ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ପ୍ରାୟତଃ ଭାଇ-ରାଲ ହୋଇଥାଏ। ଏଥିରେ କିଛି ପୋ-ଲି-ସ୍ କର୍ମୀ ମାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଥାଏ। ପ୍ରାୟତଃ ଆମେ ଯେତିକି ବି ପୋ-ଲି-ସ ମାନଙ୍କ ଡ୍ୟାନ୍ସ ଦେଖିଥିବା ସବୁଠି ପୁଅ ପୋ-ଲି-ସ ଥିବେ। କିନ୍ତୁ ଏହି ଦିନରେ ଜଣେ ମହିଳାଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇ-ରାଲ ହେଉଛି।
ଏହି ଭାଇ-ରାଲ ଭିଡିଓରେ ମହିଳା କର୍ମୀ ଭୋଜପୁରି ଗୀତରେ ଠୁମ୍ କା ଲଗାଏକି ନାଚୁଥିବାର ଦେଖା ଯାଏ। ସେହି ଗୀତରେ ସେ ଏମିତି ନାଚୁଥିଲେ ଯେ ବଡ ବଡ଼ ବାର ଡାନସର ବି ଲାଜେଇ ଯିବେ। ଭିଡ଼ିଓ ଭାଇ-ରାଲ ହେବାପରେ ତ କିଛି ଲୋକ ବଲିଉଡ୍ ହିରୋଇନ୍ ଙ୍କ ସହ ତୁଳନା କରୁଛନ୍ତି।
ଏହି ଭିଡ଼ିଓ ବିହାର ର ଭାଗଲପୁର ପୋ-ଲି-ସ ଲାଇନ ର ବୋଲି କହୁଛନ୍ତି। ଭିଡ଼ିଓ ରେ ମହିଳା ଜଣଙ୍କ ପୋ-ଲି-ସ ଡ୍ରେସ୍ ବି ପିନ୍ଧିଛନ୍ତି। ବାସ୍ ସେଥିପାଇଁ କିଛି ଲୋକଙ୍କ ର ଅସୁବିଧା ହେଉଛି। ସେମାନେ କହୁଛନ୍ତି କି ଏହି ମହିଳା ପୋ-ଲି-ସ କର୍ମୀୟଙ୍କ ଡ୍ରେସ୍ କୁ ମର୍ଯ୍ୟାଦା ର ଦେଖିବା ଥିଲା। ଆଉ କିଛି ଲୋକ କହୁଛନ୍ତି ଯେ ପୋ-ଲି-ସ ମାନେ ମଣିଷ ଅଟନ୍ତି। ତାଙ୍କୁ ବି ନିଜ ଜୀବନକୁ ଉପୋଭୋଗ କରିବାକୁ ପୁରା ହକ୍ ଅଛି।
ଭିଡ଼ିଓ ରେ ମହିଳା ଜଣଙ୍କ ହାତରେ ତକିଆ ଧରି ମଧ୍ୟ ନାଚୁଥିଲେ। ତାଙ୍କର ପ୍ରତ୍ୟେକ ଠୁମକା ରେ ସମସ୍ତେ କରତାଳି ମାରନ୍ତି। କହିବାକୁ ଗଲେ ତାଙ୍କର ନାଚ ଦେଖିଲେ ଏମିତି ବାନ୍ଧି ହେଇଯିବ ଯେ ତାଙ୍କ ନାଚରେ ତମେ ହଜିଯିବ। ସୋସିଆଲ ମିଡିଆରେ ଏମିତି ବି ଲୋକ ଅଛନ୍ତି ଯାହାକୁ ଏ ଭିଡ଼ିଓ ବହୁତ୍ ଭଲ ଲାଗୁଛି। ଜଣା ପଡ଼ୁଛି ଯେ ଏହି ଭିଡ଼ିଓ ହୋଲି ହେଇଥିଲା ବୋଲି। ସେତେବେଳେ ଛଡାଯାଇଥିଲା ବାକି ଏବେ ଭାଇ-ରାଲ ହେଉଛି।
ପ୍ରକୃତରେ ହୋଲିର ପୂର୍ବ ଦିନ ୨୭ ମାର୍ଚ୍ଚ ରେ ଗୋଟେ ପାର୍ଟି ଆୟୋଜିତ କରାଯାଇଥିଲା। ଏହି ପାର୍ଟି ରେ ଅଧିକ ପୋ-ଲି-ସ କର୍ମୀ ଥିଲେ। ଏଥିରେ ମହିଳା ପୋ-ଲି-ସ କର୍ମୀ ବି ଥିଲେ। ସେଥିପାଇଁ ପୋ-ଲି-ସ ମାନେ ଜମେଇକି ଠୁମକା ଲଗାଇକି ନାଚିଲେ। କାର୍ଯ୍ୟକ୍ରମରେ ମହିଳା ପୋ-ଲି-ସ କର୍ମୀ ବ୍ୟତୀତ ୫-୬ ଜଣ ପୁରୁଷ ପୋ-ଲି-ସ ବି ଥିଲେ।
ଏଠି ଭିଡ଼ିଓ ଦେଖନ୍ତୁ
ଏହି ପୁରା ମାମ-ଲାରେ ଆପଣଙ୍କ ମତାମତ କଣ? କଣ ମହିଳା କର୍ମୀ ଜଣଙ୍କ ଏମିତି ନାଚି ଭୁଲ କଲେ? କି ତାଙ୍କ ଜୀବନକୁ ଉପଭୋଗ କରିବାକୁ ତାଙ୍କର ଅଧିକାର ଅଛି? ସେମିତିରେ ବି କିଛି ଲୋକ କହୁଛନ୍ତି ଯେ ସେ ତାଙ୍କ ଜୀବନକୁ ଉପୋ-ଭୋଗ କରନ୍ତୁ କିନ୍ତୁ ତାଙ୍କ ପୋ-ଲି-ସ ଡ୍ରେସ୍ ପିନ୍ଧିକି ନୁହେଁ। ଯଦି ଆପଣଙ୍କୁ ଏହି ଭିଡିଓ ଭଲ ଲାଗୁଛି ଅଧିକରୁ ଅଧିକ ସେୟାର କରନ୍ତୁ।