ପୋଲିସର ଦାୟିତ୍ୱ ଲୋକମାନଙ୍କୁ ସୁଧାରିବା ପାଇଁ, ନାହିଁ କି ନିଜେ ବିଗିଡ଼ିବା ପାଇଁ। କିନ୍ତୁ ପୁରୁରେ ଏକ ଅବିଶ୍ଵସନୀୟ ଘଟଣା ସିସିଟିଭିରେ ଦେଖାଯାଇଛି। ଯେଉଁଠି ଦେଖାଯାଇଛିକି, କିଭଳି ଭାବେ ପୋଲିସବାଲା ମହିଳାର କୋଭିଡ ନିୟମ ଭାଙ୍ଗିବା ପରେ ମଧ୍ୟ କୌଣସି ଆକ୍ସନ ନ ନେଇ ତାଙ୍କ ସହ କିସ କରି ଛାଡ଼ିଦେଇଥିଲା। ଏହି ଘଟଣାର ଯାଞ୍ଚ ଉପର ପୋ-ଲିସ ଅଫିସର ମାନେ କରୁଛନ୍ତି। କିନ୍ତୁ ଘଟଣା ପରଠାରୁ ସେହି ପୋ-ଲିସ ଜଣକ ସସ୍ପେଣ୍ଡ ହୋଇସାରିଛନ୍ତି।
ଘଟଣାଟି କ’ଣ ଥିଲା:-
ଜଣେ ପୋ-ଲିସ ଅଫିସର ପ୍ରଥମେ କୋଭିଡ ନିୟମ ଭାଙ୍ଗିବାରୁ ମହିଳାଙ୍କର ପରିଚୟ ନିଜ ନୋଟପ୍ୟାଡ଼ରେ ଲେଖୁଥିଲେ। ଏହି ସମୟ ଭିତରେ ମହିଳା ଜଣଙ୍କ ତାଙ୍କ ନିକଟତର ହୋଇଯାଇଥିଲେ। ପରେ ପୋ-ଲିସ ବାବୁ ନିଜର ମନବଦଳାଇ ହଠାତ କିସ କରିଥିଲେ ତାଙ୍କ ସହ। ଏହି ଘ-ଟଣା ଟି ଟିଭି ଚ୍ୟାନେଲ ମାନେ ସେୟାର କରିଛନ୍ତି।
ପୋ-ଲିସଙ୍କ ରେକର୍ଡ କ୍ଲିୟର:-
ସେହି ପୋ-ଲିସ ଜଣଙ୍କ ଉପରେ ପୂର୍ବରୁ କୌଣସି ଭି ଆରୋପ ଲାଗି ନଥିଲା। ଅର୍ଥାତ ତାଙ୍କର ପୋ-ଲିସ ରେକର୍ଡ ସମ୍ପୂର୍ଣ କ୍ଲିୟର ଥିଲା। କିନ୍ତୁ ଘ-ଟଣା ପରେ ତାଙ୍କୁ ଚାକିରୀରୁ ବାହାର କରିଦେଇଛନ୍ତି। ଏହି ବିଷୟରେ ପୁରୁର ରାଜଧାନୀ ଲେମାର ପୋ-ଲିସ ଅଫିସର ଯା-ଞ୍ଚ କରୁଛନ୍ତି। ଏହି ଘ-ଟଣାରେ ତାଙ୍କର ନାମ ସାମ୍ନାକୁ ଆସିନାହିଁ।
ନିୟମକୁ କଲେ ଉଲଂଘନ:-
Ibero Rodriguez ଜଣେ ମିରାଫ୍ଲୋରେସ ଜିଲ୍ଲାର ସୁରକ୍ଷା ଅଧିକାରୀ। ତାଙ୍କର କହିବା ଅନୁସାରେ,” ଆମର ମେୟର ଲୁଇସ ମୋଲିନା ଏହି ଘ-ଟଣା ବିଷୟରେ ଜାଣିବା ପରେ ତୁରନ୍ତ ସେହି ପୋ-ଲିସ ଅଫିସରଙ୍କୁ ସସ୍ପେଣ୍ଡ କରିବାର ଆଦେଶ ଦେଲେ। କାରଣ ଜଣେ ପୋ-ଲିସ କୋଭିଡ ନିୟମ ଭାଙ୍ଗିଥିବା ମହିଳାଙ୍କୁ ଛାଡ଼ିବା ସହ ମାସ୍କ କାଡ଼ି ମହିଳାଙ୍କୁ କିସ ମଧ୍ୟ କରିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।