ଗାଧୋଇବାର ଡରରେ ଶୋଇବାର ଅଭିନୟ କଲା ବିଲେଇ, ଝିଅ ଜଣଙ୍କ ଉଠେଇ ବାରୁ ଆଖି ବୁଲେଇକି ଏମିତି ଦେଖିଲା – ଦେଖନ୍ତୁ ମଜାଦାର video

ସୋସିଆଲ ମିଡିଆରେ କୁକୁର ଆଉ ବିଲେଇଙ୍କ ଭଳି ଅନ୍ୟ ଜୀବଜନ୍ତୁଙ୍କ ମଜାଦାର ଭିଡ଼ିଓ ଭାଇ-ରାଲ ହେଇ ଆସୁଛି। ଏବେ ଗୋଟେ ବିଲେଇର ଭିଡିଓ ବହୁତ୍ ଭାଇ-ରାଲ ହେଉଛି, ସେହି ଭିଡ଼ିଓକୁ ଲୋକମାନେ ଦେଖି କହୁଛନ୍ତି ବିଲେଇକୁ ଓସ୍କାର ପୁରସ୍କାର ମିଳିବା କଥା। ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯେଉଁଥିରେ ଏକ ବିଲେଇ ଗା-ଧୋ-ଇବା ଭ-ୟରେ ଶୋଇଥିବାର ବାହାନା କରୁଛି |

ଭିଡିଓର ପ୍ରଥମରୁ ଆପଣ ଦେଖିବେ ଯେ ବିଲେଇଟି ବେଡ୍ ରେ ମୁହଁ ମାଡ଼ିକି ସୋଇଛି। ଭିଡ଼ିଓର ପଛରୁ କହୁଛନ୍ତି ଯେ ବିଲେଇଟି ଗାଧୋଇବା ଡ-ର-ରେ ଶୋଇବାର ଅଭିନୟ କରୁଛି। ଭିଡ଼ିଓରେ ଆପଣମାନେ ଦେଖିବେ ବିଲେଇଟି ଶୋଇକି ତାର ଲାଞ୍ଜ ହଲଉଥିବ। ଯେତେବେଳ ସେମାନେ ବିଲେଇକୁ ଉଠାଇବାକୁ ଚେ-ଷ୍ଟା କରନ୍ତି, ସେତେବେଳେ ବିଲେଇଟି ଉଠି ଚାରିଆଡ଼େ ଅନାଇବାକୁ ଲାଗିବ।

 

View this post on Instagram

 

A post shared by Kareem & Fifi (@dontstopmeowing)

ଲୋକମାନେ ଏହି ଭିଡିଓ କୁ ବହୁତ୍ ପସନ୍ଦ କରୁଛନ୍ତି। ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୮୦ ଥରରୁ ଅଧିକ ଥର ଦେଖି ସାରିଛନ୍ତି। ତା’ ସହିତ ଲୋକମାନେ ମଜାଳିଆ କମେଣ୍ଟ କରୁଛନ୍ତି। ଜଣେ ୟୁଜର କହିଛନ୍ତି,’ ଏ ବିଲେଇକୁ ତ ଓସ୍କାର ପୁରସ୍କାର ଦେବାକଥା।’

Leave a Reply

Your email address will not be published. Required fields are marked *