ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ନୁଆ ବର୍ଷ ୨୦୨୧ ରେ ଏହି ୫ ଟି ଜିନିଷ ଘରକୁ ଆଣନ୍ତୁ, ଧନର ବର୍ଷା ଲାଗି ରହିବ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ଜିନିଷ କଣ କଣ।
ବନ୍ଧୁଗଣ ନୁଆ ବର୍ଷ ଆସିବା ପାଇଁ ଆଉ ମାତ୍ର କିଛି ଦିନ ବାକିଅଛି। ତେବେ ନୁଆ ବର୍ଷରେ ଯଦି ଏହି ୫ଟି ଜିନିଷ ଘରକୁ ଆଣିବେ ତେବେ ଘରେ ହୋଇଥାଏ ଧନର ବର୍ଷା। ଘର ଆପଣଙ୍କର ସୁଖ ଏବଂ ସମୃଦ୍ଧିରେ ଭରି ଉଠିଥାଏ। ବନ୍ଧୁଗଣ ନୁଆ ବର୍ଷ ଆସୁଛି। ଏହି ନୁଆ ବର୍ଷଟି ନୁଆ ନୁଆ ଉର୍ଜାକୁ ସାଥିରେ ନେଇ ଆପଣ ମାନଙ୍କୁ ଅପେକ୍ଷା କରି ରହିଛି। ଆପଣ ମାନଙ୍କୁ ଜଣେଇ ଦେଉଛୁ ଯେ ଏହି ନୁଆ ବର୍ଷରେ ଜଣେ ଅନ୍ୟ ଜଣଙ୍କୁ ଖୁସି ଦେବା ପାଇଁ କୌଣସିବି ଚେଷ୍ଟା ହାତ ଛଡ଼ା କରିନଥାନ୍ତି। ଏମିତିକି ନୁଆ ବର୍ଷର ଅଭିନ୍ଦନ ଜଣେ ଅନ୍ୟ ଜଣଙ୍କୁ ଦେଇଥାନ୍ତି। କିନ୍ତୁ ଆପଣ କଣ ଏହା ଜାଣନ୍ତି କି ଏହି ୫ ଟି ଜିନିଷ ଯଦି ଆପଣ ଘରକୁ ଆଣନ୍ତି ବିଶ୍ୱାସ କରନ୍ତୁ ଘରେ ନିଶ୍ଚୟ ଧନର ବର୍ଷା ହୋଇଥାଏ। ଏବଂ ହସ ଖୁସି ଭରି ଉଠିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ।
ଶାସ୍ତ୍ରରେ ଏହା ବର୍ଣ୍ଣିତ ହୋଇଅଛି ଯେ କୌଣସି ଶୁଭ କାର୍ଯ୍ୟରେ ଭଗବାନ ଗଣେଷ ଏବଂ ମା ଲକ୍ଷ୍ମୀଙ୍କୁ ଘରକୁ ଆଣିଲେ ସୁଖ ସମୃଦ୍ଧି ଏବଂ ଧନ ରତ୍ନରେ ବୃଦ୍ଧି ହୋଇଥାଏ। ଏହି ଦୁହିଁଙ୍କର ମହିମାକୁ ସବୁଠାରୁ ଅଧିକ ଶକ୍ତିଶାଳୀ ମାନିଥାନ୍ତି। ଏମିତିରେ ନୁଆ ବର୍ଷରେ ଭଗବାନ ଗଣେଷ ଏବଂ ମା ଲକ୍ଷ୍ମୀଙ୍କର ଫୋଟ ଘରକୁ ଆଣିବା ଦ୍ବାରା ସମସ୍ତ ଦୁଃଖ ଏବଂ ଦୁର୍ଦସା ଦୂର ହୋଇଥାଏ। ଆପଣଙ୍କୁ ଜଣେଇଦେଉଛୁ ଯେ ଭଗବାନ ଗଣେଷଙ୍କୁ ବିଘ୍ନ ହାରତା ବୋଲି ମଧ୍ୟ କୁହାଯାଏ। ଯିଏକି ସମସ୍ତ କଷ୍ଟରୁ ମୁକ୍ତି ଦେଇଥାନ୍ତି।ଏବଂ ମା ଲକ୍ଷ୍ମୀଙ୍କୁ ଧନର ବୃଦ୍ଧି ଏବଂ ସୁଖଶାନ୍ତି ବୃଦ୍ଧିକୁ ପ୍ରାପ୍ତି କରାଇବା ପାଇଁ ଆଶୀର୍ବାଦ କରିଥାନ୍ତି। ଏମିତିରେ ଏ ଦୁହେଁ ଧନର ଦେବତା ହୋଇଥାନ୍ତି। ଯିଏକି ଆୟର ବୃଦ୍ଧି କରାଇଥାନ୍ତି।
ମୟୁର ପକ୍ଷୀ :
ଶାସ୍ତ୍ରରେ ମୟୁର ପକ୍ଷୀର ବହୁତ ଗୁରୁତ୍ୱପୂର୍ଣ ବିଷୟ ବର୍ଣ୍ଣିତ ଅଛି ଏବଂ ମୟୁର ପକ୍ଷୀକୁ କୁ ବହୁତ ପବିତ୍ର ମାନିଥାନ୍ତି।ଭଗବାନ ଶ୍ରୀକୃଷ୍ଣଙ୍କର ମୁକୁଟରେ ମୟୁର ପକ୍ଷୀ ଶୋଭା ପାଇଥାଏ। ବାସ୍ତୁ ଶାସ୍ତ୍ରର ଅନୁଯାୟୀ କୌଣସି ବି ଶୁଭ କାର୍ଯ୍ୟରେ ଯଦି ମୟୁର ପକ୍ଷୀ ଘରକୁ ଆଣନ୍ତି ସେହି କାର୍ଯ୍ୟ ସଫଳ ହୋଇଥାଏ। ଏହି ମୟୁର ପକ୍ଷୀକୁ ରଖିବାର ସ୍ଥାନ ପୂର୍ଵ ଦିଗ, ଉତର ଦିଗ ଏବଂ ଉତର ପୂର୍ଵ କୋଣ ବା ଐଶନ୍ୟ କୋଣ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ମୟୁର ପକ୍ଷୀ ସାକାରାତ୍ମକ ଉର୍ଜାକୁ ବହୁତ ଶୀଘ୍ର ବୃଦ୍ଧି କରିଥାଏ। ଯାହା ଫଳରେ କି ସମସ୍ତ ପ୍ରକାରର କଷ୍ଟ ଦୂର ହୋଇଥାଏ। ଏଥି ପାଇଁ ନୁଆ ବର୍ଷରେ ମୟୁର ପକ୍ଷୀ ଘରକୁ ନିଶ୍ଚୟ ଆଣନ୍ତୁ।
ନୁଆ ବର୍ଷର ଆରମ୍ଭ ଯଦି ମୁହଁ ମିଠା କରି ଆରମ୍ଭ କରାଯାଏ, ତେବେ ଏହାକୁ ବହୁତ ଶୁଭ ଦାୟକ ମୀବୋଲି ମାନି ଥାନ୍ତି। ଏହାର ବିପରୀତ ହେଲେ ବର୍ଷଟି ବହୁତ ଅଶୁଭ ହୋଇଥାଏ। ଏଣୁ ସାରା ବର୍ଷଟି ବର୍ବାଦ ହୋଇଯାଏ। ଏଣୁ ଖାସ କରି ନୁଆ ବର୍ଷରେ ଘରକୁ ମିଠା ଆଣିବା ଦ୍ବାରା ଘରେ ଖରାପ ପରିସ୍ଥିତି ଠାରୁ ବିଜୟୀ ପ୍ରାପ୍ତି ହୋଇଥାଏ। ଏବଂ ଘରେ ମିଠା ରହିବା ଦ୍ବାରା ଘରେ ସକାରାଆତ୍ମକ ପରିଣାମ ଦେଖିବାକୁ ମିଳିଥାଏ। କିନ୍ତୁ ଏହି ମିଠାକୁ ପ୍ରଥମେ ଘରେ ପୁଜା ପାଉଥୁବା ଦେବା ଦେବୀଙ୍କୁ ଅର୍ପଣ କରିସାରିବା ପରେ ଘରର ବଡ଼ ମାନଙ୍କର ମୁହଁ ମିଠା କରି ତାଙ୍କର ଆଶୀର୍ବାଦ ନେବା ପରେ ହିଁ ସମସ୍ତ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।
ଲକ୍ଷ୍ମୀ ବୁଦ୍ଧ:
ଲକ୍ଷ୍ମୀ ବୁଧଙ୍କୁ ସୁଖ ସମୃଦ୍ଧିର ଦେବତା ମାନିଥାନ୍ତି। ଏହ ମାନିଥାନ୍ତି କି ଲକ୍ଷ୍ମୀ ବୁଦ୍ଧ ଯଦି କେହି ଆପଣଙ୍କୁ ଦାନ କରିଥାଏ ତେବେ ଅତ୍ୟନ୍ତ ଶୁଭଦାୟକ ଏବଂ ସୁଖ ସମୃଦ୍ଧିର ମାତ୍ର ବୃଦ୍ଧି ହୋଇଥାଏ। ଏହି ଲକ୍ଷ୍ମୀ ବୃଦ୍ଧ ଧନ ବୃଦ୍ଧିର ପ୍ରତୀକ ହୋଇଥାନ୍ତି। ଯିଏ ସୁଖ ସମୃଦ୍ଧି ଏବଂ ଧନର ଆଗମନ ବହୁତ ଭଲରେ କରାଇ ଥାନ୍ତି।
ହନୁମାନ ଙ୍କର ଫୋଟ:
ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି ଯେ ଘରେ ଭଗବାନ ହନୁମାନଙ୍କ ଫୋଟ ନିଶ୍ଚୟ ରହିବା ଆବଶ୍ୟକ। ଯଦି ଆପଣଙ୍କ ଘରେ ଭଗବାନ ହନୁମାନଙ୍କ ଫୋଟ ନଥାଏ ତେବେ ଖାସ କରି ନୁଆ ବର୍ଷରେ ଭଗବାନ ହନୁମାନଙ୍କର ଫୋଟ ଘରକୁ ନିଶ୍ଚୟ ଆଣନ୍ତୁ। ଏବଂ ଘରର ମୁଖ୍ୟ ଦ୍ବାରରେ ଟାଙ୍ଗି ଦିଅନ୍ତୁ। ଏହା କରିବା ଦ୍ବାରା ମଙ୍ଗଳ ଦାୟକ ଶନି ଏବଂ ଭୁତ ପ୍ରେତଙ୍କର ଅଶୁଭ ଶକ୍ତି ଘରେ ପ୍ରବେଶ କରିପାରି ନଥାଏ। ପ୍ରଭୁ ଶ୍ରୀ ହନୁମାନ ଆପଣଙ୍କୁ କିଛିବି ପ୍ରକାରରେ କଷ୍ଟ ଦେଇ ନଥାନ୍ତି। ଯାହା ଫଳରେ କି ଆପଣମାନଙ୍କର ଭାଗ୍ୟ ଉଜ୍ବଳ ହୋଇ ଉଠିଥାଏ। ତେବେ ଆପଣ ମଧ୍ୟ ପ୍ରଭୁ ହନୁମାନଙ୍କର ଫୋଟ ଘରକୁ ଆଣନ୍ତୁ।