ମହିଳାଙ୍କ ଦାବି – 50 ଥର ଏଲିଏନ ମତେ ଉଠେଇ ନିଏ , ଏକାକୀ ନେଇ ଶରୀରରେ ଏପରି ଚିହ୍ନ ବନାଇଥିଲେ

ବ୍ରିଟେନରେ ରହୁଥିବା ଏହି ମହିଳା ଏକ ସମ୍ବେଦନଶୀଳ ଜାରି କରିଛନ୍ତି । 50 ବର୍ଷିୟ ଏହି ମହିଳାଙ୍କ କହିବା ଅନୁସାରେ ଏବେ ପର୍ଯ୍ୟନ୍ତ ତାଙ୍କୁ 50 ଥର ଅପ-ହରଣ କରାଯାଇଛି । ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯେ ମହିଳାଙ୍କ ଅପ-ହରଣ କୌଣସି ମନୁଷ୍ୟ ନୁହେଁ ବରଂ ଏଲିଏନ କରୁଥିଲେ ।

ଏଲିଏନ ବିଶ୍ୱରେ ଅଛନ୍ତି କି ନାହିଁ ଏହାକୁ ନେଇ ଏକ ବିତର୍କ ଚାଲିଆସୁଛି । କିଛି ଥର କିଛି ଲୋକ ମାନେ UFO କୁ ଦେଖିଥିବାର ଦାବି କରିଛନ୍ତି କିନ୍ତୁ ଏହାର କୌଣସି ପ୍ରମାଣ ମିଳିନାହିଁ । ଯଦି କୌଣସି ପ୍ରମାଣ ମିଳିଥାଏ ତେବେ ଏହାକୁ ମିଥ୍ୟା କିମ୍ବା ଏଡିଟ ବୋଲି କୁହାଯାଏ । ଏବେ ବ୍ରିଟେନର Bradford ରେ ରହୁଥିବା 50 ବର୍ଷିୟ Paula Smith ଦାବି କରିଛନ୍ତି ଯେ ତାଙ୍କୁ ଏବେ ପର୍ଯ୍ୟନ୍ତ 50 ରୁ ଅଧିକ ଥର ଏଲିଏନ ଅପ-ହରଣ କରିଛନ୍ତି । ତାଙ୍କ କହିବା ଅନୁସାରେ ଏଲିଏନ ତାଙ୍କୁ ନିଜ UFO ରେ ନେଇଯାନ୍ତି ଏବଂ ଅନ୍ୟ ଏକ ବିଶ୍ୱର ଯାତ୍ରା କରନ୍ତି ।

ମହିଳା ଦେଖାଇଥିଲେ ପ୍ରମାଣ :

ପାଉଲାଙ୍କ କହିବା ଅନୁସାରେ ଏଲିଏନ ତାଙ୍କୁ ପିଲାଦିନରୁ ଅପ-ହରଣ କରିଆସୁଛନ୍ତି । ସେହିଦିନଠାରୁ ଏପର୍ଯ୍ୟନ୍ତ 50 ରୁ ଅଧିକ ଥର ଅପ-ହରଣ କରିଛନ୍ତି । ତାଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ଅଛି । ସେ ନିଜ ଶରୀରରେ ଥିବା ବିଭିନ୍ନ ଚିହ୍ନକୁ ଦେଖାଇଛନ୍ତି । ତାଙ୍କ କହିବା ଅନୁସାରେ ଯେତେବେଳେ ଏଲିଏନ ତାଙ୍କୁ ଅପ-ହରଣ କରନ୍ତି ସେ ତାଙ୍କ ଶରୀରରେ କିଛି ଚିହ୍ନ ବନାଇ ଦିଅନ୍ତି । ଏହା ଏକ ଅଦ୍ଭୁତ ଚିହ୍ନ ହୋଇଥାଏ , ଯାହାର ଏଲିଏନ ବିଶ୍ୱରେ ବିଶେଷ କାରଣ ହୋଇଥାଏ ।

ବିନା ଚେତା-ବନୀରେ ଏଲିଏନ ନେଇଯାଆନ୍ତି :

ପାଉଲାଙ୍କ ଅନୁସାରେ ଏଲିଏନ ତାଙ୍କୁ ଏପର୍ଯ୍ୟନ୍ତ 50 ଥର ଅପ-ହରଣ କରିସାରିଛନ୍ତି । ସେମାନେ ନେଇଯିବା ପୂର୍ବରୁ କିଛି ଚେତା-ବନୀ ଦିଅନ୍ତି ନାହିଁ । ତାଙ୍କ ପରିବାର ଲୋକମାନଙ୍କ କହିବା ଅନୁସାରେ ପାଉଲା ହଠାତ 4 ରୁ 5 ଘଣ୍ଟା ପର୍ଯ୍ୟନ୍ତ ନି-ଖୋ-ଜ ହୋଇଯାନ୍ତି । ପରେ ହଠାତ ଆସିଯାଆନ୍ତି । ପାଉଲାଙ୍କ ଅନୁସାରେ ଏହି ସମୟ ମଧ୍ୟରେ ସେ UFO ରେ ଏଲିଏନଙ୍କ ସହ ରୁହନ୍ତି ଯିଏ ତାଙ୍କୁ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଦେଖାନ୍ତି । ଏହି ଟେକ୍ନୋଲୋଜି ପୃଥିବୀରେ ଉପଲବ୍ଧ ନାହିଁ ।

ବେହୋଶ କରିଦିଅନ୍ତି :

ପାଉଲାଙ୍କ କହିବା ଅନୁସାରେ ଅପ-ହରଣ ପରେ ତାଙ୍କୁ ଅଦ୍ଭୁତ ଇଞ୍ଜେକ୍ସନ ଦିଆଯାଏ । ଏହାଦ୍ବାରା ସେ ଦୌ-ଡ଼ିବାକୁ ଚେଷ୍ଟା କରନ୍ତି କିନ୍ତୁ ବିଫଳ ହୁଅନ୍ତି । ସେ ବହୁତ ଦୁର୍ବଳ ହୋଇଯାନ୍ତି । ଏଲିଏନ ତାଙ୍କୁ ସମୁଦ୍ର ଏବଂ ଆକାଶର ରଙ୍ଗ ପରିବର୍ତ୍ତନ କରୁଥିବାର ଦେଖାନ୍ତି । ପାଉଲା ଏକ ପେଣ୍ଟିଂ ମଧ୍ୟ କରିଛନ୍ତି ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ ପ୍ରକୃତରେ ଏଲିଏନ କିପରି ତାଙ୍କୁ ଦେଖାଯାନ୍ତି । ଯେତେବେଳେ ପାଲା ତାଙ୍କ ଅନୁଭୂତି ଲୋକଙ୍କ ସହ ସେୟାର କରିଥିଲେ ଅନେକ ଲୋକ ତାଙ୍କୁ ପାଗଳ ବୋଲି କହିଥିଲେ କିନ୍ତୁ ପାଉଲା ଏହାକୁ ମନକୁ ନେଇନଥିଲେ । ସେ କହିଛନ୍ତି ଯେ ଆହୁରି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଏଲିଏନଙ୍କୁ ଭେଟିଛନ୍ତି । ସେମାନଙ୍କୁ ମଧ୍ୟ ସାମ୍ନାକୁ ଆସିବା ଉଚିତ ।

Leave a Reply

Your email address will not be published. Required fields are marked *