ଥାଇଲାଣ୍ଡ(Thailand) ର ବ୍ୟାଙ୍କକକରୁ ଗୋଟିଏ ବଡ଼ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସାମ୍ନାକୁ ଆସିଛି। ଏଠାର ଜଣେ ବୌଦ୍ଧ ଭିକ୍ଷୁ ଭଗବାନ ବୁଦ୍ଧଙ୍କ ସାମ୍ନାରେ ନିଜ ଗ-ଳା-କୁ କା-ଟି ଚଢାଇ ଦେଇଥିଲେ। ସେ ଏହି କାର୍ଯ୍ୟର ଯୋଜନା ପୂର୍ବ ପାଞ୍ଚବର୍ଷରୁ କରି ଆସୁଥିଲେ। ସୂଚନା ମୁତାବକ ଏମିତି ସେ ଆଧ୍ୟାତ୍ମିକ ସନ୍ଥ ହେବାପାଇଁ କରିଛନ୍ତି। ସେ ଭାବୁଥିଲେ କି ଯେତେବେଳେ ସେ ନିଜ ମୁଣ୍ଡ କାଟିବେ ତ ସ୍ବୟଂ ଭଗବାନ ବୁଦ୍ଧ ପ୍ରକଟ ହେବେ ଏବଂ ତାଙ୍କ ମୁଣ୍ଡ ନିଜ ହାତରେ ଧରିନେବେ।
ଭଗବାନ ବୁଦ୍ଧ(Lord Buddha)ଙ୍କୁ ନିଜ ମୁଣ୍ଡ ସମର୍ପଣ କରିଥିବା ବୌଦ୍ଧ ଭିକ୍ଷୁଙ୍କ ନାମ Thammakorn Wangpreecha ବୋଲି ଜଣା ଯାଉଛି। ସେ ୬୮ବର୍ଷର ଥିଲେ। ତାଙ୍କର ବିଶ୍ଵାସ ଥିଲା କି ଯଦି ସେ ଭଗବାନ ବୁଦ୍ଧଙ୍କୁ ନିଜ ମୁଣ୍ଡ ସମର୍ପଣ କରିବେ ତାହେଲେ ପ୍ରତି ବଦଳରେ ଆଗାମୀ ଜନ୍ମରେ ତାଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଏହି ଭାବନାର ସହିତ ୧୫ଅପ୍ରେଲରେ ଥାଇଲାଣ୍ଡର Wat Phu Hin Templeରେ ସେ ନିଜ ମୁଣ୍ଡ କା-ଟି ଦେଇଥିଲେ।
ବୌଦ୍ଧ ଭିକ୍ଷୁଙ୍କ ଶ-ବଙ୍କୁ ଭଣଜାଙ୍କ ଦ୍ଵାରା ଜ-ବ-ତ କରା ଯାଇଛି। ତାଙ୍କ ଭଣଜା କହିଥିଲେ କି ମାମୁଁ ନିଜ ମୁଣ୍ଡ କା-ଟି ଭଗବାନ ବୁଦ୍ଧଙ୍କ ପୂଜା କରିବା ପାଇଁ ଚାହୁଁଥିଲେ। ସେ ପୂର୍ବ ପାଞ୍ଚ ବର୍ଷରୁ ଏହି ଯୋଜନା ଉପରେ କାର୍ଯ୍ୟ କରୁଥିଲେ। ଆଜି ସେ ଏହାକରି ଦେଖାଇଛନ୍ତି। ସେ ନିଜ ମୁଣ୍ଡ ଏବଂ ଆ-ତ୍ମା ଭଗବାନ ବୁଦ୍ଧଙ୍କୁ ସମର୍ପଣ କରି ଦେଇଛନ୍ତି। ବର୍ତମାନ ଏହାର ଭଲ ଫଳ ତାଙ୍କୁ ଆଗାମୀ ଜନ୍ମରେ ମିଳିବ। ତାଙ୍କର ଏହି ଆଧ୍ୟାତ୍ମିକ କର୍ମ ସେ ନିଜ ଇଚ୍ଛା ଅନୁସାରେ ହିଁ କରିଛନ୍ତି।
ଜଣା ଯାଉଛି କି ମୃ-ତ ବୁଦ୍ଧ ଭିକ୍ଷୁ ପୂର୍ବ ୧୧ବର୍ଷରୁ Wat Phu Hin ମନ୍ଦିରରେ ରହୁଥିଲେ। ସେ ନିଜର ବଳି ଦେବା ପୂର୍ବ ମନ୍ଦିରର ପୂଜାରୀଙ୍କୁ ଏହାର ସୂଚନା ଦେଇନଥିଲେ। ବୌଦ୍ଧ ଭିକ୍ଷୁଙ୍କ ଦ୍ଵାରା କରା ଯାଇଥିବା ଏହି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କାହାର ବିଶ୍ବାସ ହେଉ ନାହିଁ କି ଆଜି ଦୁନିଆରେ ମଧ୍ୟ କେହି ନିଜର ମୁଣ୍ଡକୁ କା-ଟି କେମିତି ସମର୍ପଣ କରିପାରିବ। ଏହି କଥା ଅନେକ ଲୋକଙ୍କୁ ଦୋହଲାଇ ରଖି ଦେଇଛି।
ସୋସିଆଲ ମିଡିଆରେ ମଧ୍ୟ ଏହି ଖବର ଭାଇରାଲ ହେଉଛି। ଯେଉଁଠାର ଗୋଟିଏ ପକ୍ଷରେ କିଛି ହାତଗଣତି ଲୋକ ବୌଦ୍ଧ ଭିକ୍ଷୁଙ୍କ ଚିନ୍ତାର ପକ୍ଷ ନେଉଛନ୍ତି ତ ସେଠାରେ ଗୋଟିଏ ବଡ ବର୍ଗ ଏହା କହୁଛନ୍ତି କି ତାଙ୍କୁ ନିଜ ଜୀବନ ଏପରି ଭାବରେ ଦେବାର ନଥିଲା। କୈାଣସି ଇଶ୍ଵରଙ୍କ ଭକ୍ତି ଗୋଟିଏ ଭାବନା ହୋଇଥାଏ କିନ୍ତୁ ସେଥିରେ ଏହିପରି ଲୀନ ହୋଇ ନିଜ ମୁଣ୍ଡ କାଟିଦେବା ଅନ୍ୟ ଗୋଟିଏ କଥା ଅଟେ। ଏହା ଅନ୍ୟ ଲୋକମାନଙ୍କ ପାଇଁ ଗୋଟିଏ ଭଲ ଉଦାହରଣ ନୁହେଁ।
ଏହାଛଡା ଏହି ପୂରା ଘ-ଟ-ଣା ଉପରେ ଆପଣଙ୍କର କଣ ମତ ରହିଛି?କଣ ବୌଦ୍ଧ ଭିକ୍ଷୁ ନିଜ ମୁଣ୍ଡ କା-ଟି ଭଗବାନ ବୁଦ୍ଧଙ୍କୁ ସମର୍ପଣ କରି ଠିକ କରିଛନ୍ତି? ଆପଣଙ୍କ ମତ ଆମକୁ କମେଣ୍ଟ ସେକସନରେ ନିଶ୍ଚି