ନି-ଶା ପାଇଁ ପରିବାରକୁ ଦୂର କରିଦେଲେ ଯୁବକ, ୧୪ ବର୍ଷ ହେବ ଏୟାରପୋର୍ଟରେ କା-ଟୁଛ-ନ୍ତି ଜୀବନ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବର୍ତ୍ତମାନ ସମୟରେ ଯୁବପିଢ଼ି ମାନେ ଅଧିକ ମାତ୍ରାରେ ଭୋଗବିଳସରେ ଜୀବନ ଅତି ବାହିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଆଜିର ଦିନରେ ମଦ୍ୟ ସେବନ ଏକ ସଉକ ହୋଇ ଗଲାଣି। ଅନେକ ଲୋକମାନେ ମ-ଦ ସେବନ କରୁଛନ୍ତି। ତେବେ କିଛି ନିଜ କଷ୍ଟକୁ ଦୂର କରିବା ପାଇଁ ପିଉଛନ୍ତି ତ ଆଉ କିଛି ହସ ଖୁସି ପାଇଁ ପିଉଛନ୍ତି। ଯାହାଫଳରେ ଦିନକୁ ଦିନ ମ-ଦ୍ୟ-ପ ମାନଙ୍କ ଉପଦ୍ରବ ବୃଦ୍ଧି ହେବାରେ ଲାଗିଛି। ମ-ଦ୍ୟପା-ନ କରିବା ଏକ ଖରାପ ଅଭ୍ୟାସ ହୋଇଥାଏ। ମ-ଦ ପିଇବା ଯୋଗୁଁ କାହାର ଏ ପର୍ଯ୍ୟନ୍ତ କିଛି ଭଲ ହୋଇ ନାହିଁ ବରଂ ମ-ଦ୍ୟପା-ନ ଯୋଗୁଁ ଅନେକ ଲୋକଙ୍କ ଘର ସଂସାର ଭା-ଙ୍ଗିଛି।

ତେବେ ଏଭଳି ଘ-ଟ-ଣା ଚୀନ୍ ର ବେଜିଂ ରେ ଘଟିଛି। ମ-ଦ ଓ ସି-ଗାରେ-ଟ ପାଇଁ ଘର ଛାଡ଼ି ଦେଲେ ଯୁବକ। ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ହେବ ଏୟାରପୋର୍ଟ ଠାରେ ଜୀବନ କାଟୁଛନ୍ତି। ନି-ଶା କରୁଥିବା ଯୁବକ ଜଣଙ୍କୁ ପରିବାର ଲୋକେ ବାରଣ କରିବାରୁ ଯୁବକ ଘର ଛାଡ଼ି ଗଲେ। ତେବେ ଏହି ଘ-ଟ-ଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ସାତ ଅଟେ।

ଡେଲିରେ ପ୍ରକାଶିତ ଖବର ଅନୁସାରେ, ୱେଇ ଜିଆନଗୁ ନାମକ ଜଣେ ଯୁବକ ୪୦ ବର୍ଷ ବୟସରୁ ଘର ଛାଡ଼ି ଚାଲି ଆସିଛନ୍ତି। ତେବେ ସେ ଘର ଛାଡ଼ି ଚାଲି ଯିବା ପଛରେ ମୁଖ୍ୟ କାରଣ ହେଉଛି ନି-ଶା। ଯେଉଁ ନି-ଶା ପାଇଁ ସମସ୍ତଙ୍କ ଦୁର୍ବଳତା ରହିଥାଏ ତେବେ ସେହି ଦୁର୍ବଳତା ୱେଇ ଜିଆନଗୁଙ୍କ ମଧ୍ୟରେ ରହିଥିଲା। ଘର ଲୋକ ବାରମ୍ବାର ନି-ଶା ସେବନକୁ ନେଇ ପ୍ରଶ୍ନ ଓ ବାରଣ କରିବାରୁ ସେ ଘର ଛାଡ଼ି ଆସି ଏୟାରପୋର୍ଟ ଟର୍ମିନାଲରେ ପ୍ରାୟ ୧୪ ବର୍ଷ ହେବ ରହୁଛନ୍ତି।

ୱେଇ ଜିଆନଗୁଙ୍କ କହିବାନୁଯାୟୀ, ତାଙ୍କୁ ମଦ ଓ ଘର ଦୁଇଟି ମଧ୍ୟରୁ ଗୋଟିକୁ ବାଛିବା ପାଇଁ କୁହାଯାଇଥିଲା। ତେବେ ସେ କହିଥିଲେ କି ମ-ଦ ବିନା ବଞ୍ଚି ପାରିବେ ନାହିଁ। ତେଣୁ ସେ ନିଶାକୁ ବାଛିଥିଲେ। କେବଳ ସେତିକି ନୁହେଁ ତାଙ୍କୁ ତାଙ୍କର ସମସ୍ତ ଦରମା ମଧ୍ୟ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ଏହାକୁ ଏଡେଇ ଦେଇ ଘରୁ ଚାଲି ଆସି ଏୟାରପୋର୍ଟରେ ରହିବାକୁ ଲାଗିଲେ। ଏହାପରେ ତାଙ୍କର ଚାକିରୀ ଚାଲି ଯାଇଥିଲା। ବର୍ତ୍ତମାନ ସେ ୬୦ ବର୍ଷୀୟ ଅସହାୟ ବ୍ୟକ୍ତି ଅଟନ୍ତି।

ବୟସ ବଢ଼ି ଯାଇଥିବାରୁ ତାଙ୍କୁ କେହି ଆଉ ଚାକିରି ମଧ୍ୟ ଦେଇ ନଥିଲେ। ତେଣୁ ସେ ଏୟାରପୋର୍ଟ ଟରମିନାଲକୁ ନିଜ ଆଶ୍ରୟସ୍ଥଳ ଭାବେ ବାଛି ନେଇଛନ୍ତି। ଉକ୍ତ ଏୟାରପୋର୍ଟ ଟରମିନାଲରେ ଆହୁରି ପାଞ୍ଚ ଜଣ ବ୍ୟକ୍ତି ରହୁଛନ୍ତି। କିନ୍ତୁ ସୁରକ୍ଷା ଅଧିକାରୀ କିମ୍ବା କର୍ମଚାରୀ ସେମାନଙ୍କୁ ବି-ରୋ-ଧ କରୁ ନଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *