CDPHR ଜାରି କଲା ଭାରତର ୭ଟି ପଡ଼ୋଶୀ ଦେଶର ମାନବ ଅଧିକାର ରି-ପୋ-ର୍ଟ, ହିନ୍ଦୁମାନଙ୍କର ଜନସଂଖ୍ୟା କମୁଛି

ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସର ପ୍ରେସିଡେଣ୍ଟ ପ୍ରେରଣା ମଲହୋତ୍ରାଙ୍କର କହିବା କଥା ପାକିସ୍ତାନରେ ମାଇନାରିଟୀ ବହୁତ ଖ-ରା-ପ ଅଛି।

ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସ ତିଵତ ସହ ପାକିସ୍ତାନ, ବାଂଗଲାଦେଶ, ଆଫଗାନିସ୍ତାନ, ମାଲେସିଆ, ଇଣ୍ଡୋନେସିଆ, ଓ ଶ୍ରୀଲଙ୍କାର ମାନବ ଅଧିକାରକୁ ନେଇ ଏକ ରି-ପୋ-ର୍ଟ ଜା-ରୀ କରାଯାଇଛି। ରି-ପୋ-ର୍ଟର ସମସ୍ତ ଦେଶର ନାଗରିକ ସମାନତା, ତାଙ୍କ ଗରିମା, ନ୍ୟାୟ, ଲୋକତନ୍ତ୍ରକୁ ଆଧାରରେ ରଖି ଏହା ତିଆରି କରାଯାଇଛି। ଏହି ରି-ପୋ-ର୍ଟ ଶିକ୍ଷାବିତ୍ତ, ଅଧିବକ୍ତା ନ୍ୟାୟାଧୀଶ, ମିଡ଼ିଆକର୍ମୀ, ଅନୁସନ୍ଧାନକର୍ତ୍ତା ମାନଙ୍କ ଏକ ସମୂହ ତିଆରି କରିଛନ୍ତି। ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସ ଜା-ରୀ କଲା ଭାରତର ୭ଟି ପଡ଼ୋଶୀ ଦେଶର ମାନବ ଅଧିକାର ରି-ପୋ-ର୍ଟ-ରେ କୁହାଯାଇଛି ଏଭଳି ସ୍ଥିତି।

୧. ପାକିସ୍ତାନ:- ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସର ରି-ପୋ-ର୍ଟରେ ପାକିସ୍ତାନର ମାନବାଧିକାର ସ୍ଥିତି ଉପରେ ଚିନ୍ତା କରାଯାଇଛି। ରି-ପୋ-ର୍ଟ ଅନୁସାରେ ସେଠାରେ ଧାର୍ମିକ ଅଳ୍ପସଂଖ୍ୟକ ସହ ଅଳ୍ପସଂଖ୍ୟକ ଶିୟା ଓ ଅହମଦିୟାର ସ୍ଥିତି ମଧ୍ୟ ବହୁତ ଖ-ରା-ପ ଅଟେ। ସଏଠାର ଧାରା ୨୯୮ ବି- ୨ ଅନୁସାରେ ଅହମଦିୟାରେ ମୁସଲମାନଙ୍କ ଦ୍ଵାରା ଅଜଣା ଶବ୍ଦର ଉପଯୋଗ ମଧ୍ୟ ଅ-ପ-ରାଧ ଅଟେ। ଏହା ସହ ପାକିସ୍ତାନର ନିୟମ ଢାଞ୍ଚା ମଧ୍ୟ ଅନ୍ତଃରାଷ୍ଟ୍ରୀୟ ନାଗରୀକ ଓ ରାଜନୀତିକ ଅଧିକାରର ଅନୁରୂପ ନୁହେଁ। ସେଠାରେ ଧାର୍ମିକ ଅଳ୍ପ ସଂଖ୍ୟକ- ହିନ୍ଦୁ, ଶିଖ ଓ ଈଶାଇର ଯୁବ ମହିଳାଙ୍କ ସହ ଅପ-ହ-ରଣ, ବଳା-ତ୍କାର ଜବ-ର-ଦସ୍ତ ଧର୍ମ ପରିବର୍ତ୍ତନ ଆଦି ଘ-ଟ-ଣା ବହୁତ ହେଇଛି। ଏହା ସହ ଧାର୍ମିକ ଅଳ୍ପସଂଖ୍ୟକ ଡରାଇବା ଓ ଧମକ ଦିଆଯାଇଥାଏ।

୨. ବାଂଗଲାଦେଶ:- ବାଙ୍ଗଳାଦେଶରେ ମଧ୍ୟ ଅଳ୍ପସଂଖ୍ୟକ ମାନବ ଅଧିକାରୀ ଓ ଧାର୍ମିକଙ୍କର ସ୍ଥିତି ମଧ୍ୟ ଭଲ ନୁହେଁ। ଢାକା ୟୁନିଭରସିଟିର ପ୍ରଫେସର ଅବୁଲା ବରକତଙ୍କ ଏକ ରି-ପୋ-ର୍ଟ ଅନୁସାରେ ପୂର୍ବ ୪ ଦଶକରେ ୨,୩୦,୬୧୨ ଲଲ ପ୍ରତ୍ୟେକ ବର୍ଷ ପଳେଇବାକୁ ବାଧ୍ୟତାମୂଳକ ହେଉଛନ୍ତି, ଯାହା ହାରାହାରି ୬୩୨ ଲୋକ ପ୍ରତିଦିନର ଅଟେ। ଏହି ରି-ପୋ-ର୍ଟରେ କୁହାଯାଇଛି ଯେ, ଯଦି ସେଠାରେ ଏହି ଗତି ସହ ଲୋକମାନେ ପଳାୟନ କରିବେ ତେବେ ୨୫ ବର୍ଷ ପରେ ସେଠାରେ ଆଉ କୌଣସି ହିନ୍ଦୁ ରହିବେ ନାହିଁ। ରି-ପୋ-ର୍ଟ-ରେ ଏହା ମଧ୍ୟ କୁହାଯାଇଛି ଯେ, ୧୯୭୫ ମସିହାରେ ସେଠାର ସମ୍ବିଧାନ ସଂଶୋଧନ ମାଧ୍ୟମରେ ସେ ସେକୁଲରୀଯମ ଶବ୍ଦ ହଟାଇ କୋରାଣର ଧାଡ଼ି ରଖାଯାଇଛି ଓ ୧୯୮୮ ମସିହାରେ ଇସ୍ଲାମର ଦେଶର ଧର୍ମ ଘୋ-ଷଣା କରାଯାଇଛି। ଏହା ସହ ଚଟଗାଓଁ ପର୍ବତୀୟ କ୍ଷେତ୍ରରେ ଡେମୋଗ୍ରାଫୀକୁ ମଧ୍ୟ ଯୋଜନାବଦ୍ଧ ଭାବେ ବଦଳା ଦିଆଯାଇଛି। ୧୯୫୧ ମସିହାରେ ୯୦ ପ୍ରତିଶତ ଲୋକ ଏଠାରେ ବୌଦ୍ଧ ଥିଲେ ଯାହା କମି ୨୦୧୧ ମସିହାରେ ୫୫ ପ୍ରତିଶତ ହେଇଯାଇଛନ୍ତି।

୩. ତିଵତ:- ରିପୋ-ର୍ଟରେ କୁହାଯାଇଛି ଯେ, ବିଭିନ୍ନ ପ୍ରତିବନ୍ଧ ମାଧ୍ୟମାରେ ଚୀନ ତିଵତରେ ମାନବାଧିକାରର ସ୍ଥିତିକୁ ଲୁଚାଇବାକୁ ପ୍ରୟାସ କରିଛି। ଏହା ସହ ଚୀନ ତିଵତର ସାମାଜିକ, ଧାର୍ମିକ, ସଂସ୍କୃତିକ ଓ ଭାଷା ପରିଚୟ ମଧ୍ୟ ଶେ-ଷ କରିବାକୁ ପ୍ରୟାସ କରୁଛି।

୪. ମାଲେସିଆ:- ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସର ରି-ପୋ-ର୍ଟ ଅନୁସାରେ ମାଲେସିଆରେ ଭୂମିପୁତ୍ର ପକ୍ଷରେ ବିଭେଦକାରୀ ନି-ୟମ ରହିଛି। ଏହା ସଜାତୀୟ ଅଳ୍ପସଂଖ୍ୟକର ମଧ୍ୟ ଅଧିକାର ଖ-ଣ୍ଡନ କରାଯାଉଛି।

୫. ଆଫଗାନିସ୍ତାନ:- ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସର ରି-ପୋ-ର୍ଟ ଅନୁସାରେ ଆଫଗାନିସ୍ତାନରେ ମଧ୍ୟ ଅଳ୍ପସଂଖ୍ୟକ ଓ ମାନବାଧିକାର ପାଇଁ ବିଭେଦକାରୀ ନିୟ-ମ ପାଇଁ ଚିନ୍ତା କରାଯାଇଛି। ଆଫଗାନିସ୍ତାନର ସମ୍ବିଧାନ ଅନୁସାରେ କୌଣସି ମୁସଲିମ ବ୍ୟକ୍ତି ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ହେଇପାରିବ। ୧୯୭୦ର ଜନସଂଖ୍ୟା ଅନୁସାରେ ସେଠାରେ ୭,୦୦,୦୦୦ ହିନ୍ଦୁ ଓ ଶିଖ ଥିଲେ। ଏବେ କେବଳ ୨୦୦ ଜଣ ହିନ୍ଦୁ ଓ ଶିଖ ରହିଛନ୍ତି।

୬. ଶ୍ରୀଲଙ୍କା:- ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସର ରି-ପୋ-ର୍ଟ ଅନୁ-ସାରେ ଶ୍ରୀଲଙ୍କାରେ ମଧ୍ୟ ଅଳ୍ପସଂଖ୍ୟକ ଓ ମାନବାଧିକାର ପାଇଁ ବିଭେଦକାରୀ ନିୟମ ପାଇଁ ଚିନ୍ତା କରାଯାଇଛି। ରିପୋ-ର୍ଟରେ କୁହାଯାଇଛି ଯେ, ୨୬ ବର୍ଷ ପର୍ଯ୍ୟନ୍ତ ଚାଲିରହିଥିବା ଗୃହ-ଯୁ-ଦ୍ଧ-ରେ ୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏବଂ ୨୦,୦୦୦ ଲୋକ ଅ-ଦୃ-ଶ୍ୟ ହୋଇଯାଇଥିଲେ।

୭. ଇନ୍ଫୋନେସିଆ:- ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସର ରି-ପୋ-ର୍ଟ ଅନୁସାରେ ଇଣ୍ଡୋନେସିଆରେ ମଧ୍ୟ ପୂର୍ବ କିଛି ବର୍ଷ ଭିତରେ ଧାର୍ମିକ କଟ୍ଟୁରତା ଓ ଅସହିଷ୍ଣୁତା ବଡ଼ିଯାଇଛି। ଏଠାରେ କେବଳ ୬ଟି ଦେଶର ପରିଚୟ ଦିଆଯାଇଛି। ୨୦୦୨ ମସିହାରେ ବାଲୀରେ ହୋଇଥିବା ଘଟ-ଣାରେ ମଧ୍ୟ ଦେଶରେ ଧାର୍ମିକ ଇସ୍ଲାମିକ ନେତାର ନାମ ଆସିଥିଲା। ୨୦୧୨ରେ ବାଲିନୁରଗା ହିନ୍ଦୁମାନଙ୍କ ଉପରେ ଆକ୍ର-ମଣ ହେବାସହ ଅନେକ ଘ-ଟ-ଣା ଧାର୍ମିକ ଅଳ୍ପସଂଖ୍ୟକଙ୍କ ବିରୁ-ଦ୍ଧରେ ଦେଖିବାକୁ ମିଳିଥିଲା।

ସେଣ୍ଟର ଫାର ଡେମୋକ୍ରେସି ପ୍ଲୁରେଲିଜ୍ମ ଆଣ୍ଡ ହ୍ୟୁମାନ ରାଇଟ୍ସର ପ୍ରେସିଡେଣ୍ଟ ପ୍ରେରଣା ମଲହୋତ୍ରାଙ୍କର କହିବା କଥା ପାକିସ୍ତାନରେ ମାଇନାରିଟୀ ବହୁତ ଖ-ରା-ପ ଅଛି। ପାକିସ୍ତାନରେ ଯେଉଁ ଏଥନିକ ମାଇନାରୀଟୀ ରହିଛି, ନାହିଁ ତ ତାକୁ ମାନବାଧିକାରର ରକ୍ଷା ହେଉଛି ନାହିଁ ରିଲିଜିୟସ ଅଳ୍ପସଂଖ୍ୟକ। ସେଠାରେ ଧାର୍ମିକ ଲୋକମାନଙ୍କର ସଂଖ୍ୟା ବହୁତ କମ ରହିଛି।

Leave a Reply

Your email address will not be published. Required fields are marked *