କରୋନା ଭ୍ୟାକ୍ସିନ ଲଗାଇବା ପରେ ରେଷ୍ଟୁରାଣ୍ଟରେ ଖାଇବା ଠାରୁ ଆରମ୍ଭ କରି ମ-ଦ ପର୍ଯ୍ୟନ୍ତ ଫ୍ରି, ଜାଣନ୍ତୁ ଏହି ଅଫର ବିଷୟରେ

ଭ୍ୟାକ୍ସିନ ନେବା ପାଇଁ ସରକାରଙ୍କର ନୂଆ ଉପାୟ:-

ଦେଶରେ କରୋନା ଭାଇରସର ବଢ଼ିବା ଘ-ଟ-ଣା-କୁ ରୋକିବା ପାଇଁ ଭ୍ୟାକ୍ସିନେସନର ମାଧ୍ୟମ ନିଆଯାଉଛି। ଏବଂ କମ ସମୟରେ ଅଧିକ ଲୋକଙ୍କୁ ଭ୍ୟାକ୍ସିନ ଦେବା ପାଇଁ ସରକାରଙ୍କର ଲକ୍ଷ୍ୟ ରହିଛି। ସେହିଲୋକ କରୋନା ଭ୍ୟାକ୍ସିନ ପ୍ରତି ଜାଗ୍ରତ ହୋଇପାରିବେ। ଏଥିପାଇଁ ଅନେକ ସରକାରୀ ଓ ନିଜ କମ୍ପାନୀ ମାନଙ୍କ ତରଫରୁ ଅନେକ ଲୋଭାନ୍ବିତ ଅଫର ଲୋକମାନଙ୍କୁ ଦିଆଯାଉଛି। ଯାହାକି ଲୋକମାନେ ଏହି ଅଫର ପ୍ରତି ଆକର୍ଷିତ ହୋଇ ଭ୍ୟାକ୍ସିନ ନେଇପାରନ୍ତି।

ଭାରତରେ ଭ୍ୟାକ୍ସିନ ନେବାର ବ୍ୟବସ୍ଥା:-

ପପୁଲାର କ୍ୟାବ ସର୍ଭିସ କମ୍ପାନୀ ଉବର ତରଫରୁ ଘୋ-ଷ-ଣା କରାଯାଇ ଏହା କୁହାଯାଇଛି ଯେ, ଯେଉଁ ଲୋକମାନେ ଭ୍ୟାକ୍ସିନ ନେବେ ସେମାନଙ୍କ ପାଇଁ ଫ୍ରିରେ ରାଇଡ଼ କରିପାରିବେ। ଉବର କମ୍ପାନୀ ଅନୁସାରେ ୧.୫ କୋଟି ପର୍ଯ୍ୟନ୍ତ ଫ୍ରିରେ ରାଇଡ଼ କରିବାକୁ ଦେବେ। ଏହି ରାଇଡ଼ ସେହି ଲୋକମାନଙ୍କୁ ଦିଆଯିବ, ଯିଏ ନିଜର ଭ୍ୟାକ୍ସିନେସନ କରିବ। ଏହି ଅଫରକୁ ଗ୍ରହଣ କରିବା ପାଇଁ କେବଳ ଆପଣଙ୍କୁ ଭ୍ୟାକ୍ସିନ ନେବାର ପ୍ରମାଣ କମ୍ପାନୀକୁ ଦେବାକୁ ପଡ଼ିବ।

ଭାରତ ବ୍ୟତୀତ ଆମେରିକାରେ ମଧ୍ୟ କରୋନା ଭ୍ୟାକ୍ସିନେସନର କାମ ଅତି ବେଗରେ କରାଯାଉଛି। ଆମେରିକାର ଓହିୟୋରେ ମାର୍କେଟ ଗାର୍ଡେନ ବ୍ରୁଅରୀ ଭ୍ୟାକ୍ସିନ ନେବା ବାଲା ଲୋକ ଭ୍ୟାକ୍ସିନ ନେବା ପୂର୍ବରୁ ୫ ଥର ମଦ ପିଆଇବାର ଘୋ-ଷ-ଣା କରାଇଛି।

ଆମେରିକାରେ ଭ୍ୟାକ୍ସିନ ନେବାର ବ୍ୟବସ୍ଥା:-

ଆମେରିକାରେ ମ୍ୟାକ ଡୋନାଲଡ୍ସ, AT&T, ଇଂସାକାର୍ଟ, ଟାର୍ଗେଟ, ଟ୍ରେଡର ଜୋଶ, କୋବାନୀ ଜେସୀ କମ୍ପାନୀ ଗୁଡିକ ଭ୍ୟାକ୍ସିନ ଲଗାଇବା ବାଲା ନିଜ ଷ୍ଟାଫ ମାନଙ୍କୁ ଲିଭ ଓ କ୍ୟାସ ଦେବାପାଇଁ ଘୋ-ଷ-ଣା କରାଯାଇଛି। ଏତିକି ନୁହେଁ କର୍ମଚାରୀ ମାନଙ୍କୁ ଭ୍ୟାକ୍ସିନ ସେଣ୍ଟର ପର୍ଯ୍ୟନ୍ତ ଯିବା ପାଇଁ ପଇସା ମଧ୍ୟ ଦିଆଯିବ। ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ୨୦ ଡଲାର ବା ୨୨୦୦ ଟଙ୍କା ଦିଆଯାଉଛି। ଆମେରିକାର ଡୋନଟ କମ୍ପାନୀ କ୍ରିସ୍ପି କ୍ରିମ ଭ୍ୟାକ୍ସିନ ଲଗାଇବା ପାଇଁ ୨୦୨୧ ପର୍ଯ୍ୟନ୍ତ ଫ୍ରିରେ ଡୋନଟ ଦେବାକୁ ଅଫର ଦେଇଛି। ଯଦିଓ ମିଶିଗନ ରେ ମେଡିକାଲ ମାରିଜୁଆନା ଅର୍ଥାତ ଗ-ଞ୍ଜା-ଇ ବିକ୍ରିବାଲା କମ୍ପାନୀ ଭ୍ୟାକ୍ସିଂ ନେବା ଲୋକଙ୍କୁ ଫ୍ରିରେ ରୋଲ୍ଡ ଜ୍ବାଇଁଟ ଦେବାକୁ ଘୋ-ଷ-p/ଣା କରିଛି। ଫ୍ରିରେ ଏହି ଜିନିଷ ନେବାକୁ ଲୋକଙ୍କୁ କେବଳ ମାଡରେନା, ଫାଇଜର କିମ୍ବା ଜନଶନ ବା ଜନଶନ ଭ୍ୟାକ୍ସିନ ଲଗାଇଥିବାର କାର୍ଡ ଦେଖାଇବାକୁ ପଡିବ।

ଚୀନରେ ଭ୍ୟାକ୍ସିନ ନେବାପାଇଁ ବ୍ୟବସ୍ଥା:-

ଚୀନରେ ମଧ୍ୟ ଏହିଭଳି ଅନେକ ଅଫର ଲୋକମାନଙ୍କୁ ଦିଆଯାଉଛି। ଅବଶ୍ୟ ହେଲାନ ପ୍ରାନ୍ତର ଏକ ସହରରେ ସ୍ଥାନୀୟ ସରକାର ଟୀକା ନ ଲଗାଇବା ଲୋକଙ୍କୁ ଚାକିରୀରୁ ବାହାର କରିଦିଆଯିବ ବୋଲି ଚେ-ତା-ବ-ନୀ ଦିଆଯାଇଛି। ଏହା ସହ ପିଲାମାନଙ୍କର ପାଠପଢ଼ା ଓ ଘର ଛଡ଼ାଇବା ପାଇଁ ଧ-ମ-କ ଦିଆଯାଇଛି। ଧ-ମ-କ ଦ୍ୱାରା ଭ୍ୟାକ୍ସିନ ନେବାକୁ ପ୍ରେରିତ କରାଯାଉଛି।

Leave a Reply

Your email address will not be published. Required fields are marked *