଁ ତ?

ରାଖୀ ବର୍ତ୍ତମାନ ବିଗ ବସ ଘରେ ନିଜର ସବୁ ସୀମା ପାର କରିବା ଆରମ୍ଭ କରିଦେଇଛନ୍ତି। ଗତ ଏପିଶୋଡରେ ରାଖୀ ଅଭିନବଙ୍କ ନାମ ନିଜର ପୂରା ଶରୀର ଉପରେ ଲିପିଷ୍ଟିକରେ ଲେଖିଥିଲେ। ଏହାପରେ ରାଗରେ ଆସି ରାଖୀ ଅଭିନବଙ୍କ ଅଣ୍ଡର-ୱୟର ଚିରି ଦେଇଥିଲେ।

ସେହି ସମୟରେ ଏପିଶୋଡରେ ଦେଖାଯାଇଥିଲା କି ରାଖୀ ଅଭିନବଙ୍କ ସା-ର୍ଟର ଲେ-ସକୁ ଚିରି ଦେଇଥିଲେ। ରାଖୀଙ୍କର ଏମିତି ହରକତ ଘର ସହିତ ବାହାରେ ମଧ୍ୟ ହ-ଙ୍ଗାମା ଖେଳାଇ ଦେଇଥିଲା। ରବୀନା ଏବଂ ଘରର ବହୁ ସଦସ୍ୟ ତ ରାଖୀଙ୍କ ଉପରେ ନି-ରାଶ ହୋଇଯାଇଛନ୍ତି, ସେଠାରେ ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଉପରେ ବହୁ ପରିମାଣରେ ଆ-ରୋପ ଲଗାଇଛନ୍ତି।

ଫ୍ୟାନ୍ସ କହୁଛନ୍ତି କି ରାଖୀଙ୍କର ଏହି ହରକତ ବହୁତ ଅଶୀଳ ଅଟେ। ଏହି ସମୟରେ ରାଖୀଙ୍କୁ ନେଇ ଏକ ଖବର ଭାଇ-ରାଲ ହେଉଛି। ବାସ୍ତବରେ,ରାଖୀଙ୍କୁ ଘରେ କେହି ନିଜ ଆଙ୍ଗୁଠିରେ ନଚାଉଛି ଏବଂ ସେ ଆଉ କେହି ନୁହେଁ ବରଂ ଶୋର ମେକର୍ସ ଅଟନ୍ତି,ଯାହାଙ୍କ କହିବା ଦ୍ଵାରା ହିଁ ରାଖୀ ଅଭିନବଙ୍କ ସାର୍ଟର ଲେ-ସକୁ ଟାଣିଥିଲେ।

ମିଡ଼ିଆ ରିପୋର୍ଟରେ ଏହା ଦାବି କରାଯାଇଛି କି ରାଖୀ ମେକର୍ସଙ୍କ କହିବା ଅନୁସାରେ ଏହି ଘଟ-ଣାକୁ ରୂପ ଦେଇଛନ୍ତି। ସୂତ୍ର ଅନୁସାରେ ମେକର୍ସ ପ୍ରଥମରୁ ହିଁ ଯୋଜନା କରିଥିଲେ କି କେମିତି ଭାବରେ ରାଖୀ, ଅଭିନବଙ୍କ ପାଖକୁ ଯିବେ।

ସେଠାରେ, ଅନ୍ୟ ପକ୍ଷରେ ରାଖୀଙ୍କର ଲଗାତର ଚାଲୁଥିବା ଏହି ହର-କତକୁ ନେଇ ବର୍ତ୍ତମାନ ଅଭିନବ, ସଲମାନଙ୍କ ଆଗରେ ଜଣାଇବେ। ଶନିବାରେ ହେବାକୁ ଥିବା ସପ୍ତାହର ଏକ ଏପିଶୋଡର ପ୍ରୋମୋ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନବ,ରାଖୀଙ୍କ ଖରାପ ବ୍ୟବହାରକୁ ନେଇ ସଲମାନଙ୍କ ସହ କଥା ହେବାର ନଜର ଆସୁଛନ୍ତି।

ସାମ୍ନାକୁ ଆସିଥିବା ପ୍ରୋମୋରେ, ସଲମାନ ରାଖୀଙ୍କୁ କାଠଗଡ଼ାରେ ଛିଡ଼ା କରିବା ବଦଳରେ ତାଙ୍କୁ ସମର୍ଥନ କରୁଥିବାର ନଜର ଆସିଥିଲେ। ସଲମାନ କହିଥିଲେ କି ରାଖୀ ଘରର ସବୁଠାରୁ ଏଣ୍ଟରଟେନିଂ କଣ୍ଟେଷ୍ଟେଣ୍ଟ ଅଟନ୍ତି ଏବଂ ଏହାର ସବୁଠାରୁ ଅଧିକ ଲାଭ ଅଭିନବଙ୍କୁ ହେଉଛି।

ଏହା ଉପରେ ଅଭିନବ ନିରାଶ ହୋଇ କହିଥିଲେ କି ତାଙ୍କୁ ଏହି ପ୍ରକାରର ଲାଭ ବିଲକୁଲ ଦରକାର ନାହିଁ। ଏହା ଉପରେ ସଲମାନ, ଅଭିନବଙ୍କୁ ପାଟିକରି କହିଥିଲେ କି ଏହି କଥାରେ ଏତେ ଅଧିକ ପ୍ରତିକ୍ରିୟା କରିବା ଉଚିତ ନୁହେଁ।

ସଲମାନଙ୍କ କଥା ଶୁଣି ଅଭିନବ ଏବଂ ରବୀନା ଭାବାବେଗ ହୋଇଯାଇଥିଲେ। ଏହାପରେ ଅଭିନବ ରାଗରେ ଶୋ ଛାଡ଼ିବାକୁ ଧ-ମକ ଦେଇ କହିଥିଲେ-ଯଦି ଏହା ମନୋରଞ୍ଜନର କାର୍ଯ୍ୟକ୍ରମ ଅଟେ ତାହେଲେ ମୁଁ ସଙ୍ଗେସଙ୍ଗେ ଘର ଛାଡ଼ି ଯିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *