ଆଜିକାଲି ଅନଲାଇନରେ ଖାଦ୍ୟ ଅର୍ଡର କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଲୋକଙ୍କୁ ଭୋକ ଲାଗିଲା କିଛି କଥା ନାହିଁ ହାତ ଯାଏ ଫୋନକୁ ଏବଂ ଖାଦ୍ୟ ଅର୍ଡର ହୋଇଯାଏ । ତା’ପରେ ବସି ବସି ତାଙ୍କୁ ଅପେକ୍ଷା କର । ଦୁଇ ରୁ ତିନିଥର ଡେଲିଭରି ବାଲା ର ଲୋକେସନ୍ ଦେଖନ୍ତୁ । ଅଧା ପେଟ ତ ଏହି ଅପେକ୍ଷାରେ ଭରିଯାଏ । ତା’ପରେ ଖାଦ୍ୟ ଆସିଲା ଖାଇ ଦିଅ। ଜଣେ ଲୋକ ଖାଦ୍ୟ ଅର୍ଡର କରିଥିଲେ। ଏହା ସହିତ କୋକ୍ ଅର୍ଡର ମଧ୍ୟ କଲେ । କିନ୍ତୁ ଆପଣ ଜାଣିଛନ୍ତି କୋକ୍ ବୋତଲରେ କଣ ଆସିଥିଲା । ପରିସ୍ରା…
ସଂପୂର୍ଣ୍ଣ ଘଟ-ଣା କଣ ଥିଲା
ଅଲିଭର ମ୍ୟାକମାନସ ନାମକ ଜଣେ ବ୍ୟକ୍ତି ଏ ବିଷୟରେ ଟ୍ୱିଟ କରିଛନ୍ତି। ସେ ଇଂଲଣ୍ଡର। ସେ କହିଛନ୍ତି ଯେ ତାଙ୍କୁ hoisin beef ଏବଂ yoghurt spiced chicken ସହିତ ଏକ କୋକ୍ ବୋତଲ ଦିଆଯାଇଥିଲା। ପୁରା ବୋତଲ ମୂତ୍ରରେ ପରିପୂର୍ଣ୍ଣ ଥିଲା । ସେ ଏହାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ @HelloFreshUK ଟ୍ୟାଗ୍ କରି ତାଙ୍କୁ ଏହା ବିଷୟରେ କହିଛନ୍ତି ।
ବୋତଲ ଖୋଲାଥିଲା
ମେଟ୍ରୋଙ୍କ କହିବାନୁସାରେ, ଅଲିଭର ତାଙ୍କୁ କହିଥିଲେ ଯେ ଯେତେବେଳେ ସେ ତାଙ୍କ ଡେଲିଭରି ଗ୍ରହଣ କଲେ ସେତେବେଳେ କୋକ୍ ବୋତଲ ଖୋଲା ଥିଲା । କିନ୍ତୁ ବାକି ଖାଦ୍ୟକୁ ସିଲ୍ କରାଯାଇଥିଲା। @HelloFreshUK ଏହାର ଉତ୍ତର ଦେଇଛନ୍ତି । କମ୍ପାନୀର ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ ଆମେ ଏହାର ଅନୁସନ୍ଧାନ କରୁଛୁ। ଯିଏ ଏହା କରିଛି, ତା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।