ସୋସିଆଲ ମିଡିଆରେ ଭୋ-ଭୋ କରି କାନ୍ଦୁଥିବାର ଦେଖା ଗଲା ଗୋପୀ ବୋହୁ , ଦେଖନ୍ତୁ video

ଦେବଲୀନା ଭଟ୍ଟାଚାର୍ଯ୍ୟ ‘ବିଗ ବସ ୧୪’ (Bigg Boss 14)ରେ ଏଜାଜ ଖାନ (Eijaz Khan)ଙ୍କ ପ୍ରାକ୍ସି ରୂପରେ ଏଣ୍ଟ୍ରି କରିଥିଲେ। ବର୍ତମାନ ତାଙ୍କ ଅଭିନୟର ଜଲଓ୍ବା ଗୋଟିଏ ଭିଡିଓରେ ମଧ୍ୟ ଦେଖାଯାଉଛି। ଦେବୋଲୀନା ଏହି ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଟିଭି ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ (Devoleena Bhattacharjee) ତାଙ୍କ ଫ୍ରାଙ୍କ ଅନ୍ଦାଜ ପାଇଁ ଜଣା ଯାଇଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ଦେବୋଲୀନା ଖୋଲାଖୋଲି ନିଜ ମତ ରଖିଥିଲେ। ଦେବୋଲୀନା ଭଟ୍ଟାଚାର୍ଯ୍ୟ ‘ବିଗ ବସ ୧୪’ (Bigg Boss 14)ରେ ଏଜାଜ ଖାନ(Eijaz Khan)ଙ୍କ ପ୍ରାକ୍ସି ରୂପରେ ଏଣ୍ଟ୍ରି କରିଥିଲେ। ଅଭିନୟରେ ସେ ଅଲଗା ସ୍ଥାନ ହାସଲ କରିଛନ୍ତି।ବର୍ତମାନ ତାଙ୍କ ଅଭିନୟର ଜଲଓ୍ବା ଗୋଟିଏ ଭିଡିଓରେ ମଧ୍ୟ ଦେଖାଯାଉଛି। ଦେବୋଲୀନା ଏହି ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଭିଡ଼ିଓରେ ଦେବୋଲୀନା ଭଟ୍ଟାଚାର୍ଯ୍ୟ(Devoleena Bhattacharjee) ମୁହଁରେ ଅଲଗା-ଅଲଗା ଏକ୍ସପ୍ରେସନ ଦେଖାଇଛନ୍ତି। ଏହି ଭିଡିଓରୁ ହିଁ ଆପଣ ଦେବୋଲୀନାଙ୍କ ଅଭିନୟର ଅନୁମାନ ଲଗାଇ ପାରିବେ। ଭିଡିଓ ଆରମ୍ଭରେ ସେ କାନ୍ଦୁଥିବାର ଦେଖା ଯାଇଛନ୍ତି, କିନ୍ତୁ ଧିରେ-ଧିରେ ତାଙ୍କ ଏକ୍ସପ୍ରେସନ ବଦଳି ଯାଇଥାଏ ଏବଂ ସେ ହଠାତ ହସିବାକୁ ଲାଗିଥାନ୍ତି। ଫ୍ୟାନ୍ସ ମଧ୍ୟ ତାଙ୍କ ଭିଡିଓକୁ ନେଇ ବହୁତ ପ୍ରଶଂସା କରୁଛନ୍ତି। ଲୋକମାନଙ୍କର ତ କହିବା କଥା ହେଉଛି କି ଏହା କୈାଣସି ଅଭିନେତା କିମ୍ବା ଅଭିନେତ୍ରୀଙ୍କ ପାଇଁ ସହଜ ନୁହେଁ କି ସେ ହଠାତ ନିଜ ହାବଭାବକୁ ବିଲକୁଲ ବଦଳାଇ ଦେବେ।

 

View this post on Instagram

 

A post shared by Devoleena Bhattacharjee (@devoleena)

ବର୍ତମାନ ଦେବୋଲୀନା ଖୁଲାସା କରିଥିଲେ ଯାହା ପରଠାରୁ ଫ୍ୟାନ୍ସ ବହୁତ ଖୁସି ନଜର ଆସୁଛନ୍ତି। ‘ବିଗ ବସ ୧୪’ ସମୟରେ ଦେବୋଲୀନା କହିଥିଲେ କି ସମ୍ପର୍କରେ ଅଛନ୍ତି। ହେଲେ, ଦେବୋଲୀନା ବୟଫ୍ରେଣ୍ଡଙ୍କ ବିଷୟରେ ବେଶି କିଛି ଜଣାଇ ନଥିଲେ, କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ଯଦି ସବୁ ଠିକ ରହିବ ତାହେଲେ ସେ ଆଗାମୀ ବର୍ଷ ବା ୨୦୨୨ରେ ବାହା ମଧ୍ୟ ହୋଇଯିବେ।

ଜଣା ଯାଉଛି କି ଟିଭି ଶୋ ‘ସାଥ ନିଭାନା ସାଥିୟା’ର ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ ବିଗ ବସରେ ନିଜ ଜୀବନକୁ ନେଇ ଅନେକ ଖୁଲାସା କରିଥିଲେ। ସେ କହିଥିଲେ କି ଯେତେବେଳେ ସେ ୧୨ବର୍ଷର ଥିଲେ, ସେତେବେଳେ ସେ ନିଜ ବାପାଙ୍କୁ ହରେଇ ଦେଇଥିଲେ। ସେ ତିନି ଜଣ ଭାଇଭଉଣୀ ଥିଲେ, ଯେଉଁଥିରୁ ସବୁଠାରୁ ଛୋଟ ଭାଇ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି। ସେ ବିଗ ବସ ଘରେ ରାକ୍ଷୀଙ୍କ ସହିତ ଅଧିକ ନିକଟତର ଥିଲେ। ରାକ୍ଷୀ ସାବତ ଏବଂ ଦୋବୋଲୀନା ଭଟ୍ଟାଚାର୍ଯ୍ୟ ବହୁତ ଭଲ ବନ୍ଧୁ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *