ବାର୍ଡ ଫ୍ଲୁ ସମୟରେ ଖିଆଯାଉଛି ୨୬ଆରବ ଟଙ୍କାର ପୋକ, ବିସ୍କୁଟ-ବ୍ରେଡରେ ମିଶାଯାଇ ଥାଏ ହଳଦିଆ ପୋକର ପାଉଡର

କୋରୋନା ପରେ ଚୀନର ବୁହାନ ବଜାରର ବହୁତ ଚର୍ଚ୍ଚା ହେଉଛି। ଏହି ବଜାରରେ କେତେ ପ୍ରକାରର ଜୀବଙ୍କର ମାଂସ ମିଳୁଥିଲା । ଏଥିରେ ସାପଠାରୁ ନେଇ ଚେମେଡି ପର୍ଯ୍ୟନ୍ତ ସାମିଲ ଥିଲେ। କୁକୁର ଏବଂ ବିଲେଇଙ୍କ ମାଂସ ଖାଇବା କାରଣରୁ ପ୍ରଥମରୁ ଚୀନ ବଦନାମ ଥିଲା। କିନ୍ତୁ କୋରୋନା ଚୀନମାନଙ୍କ ଖାଇବା-ପିଇବାକୁ ସାରା ଦୁନିଆରେ ବଦନାମ କରିଦେଲା। କିନ୍ତୁ କଣ ଆପଣ ଜାଣିଛନ୍ତି କି ନା କେବଳ ଚୀନ,ବରଂ ପୁରା ଦୁନିଆର ଲୋକ ପୋକ ଖାଇବାର ସଉକ ମଧ୍ୟ ରଖିଛନ୍ତି। ଆଜ୍ଞା ହଁ, ଦୁନିଆର କେତେ ଦେଶରେ ଏକ ସ୍ଵତନ୍ତ୍ର ଧରଣର ହଳଦିଆ ପୋକକୁ ଖିଆଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ହେଉଛି କି ପ୍ରତ୍ୟେକ ବର୍ଷ ଦୁନିଆରେ ଏହି ପୋକଙ୍କର ବଜାର ୨୯୭ ମିଲିୟନ ୟୁରୋ ଅଥବା ପାଖାପାଖି ୨୬ଅରବ ୨୪କୋଟି ଟଙ୍କା ଅଟେ। ଏହି ପୋକର ଏବେ ଏଥିପାଇଁ ଚର୍ଚ୍ଚା ହେଉଛି କି କୋରୋନା ମହାମାରୀ ସମୟରେ ୟୁରୋପୀୟ ଦେଶରେ ଏହି ପୋକର ବିକ୍ରିକୁ ଆଦେଶ ଦିଆଯାଇଛି।

ଭାରତରେ ବର୍ତ୍ତମାନ ବାର୍ଡ ଫ୍ଲୁର ପ୍ରକୋପ ରହିଛି। କେତେ ରାଜ୍ୟରେ ଚିକେନ ଏବଂ ପୋଲ୍ଟ୍ରୀ ପ୍ରଡକ୍ଟ ଉପରେ ରୋକ ଲଗେଇ ଦିଆ ଯାଇଛି। ଏହାଛଡା ଲୋକମାନେ ମଧ୍ୟ କୋରୋନା ପରେ ସାବଧାନତାର ସହିତ ନାନଭେଜର ସେବନ କରୁଥିଲେ। କିନ୍ତୁ ଏହି ସମୟରେ ୟୁରୋପୀୟ ସଂଘ ସେଠାରେ ଏକ ସ୍ଵତନ୍ତ୍ର ଧରଣର ହଳଦିଆ ପୋକକୁ ଖାଇବା ପାଇଁ ଆଦେଶ ଦେଇଛନ୍ତି।

ଏହି ହଳଦିଆ ପୋକକୁ ୟେଲୋ ଗ୍ରାବ କୁହାଯାଇଥାଏ। ଏହାର ବିକ୍ରି ୟୁରୋପରେ କରାଯାଉ ନଥିଲା। ଯେଉଁ ବଜାରରେ ଥିଲା ମଧ୍ୟ, ତାକୁ ଅବୈଧ ଭାବରେ ଚଳା ଯାଉଥିଲା। ଏହା ମଧ୍ୟରେ ବର୍ତ୍ତମାନ ଏହାକୁ ଆଇନଗତ ମାନ୍ୟତା ମିଳି ଯାଇଛି। ବର୍ତମାନ ଲୋକ ଏହାର ବ୍ୟବହାର ଅଲଗା ଅଲଗା ଖାଦ୍ୟରେ କରି ପାରିବେ।

ୟେଲୋ ଗ୍ରାବରର ଅଧିକ ମାତ୍ରାରେ ବ୍ୟବହାର ବେକେରୀ ପ୍ରଡକ୍ଟରେ କରା ଯାଇଥାଏ। ଏହାକୁ ବିସ୍କୁଟ,ପାସ୍ତା କିମ୍ବା ବ୍ରେଡରେ ମିଶା ଯାଇଥାଏ, ଯାହାଦ୍ଵାରା ସେଗୁଡା ବହୁତ ସପ୍ଟ ହୋଇଥାଏ ଏବଂ ତାହାର ସ୍ଵାଦ ମଧ୍ୟ ବହୁତ ବାହାରି ସାମ୍ନାକୁ ଆସିଥାଏ।

ୟୁରୋପୀୟ ଖାଦ୍ୟ ସୁରକ୍ଷା ଏଜେନ୍ସି (EFSA) ମୁତାବକ, ବର୍ତ୍ତମାନ ଲୋକ ୟେଲୋ ଗ୍ରାବକୁ ସହଜରେ ବ୍ୟବହାର କରି ପାରିବେ।ନିଜେ ସରକାର ଏହାକୁ ବଜାରକୁ ପ୍ରେରଣ କରିବେ। ଏହା ସହିତ ସେ କହିଛନ୍ତି କି ନା କେବଳ ୟେଲୋ ଗ୍ରାବ ବରଂ ବହୁତ ଶୀଘ୍ର ଅନ୍ୟ ପ୍ରକାରର ପୋକମଧ୍ୟ ଯାହା ଲାଭଦାୟକ ହୋଇଥାଏ,ତାହାର ବିକ୍ରୀ ବଢାଯିବ।

ୟେଲୋ ଗ୍ରାବ ସ୍ଵତନ୍ତ୍ର ଧରଣର ପ୍ରଭାବଶାଳୀ ପୋକ ଅଟେ, ଯାହା ପ୍ରୋଟିନ ଏବଂ ଫ୍ୟାଟ ସହିତ ଫାଇବରରେ ମଧ୍ୟ ଭରା ହୋଇଥାଏ। ଏହାକୁ ଖାଇବା ଦ୍ଵାରା ଇଣ୍ଟେଷ୍ଟ ଏନର୍ଜୀ ଆସିଥାଏ। ଏହା ସହିତ ଏହାର ସ୍ଵାଦ ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ।

ଦୁନିଆର କେତେ ଦେଶ, ଯେମିତି ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡରେ ଏହାକୁ ଭାତରେ ଖିଆଯାଇଥାଏ। ସେଠାରେ ତ ଏହି ପୋକରେ ତିଆରି ବର୍ଗର ଏବଂ ବ୍ରେଡ ଲୋକଙ୍କୁ ବହୁତ ପସନ୍ଦ ଆସେ। କିନ୍ତୁ ଆଜି ପର୍ଯ୍ୟନ୍ତ ୟୁରୋପୀୟ ଦେଶରେ ଏହାର ଚାହିଦା ନଥିଲା, ଯାହା ଏବେ ଅଛି।

ରିପୋର୍ଟ ମୁତାବକ, ପରିଶେଷରେ ଦୁନିଆରେ ପୋକର ବଜାର ମୂଲ୍ୟ ୨୬ଅରବ ଟଙ୍କା ଅଟେ।ଯାହା ଆଗାମୀ ତିନି ବର୍ଷରେ ଦୁଇଗୁଣା ହୋଇଯିବାର ଆଶଙ୍କା ରହିଛି।କେତେ ଜାଗାରେ ଏହି ପୋକରୁ ତେଲ ମଧ୍ୟ ପ୍ରସ୍ତୁତ କରା ଯାଇଥାଏ।

ଭାରତରେ ତ ଲୋକ ଏବେ ପର୍ଯ୍ୟନ୍ତ ଘୁଷୁରୀକୁ ମଧ୍ୟ ଆପଣେଇ ପାରି ନାହାଁନ୍ତି, ଏଥିରେ ପୁଣି ପୋକକୁ ଖାଦ୍ୟ ରୂପେ କେବେ ଗ୍ରହଣ କରିବେ, ଏହା ତ ଆସିବାକୁ ଥିବା ସମୟ ହିଁ ବତାଇବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *