ହଜାର ଫୁଟ ଉଚ୍ଚତା ଉପରେ ରୋମାଣ୍ଟିକ ହେଲେ କପଲ, ଏମିତି ମନେଇଲେ Kiss Day

Valentine’s Day 2022: 14 ଫେବୃଆରୀରେ ଭ୍ୟାଲେଣ୍ଟାଇନ ଡେ ଅଟେ।ଏହି ଦିନକୁ ପ୍ରେମୀ ପ୍ରେମିକା ପ୍ରତିବର୍ଷ ଅପେକ୍ଷା କରିଥାନ୍ତି। ଏହି ବର୍ଷ ମଧ୍ୟ ଭ୍ୟାଲେଣ୍ଟାଇନ ଓ୍ବିକରେ ପ୍ରେମୀ ଯୁଗଳ ପରସ୍ପରଙ୍କ ସହିତ ରୋମାନ୍ସରେ ବୁଡି ରହିଛନ୍ତି।ପ୍ରେମର ଏହି ପର୍ବକୁ ପାଳନ କରିବା ପାଇଁ ପ୍ରେମ ପକ୍ଷୀମାନେ ରୋମାଣ୍ଟିକ ଭ୍ୟାକେସନ ପାଳନ କରିଥାନ୍ତି ଏବଂ କୈାଣସି ଏମିତି ସ୍ଥାନକୁ ଯାଇଥାନ୍ତି, ଯେଉଁଠାରେ ତାଙ୍କୁ କେହି ଦେଖିବା ପାଇଁ ନଥିବେ।

ଆମେ ଆପଣଙ୍କ ପାଇଁ ଗୋଟିଏ ଏମିତି ହିଁ ରୋମାଣ୍ଟିକ କପଲଙ୍କର ଭିଡିଓ ନେଇ ଆସିଛୁ।ଯେ‌ହେତୁ ଆଜି Kiss Day ଅଟେ, ଏଥିପାଇଁ ଏହି ଭିଡିଓ ମଧ୍ୟ ରୋମାଣ୍ଟିକ କପଲଙ୍କ Kiss ସହିତ ଯୋଡି ହୋଇ ରହିଛି।ଏହି ଭିଡିଓକୁ ଦେଖି ଆପଣ ମଧ୍ୟ ରୋମାଣ୍ଟିକ ହେବା ସ୍ଥିର ନିଶ୍ଚିନ୍ତ ଅଟେ।ଏହି ଭିଡିଓ କପଲ୍ସମାନଙ୍କୁ ବହୁତ ପସନ୍ଦ ଆସୁଛି।ଏହା ସହିତ ସିଙ୍ଗଲ ଲୋକମାନେ ଭିଡିଓକୁ ଦେଖି ଏମିତି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।ଏହା ସହିତ ହିଁ ବହୁତ କପଲ୍ସ ନିଜ ଭ୍ୟାଲେଣ୍ଟାଇନ ଡେ ଖାସ ବନେଇବା ପାଇଁ ଏହି ଭିଡିଓରୁ ଆଇଡ଼ିଆ ମଧ୍ୟ ନେଉଛନ୍ତି।

 

View this post on Instagram

 

A post shared by Wonderful Places (@wonderful_places)

ଭିଡ଼ିଓରେ ଦେଖା ଯାଉଛି କି ଗୋଟିଏ କପଲ ହଜାର ଫୁଟ ଉଚ୍ଚତାରେ ଲଗା ଯାଇଥିବା ଗୋଟିଏ ଦୋଳିରେ ଝୁଲିବା ପାଇଁ ଯାଇଛନ୍ତି। ସେହି ସମୟରେ କପଲ ଦୋଳିକୁ ନିଜ ରୋମାନ୍ସ ପାଇଁ ବ୍ୟବହାର କରିଛନ୍ତିି।ଦୋଳି ସହିତ ହିଁ କପଲ ପବନରେ ରୋମାନ୍ସ କରୁଥିବାର ଦେଖାଯାଇଛନ୍ତି। ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି ଜଣେ ସୁନ୍ଦର ଝିଅ ଏବଂ ଜଣେ ହ୍ୟାଣ୍ଡସମ ପୁଅ ପରସ୍ପରଙ୍କ ସହିତ ଲାଗି ପବନରେ ଦୋଳିର ଆନନ୍ଦ ନେଉଛନ୍ତି। ସେହି ସମୟରେ ସେ ଫଟୋଶୁଟ ମଧ୍ୟ କରିଛନ୍ତି। ଦେଖନ୍ତୁ ଭିଡିଓ-

ଭାଇରାଲ ହେଉଥିବା ଭିଡିଓ ଇଣ୍ଡୋନେସିଆର ବାଲିର ବୋଲି ଜଣା ଯାଉଛି। ଦୁଇଜଣ ପ୍ରେମୀ ବହୁତ ହିଁ ସୁନ୍ଦର ଅନ୍ଦାଜରେ ପରସ୍ପରଙ୍କୁ Kiss ଏବଂ Hug କରୁଥିବାର ଦେଖାଯାଇଛନ୍ତି।ପୁଅ ଜଣଙ୍କ ମଧ୍ୟ ଶର୍ଟଲେସ ଲୁକରେ ବହୁତ ସୁନ୍ଦର ଲାଗୁଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଇଣ୍ଟରନେଟରେ ବହୁତ ଜୋରରେ ଭାଇରାଲ ହେଉଛି।ନେଟିଜନ୍ସ ଏହି ଭିଡିଓକୁ ବହୁତ ଲାଇକ ଏବଂ ସେୟାର କରୁଛନ୍ତି। ଏପର୍ଯ୍ୟନ୍ତ ଭିଡିଓକୁ ୨ମିଲିୟନରୁ ଅଧିକ ଲାଇକ ମିଳିସାରିଛି। ପବନରେ Kiss ଏବଂ ରୋମାନ୍ସର ଆଇଡ଼ିଆ ଲଭ କପଲ୍ସଙ୍କୁ ବହୁତ ଲୋଭାଉଛି।

Leave a Reply

Your email address will not be published. Required fields are marked *